ବଲୀଉଡରେ ଫ୍ଲପ ହେବା ସତ୍ବେ ବି ଏହି ୪ ଜଣ ହିରୋଇନ ମାନେ ଏମିତି କାମ କରି ଆୟ କରୁଛନ୍ତି ବହୁତ ଟଙ୍କା, ଶେଷ ହିରୋଇନଙ୍କ ଆୟ ଜାଣିଲେ ଉଡିଯିବ ହୋସ୍

କହିବାକୁ ଗଲେ ବଲୀଉଡରେ ସବୁ ବର୍ଷ ନୂଆ ନୂଆ ଅଭିନେତ୍ରୀ ଓ ଅଭିନେତ୍ରୀମାନଙ୍କ ଡେବ୍ୟୁ ହୋଇଥାଏ । ଏମାନଙ୍କ ମଧ୍ୟରୁ କିଛି କଳାକାର ହିଟ ହୋଇ ଯାଆନ୍ତି ତ ଅନ୍ୟ କିଛି କଳାକାର ଫ୍ଲପ ହୋଇ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଆନ୍ତି । କିନ୍ତୁ ବଲୀଉଡରେ ବହୁତ କମ ଷ୍ଟାର ସଫଳ ହୋଇ ପାରନ୍ତି । ଏମିତିରେ କହିବାକୁ ଗଲେ ବଲୀଉଡରେ ଅଭିନେତ୍ରୀମାନଙ୍କ କ୍ୟାରିୟର ବହୁତ ଛୋଟ ହୋଇଥାଏ । କେତେକ ଅଭିନେତ୍ରୀ ସଫଳ ତ ହୁଅନ୍ତି କିନ୍ତୁ ଶେଷରେ ସେମାନେ ବିବାହ କରି ଏହି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଆନ୍ତି ।

କିନ୍ତୁ ଅନ୍ୟ କିଛି ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ମୂଳରୁ ହିଁ ଫ୍ଲପ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ୪ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଫ୍ଲପ ହେବା ସତ୍ବେ ବି ଭଲ ଆୟ କରୁଛନ୍ତି ।

ଏଲୀ ଏବରାମ

ଏଲୀ ଏବରାମ ନିଜର କ୍ୟାରିୟର ରିୟଲିଟୀ ଶୋ ‘ବିଗ ବସ’ରୁ ଆରମ୍ଭ କରିଥିଲେ । ଏହା ପରେ ସେ ଟିଭି ଶୋରେ ହୋସ୍ଟ ବି ରହିସାରିଛନ୍ତି । କହିବାକୁ ଗଲେ ଏଲୀ ଏବରାମ ବର୍ତ୍ତମାନ ପର୍ଯ୍ୟନ୍ତ ବଲୀଉଡରେ କେବଳ ୩ଟି ଫିଲ୍ମରେ କାମ କରିଛନ୍ତି । ଏହା ଛଡା ସେ କେତେକ ଫିଲ୍ମରେ ଛୋଟ ମୋଟ ରୋଲରେ ବି ନଜର ଆସିଛନ୍ତି । ଏହି ବର୍ଷ ତାଙ୍କର ଅନ୍ୟ ଦୁଇଟି ଫିଲ୍ମ ବି ରିଲିଜ ହେବ ।

କିନ୍ତୁ ତାଙ୍କର କୌଣସି ବି ଫିଲ୍ମ ବକ୍ସ ଅଫିସରେ ଖାସ କମାଲ କରି ପାରି ନାହିଁ । କହିବାକୁ ଗଲେ ଏହା ସତ୍ବେ ବି ଏଲୀ ଏବରାମ ଇଭେଣ୍ଟ ଓ କିଛି ଶୋକୁ ଯାଇ ଗୋଟିଏ ଦିନରେ ୩ ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରି ନିଅନ୍ତି । ଇଭେଣ୍ଟ ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି ଓ ପରଫର୍ମ ପାଇଁ ୬ ରୁ ୭ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ଗୌହର ଖାନ

ଗୌହର ଖାନ ପ୍ରାୟତଃ ପଞ୍ଜାବୀ ଫିଲ୍ମରେ ଅଧିକ ନଜର ଆସନ୍ତି । କିନ୍ତୁ ‘ବିଗ ବସ’ରେ ଆସିବା ପରେ ସେ ବଲୀଉଡରେ ଏକ ଜଣା ଶୁଣା ଅଭିନେତ୍ରୀ ହୋଇ ଯାଇଛନ୍ତି । ଗୌହର ଖାନ କୌଣସି ଇଭେଣ୍ଟ ପାଇଁ ୬ ଲକ୍ଷ ଟଙ୍କା ଚାର୍ଜ କରନ୍ତି ଯେତେବେଳେ କି ପରଫର୍ମ ପାଇଁ ୧୨ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ନେହା ଧୁପିୟା

ନେହା ଧୁପିୟା ବଲୀଉଡର ଜଣେ ଜଣା ଶୁଣା ନାଁ ଅଟନ୍ତି । କିନ୍ତୁ ତାଙ୍କର ପ୍ରାୟତଃ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ରହିଛି । ଏମିତିରେ ବର୍ତ୍ତମାନ ତାଙ୍କୁ କେହି ବି ଫିଲ୍ମରେ ଲିଡ ରୋଲରେ ସାଇନ କରୁ ନାହାନ୍ତି । ସେ ଛୋଟ ପରଦାରେ ବି ଚେଷ୍ଟା କରିଲେ କିନ୍ତୁ ସେଠି ବି କିଛି ଖାସ କମାଲ କରି ପାରିଲେ ନାହିଁ । କିନ୍ତୁ ନେହା ଗୋଟିଏ ଇଭେଣ୍ଟ ପାଇଁ ୭ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି । ଅନ୍ୟ ପଟେ ସ୍ଟେଜ ପରଫରମେଂସ ପାଇଁ ୧୨ ରୁ ୧୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ଚିତ୍ରାଂଗଦା ସିଂହ

ଚିତ୍ରାଂଗଦା ସିଂହ ବଲୀଉଡର ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି । କିନ୍ତୁ ତାଙ୍କର ଫିଲ୍ମି କ୍ୟାରିୟର ବିଶେଷ କିଛି ଖାସ ହୋଇ ପାରିଲା ନାହିଁ । ଏମିତିରେ ସେ ନିଜର ଇଭେଣ୍ଟ ଓ ଡାନ୍ସ ପରଫରମେଂସ କରି ଆୟ କରନ୍ତି । ଚିତ୍ରାଂଗଦା ସିଂହ ଗୋଟିଏ ଇଭେଣ୍ଟ ପାଇଁ ୧୫ ରୁ ୧୮ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ଅନ୍ୟ ପଟେ ପରଫରମେଂସ ପାଇଁ ୧୮ ଲକ୍ଷ ଚାର୍ଜ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।