ଅମିର ଖାନଙ୍କ ଝିଅ ଇରାଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା, ଚଉଦ ବର୍ଷ ବୟସରେ ମୋ ସହ…

Mr Perfectionist ଓ ବଲୀଉଡର ଅଭିନେତା ଆମିର ଖାନ ବର୍ତ୍ତମାନ ସମୟରେ ବଲୀଉଡର ସୁପରଷ୍ଟାର ଅଟନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମ ବକ୍ସ ଅଫିସ ଉପରେ ସୁପର ଡୁପର ହିଟ ହୋଇଥାଏ । କେବଳ ଭାରତରେ ନୁହେଁ ଏହା ଛଡା ଅନ୍ୟ କେତେକ ଦେଶରେ ବି ତାଙ୍କର ଫିଲ୍ମକୁ ଅନ୍ୟ ବଲୀଉଡ ଫିଲ୍ମ ଅପେକ୍ଷା ବହୁତ ଅଧିକ ପସନ୍ଦ କରାଯାଏ । କିନ୍ତୁ ଆଜି ଆମେ ଆମିର ଖାନଙ୍କ ବିଷୟରେ ନୁହେଁ ତାଙ୍କ ଝିଅ ଇରା ଖାନଙ୍କ ବିଷୟରେ କଥାବାର୍ତ୍ତା କରିବା ।

କହିବାକୁ ଗଲେ ବର୍ତ୍ତମାନ ଦିନରେ ଇରା ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେଉଁ କାରଣରୁ ଇରା ଖାନ ଓ ତାଙ୍କ ପିତା ଆମିର ଖାନ ଚର୍ଚାରେ ଆସି ଯାଇଛନ୍ତି ।

ଏହି ଭିଡିଓରେ ସେ ଏହିଭଳି କିଛି କହୁଛନ୍ତି କି ଯାହାକୁ ଶୁଣିବାରେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇରା ଖାନ ଭିଡିଓରେ କହୁଛନ୍ତି କି ଯେତେବେଳେ ସେ ୧୪ ବର୍ଷର ଥିଲେ ତେବେ ସେହି ସମୟରେ ତାଙ୍କର କିଛି ଜଣା ଶୁଣା ଲୋକମାନେ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ଅର୍ଥାତ ତାଙ୍କର ଯୌନ ଶୋଷାଣ କରାଯାଇଥିଲା । ଇର ଖାନ ତାଙ୍କର ଏହି ଭିଡିଓକୁ ଇଂସ୍ଟାଗ୍ରାମରେ ଶେୟାର କରିଛନ୍ତି ।

କହିବାକୁ ଗଲେ କିଛି ଦିନ ପୂର୍ବେ ଇରା ଖାନ ଏକ ଭିଡିଓରେ କହିଥିଲେ କି ସେ ଗତ ୪ ବର୍ଷ ହେବ ଡିପ୍ରେସନରେ ଅଛନ୍ତି । ଏମିତିରେ କିଛି ଲୋକମାନେ ତାଙ୍କୁ ଏହି ଡିପ୍ରେସନର କାରଣ ପଚାରିଲେ । ଇରା ଏହାର ଜବାବ ଦେଇ କହିଲେ କି ତାଙ୍କୁ ଜଣା ନାହିଁ କି ତାଙ୍କର ଡିପ୍ରେସନର ଅସଲ କାରଣ କଣ ଅଟେ । ଏହା ସହିତ ଇରା ଏହି ଭିଡିଓରେ ବହୁତ ଘଟଣା ବିଷୟରେ କହିଲେ ଯେଉଁ କାରଣରୁ ସେ ଡିପ୍ରେସନରେ ଚାଲି ଯାଇ ଥାନ୍ତେ ଓ ସେହି ସବୁ ଘଟଣା ମଧ୍ୟରୁ ଗୋଟିଏ ଘଟଣା ଏହା ଥିଲା ଯେତେବେଳେ ଇରା ୧୪ ବର୍ଷର ଥିଲେ ।

ତେବେ ତାଙ୍କର ଜଣାଶୁଣା ଲୋକମାନେ ତାଙ୍କ ସହିତ ଖରାପ କମ କରିଲେ । ଏମିତିରେ ପ୍ରଶ୍ନ ଉଠୁଛି କି କଣ ଇରା ଖାନ ନିଜର ପିତାଙ୍କୁ ଏହା ବିଷୟରେ କହିଛନ୍ତି । ଏମିତିରେ ଏହାର କୌଣସି ସୂଚନା ନାହିଁ । ଇରା ଖାନ ଭିଡିଓରେ କହିଲେ କି, ଯେତେବେଳେ ମୁଁ ୧୪ ବର୍ଷର ହୋଇଥିଲି ତେବେ ମୋ ସହିତ ସେକସୁଆଲ ଏବ୍ୟୁଜ କରାଯାଇଥିଲା । ତାହା ଏକ ଅଜବ ପରିସ୍ଥିତି ଥିଲା । ମୋତେ ଜଣା ନ ଥିଲା କି ମୋ ସହିତ କଣ ହେଉଛି ଓ ଯେଉଁ ଲୋକମାନେ ମୋ ସହିତ ଏହିଭଳି କାମ କରୁଥିଲେ, ସେମାନେ ଜଣା ଶୁଣା ଲୋକ ଥିଲେ ।

ଏହା ପରେ ମୁଁ ଯେମିତି ଜାଣି ପାରିଲି କି ସେମାନେ ମୋ ସହିତ ଖରାପ କରୁଛନ୍ତି, ତେବେ ମୁଁ ଏହି ପରିସ୍ଥିତିରୁ ନିଜକୁ ବଞ୍ଚାଇ ନେଲି । ଏମିତିରେ ବର୍ତ୍ତମାନ ଇରା ଖାନଙ୍କ ଏହି ଭିଡିଓକୁ ନେଇ ଚାରିଆଡେ ହଙ୍ଗାମା ଆରମ୍ଭ ହୋଇ ଯାଇଛି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଏହା ପ୍ରଥମ ଥରେ ନୁହେଁ ଯେତେବେଳେ ଇରା ଖାନ ଚର୍ଚାରେ ଆସିଛନ୍ତି । ଏହା ପୂର୍ବରୁ ସେ ନିଜର ବୋଲ୍ଡ ଫଟୋ ଓ ଭିଡିଓ କାରଣରରୁ ମିଡିଆରେ ଚର୍ଚାରେ ରହିଥାନ୍ତି । ଯଦି ଇରା ଖାନଙ୍କ ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ବଲୀଉଡ ଦୁନିଆରୁ ଦୂରରରେ ଅଛନ୍ତି ଓ ଥିଏଟର କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।