ଦିଲ୍ଲୀର ଏହି ଝିଅ ଘରେ ବସି ଆୟ କରିଥାଏ ଲକ୍ଷ ଲକ୍ଷ ଟଙ୍କା, ଉପାୟ ଜାଣିଲେ ଆପଣ ବି କରିବେ

ଇଣ୍ଟର୍ନେଟ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଫେମସ କରିବା ପାଇଁ ବହୁତ ବଡ ଓ ଭଲ ଅବସର ଦେଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ ରୂପରେ । ଏଠି କେବଳ ଆପଣଙ୍କୁ ନିଜର ଟ୍ୟାଲେଣ୍ଟକୁ ଭଲ ଭାବରେ ସମସ୍ତଙ୍କୁ ଦେଖାଇବାର ଅଛି ଓ ଆପଣ ରାତା ରାତି ଷ୍ଟାର ହୋଇଯିବେ । ଏମିତି ବହୁତ ଉଦାହରଣ ଆମ ସାମ୍ନାରେ ଅଛି । ଯେଉଁମାନେ ରାତାରାତି ଷ୍ଟାର ହୋଇ ଯାଉଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ସୋସିଆଲ ମିଡିଆର ଜମାନା ଅଟେ ଓ ବର୍ତ୍ତମାନ ସମସ୍ତେ ନାଁ କରିବାକୁ ଚାହୁଁଛନ୍ତି । ଯେଉଁଥିରେ ସୋସିଆଲ ମିଡିଆ ଏକ ବହୁତ ସଫଳ ମାଧ୍ୟମ ହୋଇ ସାମ୍ନାକୁ ଆସିଛି । କହିବାକୁ ଗଲେ ଭାରତରେ ବି ସୋସିଆଲ ମିଡିଆ ବହୁତ କବ୍ଜା କରି ନେଇଛି । ଲୋକମାନଙ୍କର ଏହା ଟଙ୍କା ଆୟ କରିବାର ଏକ ଜରିଆ ବି ହୋଇ ଯାଇଛି । ଲୋକମାନେ ଏହା ଦ୍ଵାରା ମନୋରଞ୍ଜନ କରିବା ସହିତ ଟଙ୍କା ବି ଆୟ କରୁଛନ୍ତି ।

ଆପଣମାନେ ଦେଖିଥିବେ କି ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଅପଲୋଡ କରୁଛନ୍ତି ଓ ପପୁଲାର ହେଉଛନ୍ତି । ଏହାର ଉଦାହହରଣ ଆଜି ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ ଯାହାକି ଆଜିକାଲି ଚର୍ଚ୍ଚାର ବିଷୟ ହୋଇ ରହିଛି । ଆମେ କଥା ହେଉଛୁ ଦିଲ୍ଲୀରେ ରହୁଥିବା କେତିକା ଶର୍ମାଙ୍କ ବିଷୟରେ । ଯିଏ ନିଜର ଭିଡିଓ ଓ ଫଟୋ ଦ୍ଵାରା ସୋସିଆଲ ସାଇଟରେ ଧମାଲ କରୁଛନ୍ତି ।

ହଟ ଓ ବୋଲ୍ଡ ମଡେଲ କେତିକା ଶର୍ମା ଦିଲ୍ଲୀର ନିବାସୀ ଅଟନ୍ତି । ଦିଲ୍ଲୀରେ ତ ଆପଣଙ୍କୁ ଗୋଟିଏ ରୁ ବଳି ଗୋଟିଏ ସୁନ୍ଦର ଝିଅ ଦେଖିବାକୁ ମିଳିବ । କିନ୍ତୁ ଏହି ମଡେଲର କଥା କିଛି ଅଲଗା ହିଁ ଅଟେ । ଏହି ମଡେଲ ନିଜର ହଟ ଫଟୋ ମାଧ୍ୟମରେ ବହୁତ କମ ସମୟରେ ବହୁତ ଲୋକପ୍ରିୟତା ହାସଲ କରି ନେଇଛନ୍ତି । କେତିକା ଶର୍ମା ନିଜର ଡ୍ୟାନ୍ସକୁ ନେଇ ବହୁତ ଅଧିକ ଚର୍ଚାରେ ରହିଥାନ୍ତି ।

ବର୍ତ୍ତମାନ ହିଁ କେତିକା ଏକ ଏମିତି ଭିଡିଓ ଅପଲୋଡ କରିଛନ୍ତି ଯାହା ତାଙ୍କୁ ଷ୍ଟାର କରି ଦେଇଛି । କହିବାକୁ ଗଲେ ସେ ନିଜର ଏକ ଡବସ୍ମାଶ ଭିଡିଓ କରି ଇଣ୍ଟର୍ନେଟରେ ଅପଲୋଡ କରିଥିଲେ । ଯାହା ପରେ ତାହା କିଛି ସେକଣ୍ଡରେ ହିଁ ଭାଇରାଲ ହୋଇଯାଇଥିଲା । ସେହି ଭିଡିଓ କେତିକାଙ୍କୁ ଷ୍ଟାର କରି ଦେଲା । ଏହା ପରେ ସେ ଗୋଟିଏ ପରେ ଗୋଟିଏ ଭିଡିଓ ଅପଲୋଡ କରି ଲୋକମାନଙ୍କର ହୃଦୟ ଜିତି ନେଇଛନ୍ତି ।

ସେ ଏତେ ଲୋକପ୍ରିୟ ହୋଇଯାଇଛନ୍ତି କି ସେ ବର୍ତ୍ତମାନ କେତେକ ମଡେଲ ଏଜେଂସିମାନଙ୍କ ପାଇଁ ବି କାମ କରିବା ଆରମ୍ଭ କରି ଦେଇଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସେ ଅଭିନୟ ଓ ସଙ୍ଗୀତ କ୍ଷେତ୍ରରେ ନିଜର କ୍ୟାରିୟର କରୁଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ସେ ଏତେ ଭାଇରାଲ ଅଟନ୍ତି କି ଯଦି ଆପଣ ଗୁଗଲରେ କେତିକା ଶର୍ମା ଲେଖିବେ ତ ତାଙ୍କର ହଟ ଫଟୋ ଛଡା ଆଉ କିଛି ବି ଆସିବ ନାହିଁ । କେତିକା କେବଳ ହଟ ଫଟୋଶୁଟ କରନ୍ତି ନାହିଁ । ଏହା ଛଡା ସେ ନିଜର ହଟ ଭିଡିଓ ୟୁଟ୍ୟୁବରେ ଅପଲୋଡ କରି ହଙ୍ଗାମା କରି ଦିଅନ୍ତି । ୨୧ ବର୍ଷର କେତିକା ଦିଲ୍ଲୀ ୟୁନିଭର୍ସିଟୀର ମିରାଣ୍ଡା ହାଉସ କଲେଜରୁ ଗ୍ରାଜୁଏଶନ କରିଛନ୍ତି ।