ଏମାନେ ହେଉଛନ୍ତି ଭାରତର ସବୁଠୁ ଫିଟ 5 ପୋଲିସବାଲା, ଏମାନଙ୍କ ବଡି ସାମ୍ନାରେ ଫିକା ପଡିଯାନ୍ତି ବଲିଉଡ ଷ୍ଟାରମାନେ, ଦେଖନ୍ତୁ

ଆଜିର ଦୁନିଆରେ ଲୋକ ଏତେ ଅଧିକ ବିଜି ରହିଥାନ୍ତି କି ନିଜର ସ୍ୱାସ୍ଥ୍ୟ ଓ ଫିଟନେସ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଏହି କାରଣ ଅଟେ କି ଏବେ ଲୋକଙ୍କ ମଧ୍ୟରେ କମ ବୟସରେ ବହୁତ ରୋଗ ଦେଖିବାକୁ ମିଳୁଛି । ଶରୀରକୁ ଫିଟ ରଖିବା ପାଇଁ ଦୁଇଟି ଜିନିଷ ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ । ପ୍ରଥମଟି ବ୍ୟାୟାମ ଓ ଅନ୍ୟଟି ସ୍ଵାସ୍ଥ୍ୟକର ଡାଇଟ । ଯେଉଁ ବ୍ୟକ୍ତି ଏହି ଦୁଇଟି ଜିନିଷକୁ ଫଲୋ କରିଥାଏ ସେ ସବୁବେଳେ ଫିଟ ରହିଥାଏ ।

ଆପଣଙ୍କୁ କହିଦେଉଛୁ କି ଭାରତୀୟ ପୋଲିସ ବିଭାଗରେ ବି ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ନିଜର ଫିଟନେସ ର ଧ୍ୟାନ ରଖିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ପ୍ରେରିତ କରିବା ପାଇଁ ଭାରତର ୫ ଜଣ ସବୁଠୁ ଫିଟ ପୋଲିସ ବାଲାଙ୍କ ସହିତ ସାକ୍ଷାତ କରାଇବାକୁ ଯାଉଛୁ ।

୧. କିଶୋର ଦାଙ୍ଗେ

ମହାରାଷ୍ଟ୍ର ର ଜାଲନା ରେ ରହୁଥିବା କିଶୋର ଦାଙ୍ଗେ ଗୋଟିଏ ଗରିବ ପରିବାରର ଅଟନ୍ତି । ଏହା ସତ୍ତ୍ୱେ ବି ସେ କେବଳ ଗୋଟିଏ ଭଲ ପୋଲିସବାଲା ନୁହେଁ ବରଂ ନିଜର ଫିଟନେସକୁ ନେଇ ସେ ବହୁତ କୀର୍ତ୍ତି ହାସଲ କରିଛନ୍ତି ।

୨. ନବୀନ କୁମାର

୨୦୧୩ ରେ ମିଷ୍ଟର ହରିୟାଣା ରହିସାରିଥିବା ନବୀନ କୁମାର ପୋଲିସରେ SSI ଭାବରେ କାର୍ଯ୍ୟରତ ଅଛନ୍ତି । ସେ ଯେତେବେଳେ ଜବ କରୁଥିଲେ ତା ସହିତ ସେ ବହୁତ ସମୟ ଜିମ ରେ ବ୍ୟାୟାମ ମଧ୍ୟ କରୁଥିଲେ ।

୩. ସଚିନ ଅତୁଲକର

୨୦୦୭ ବ୍ୟାଚ ସହିତ ସମ୍ବନ୍ଧ ରଖିଥିବା IPS ସଚିନ ଅତୁଲକର ସୋସିଆଲ ମିଡିଆରେ ବହୁତ ଛାଇଛନ୍ତି । ତାଙ୍କର ବଡି ଓ ପର୍ସନାଲିଟି ଏତେ କମାଲ ଅଟେ କି ବଡ ବଡ ବଲୀଉଡ ଷ୍ଟାର ତାଙ୍କ ଆଗରେ କିଛି ନୁହେଁ ।

୪. ମୋତିଲାଲ ଦାୟମା

ଇନ୍ଦୋର ପୋଲିସ ରେ କନଷ୍ଟେବଲ ଭାବରେ କାର୍ଯ୍ୟରତ ଥିବା ମୋତିଲାଲ ଦାୟମାଙ୍କ ବଡି ହଲ୍କ ଭଳି ଅଟେ । ତାଙ୍କର ବଡି ର ମୁକାବିଲା କୌଣସି ବଲିଉଡ କଳାକାର କରି ପାରିବ ନାହିଁ । ସେ ଯେଉଁବାଟ ଦେଇ ଯାଇଥାନ୍ତି ଲୋକ ତାଙ୍କର ବଡି ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି ।

୫. ତେଜେନ୍ଦ୍ର ସିଂହ

ଏଂଗୋମେ ବଡି ବିଲ୍ଡିଙ୍ଗ ରେ ଗୋଲ୍ଡ ମେଡାଲ ପରେ ଗୋଲ୍ଡ ମେଡାଲ ହାସଲ କରିଥିବା ତେଜେନ୍ଦ୍ର ସିଂହ ପୋଲିସ ରେ ଆସିବା ପୂର୍ବରୁ ବଡି ବିଲ୍ଡିଙ୍ଗ କରୁଥିଲେ । ଗାଁ ଲୋକ ତାଙ୍କୁ ବେଷ୍ଟ କହି ଡାକୁଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।