ପିଲାମାନଙ୍କୁ ସ୍ମାର୍ଟ ଫୋନ ଦେଇ ଆପଣ ତାଙ୍କ ମସ୍ତିଷ୍କ ବିକାଶକୁ ବନ୍ଦ କେରି ଦେଉଛନ୍ତି, ହେଇଥାଏ ଏହି ବଡ ଅସୁବିଧା

କହିବାକୁ ଗଲେ ବର୍ତ୍ତମାନର ସ୍ମାର୍ଟ ଫୋନ ଯୁଗରେ ସମସ୍ତଙ୍କ ହାତରେ ଗୋଟିଏ କିମ୍ବା ଦୁଇଟି ସ୍ମାର୍ଟ ଫୋନ ଦେଖିବାକୁ ମିଳିଯିବ । ଲୋକମାନେ ସ୍ମାର୍ଟ ଫୋନ ବିନା ଅଳ୍ପ ସମୟ ବି ଖାଲି ବସି ପାରିବେ ନାହିଁ । ଏମିତିରେ କହିବାକୁ ଗଲେ ଆପଣମାନେ ପ୍ରାୟତଃ ଦେଖିଥିବେ କି ପିଲାମାନଙ୍କୁ ଚୁପ କରାଇବା ପାଇଁ ମାତା ପିତା ନିଜର ଛୋଟ ପିଲାମାନଙ୍କୁ ସ୍ମାର୍ଟ ଫୋନ ଦେଇ ଦିଅନ୍ତି । ଯାହା ଦ୍ଵାରା ସେମାନେ ସ୍ମାର୍ଟ ଫୋନରେ ଗେମ ଖେଳି କିମ୍ବା ଭିଡିଓ ଦେଖି ଚୁପ ହୋଇ ଯାଆନ୍ତି ।

କହିବାକୁ ଗଲେ ଏହା ସମ୍ପୂର୍ଣ ଭୁଲ ଅଟେ । ଆପଣଙ୍କୁ କହିଦେଉଛୁ କି ଏହିଭଳି କରି ଆପଣ ଆପଣଙ୍କ ପିଲାମାନଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ଓ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବି ହୋଇପାରେ । କହିବାକୁ ଗଲେ ଏହି ସବୁ ଗୈଜେଟ୍ସ ପିଲାମାନଙ୍କ ନିଦକୁ ବି ଅଧିକ ପ୍ରଭାବିତ କରିଥାଏ ।

ଏହା ପିଲାମାନଙ୍କ ବିକାଶ ଓ ତାଙ୍କର ସ୍ୱାସ୍ଥ୍ୟକୁ କ୍ଷତି କରିଥାଏ । ବୈଜ୍ଞାନିକମାନଙ୍କ କହିବା ଅଟେ କି କିଛି ସ୍ଥାନରେ ଯେମିତି କି ପ୍ଳେନରେ, ମେଡିକାଲ ଚେକଅପ ସମୟରେ ପିଲାମାନଙ୍କୁ ମୋବାଇଲ ଦେବା ଠିକ ହୋଇଥାଏ । କିନ୍ତୁ ପିଲାମାନଙ୍କୁ ଚୁପ କରାଇବା ପାଇଁ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସବୁବେଳେ ମୋବାଇଲ ଦେବା ଉଚିତ ନୁହେଁ ।

ରିସର୍ଚ ଅନୁସାରେ ଏହିଭଳି ଭାବରେ ପିଲାମାନଙ୍କୁ ବାରମ୍ବାର ସ୍ମାର୍ଟ ଫୋନ ଦେବା ଦ୍ଵାରା ପିଲାମାନଙ୍କ ଭାବନା କଣ୍ଟ୍ରୋଲ ହୋଇଯାଏ ଯାହାକି ପିଲାମାନଙ୍କ ପାଇଁ ଠିକ ନୁହେଁ । ବର୍ତ୍ତମାନ ସମୟରେ ଦେଖା ଯାଇଛି କି ସ୍ମାର୍ଟ ଫୋନ ପିଲାମାନଙ୍କ ଜୀବନର ଏକ ମୁଖ୍ୟ ଅଂସ ହୋଇ ଯାଇଛି । କିନ୍ତୁ ଏହି କଥା ବି ସତ ଅଟେ କି ଏହା ଦ୍ଵାରା ପିଲାମାନଙ୍କ ବିକାଶ ବି ଅଟକି ଯାଉଛି । କହିବାକୁ ଗଲେ ପିଲାଦିନୁ ହିଁ ପିଲାମାନଙ୍କ ବିକାଶ ବହୁତ ଜଲ୍ଦି ଜଲ୍ଦି ହୋଇଥାଏ ।

ଏମିତିରେ ପିଲାମାନଙ୍କୁ ପ୍ରାକୃତିକ ଉପାୟ ଛଡା ସ୍ମାର୍ଟ ଫୋନ ଭଳି ଗୈଜେଟ୍ସ ଦେଇ ଦେବେ ତେବେ ପିଲାମାନେ ଏହି ସବୁ ଗୈଜେଟ୍ସ ଦୁନିଆରେ ସୀମିତ ହୋଇଯିବେ । ପିଲାମାନଙ୍କ ଭାବନା ଓ ଶୋଇବା ସମୟ ଏହା ଦ୍ଵାରା ପ୍ରଭାବିତ ହୋଇପାରେ । ଏହା ସହିତ ଏହି ସବୁ ଗୈଜେଟ୍ସ ଆପଣଙ୍କ ପିଲାମାନଙ୍କ ଦୁନିଆକୁ ସମିତି କରି ଦେବ । ଯାହାକି ବହୁତ ହିଁ ଗମ୍ଭୀର ସମସ୍ୟା ଅଟେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।