ଓଡିଶାର ଲୋକପ୍ରିୟ ଅଭିନେତା Sabyasachi ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସବ୍ୟସାଚୀ ମିଶ୍ର ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ଓଡିଆ ଫିଲ୍ମ ଜଗତରେ ନାଁ କରିବା ପାଇଁ ବହୁତ ସଂଘର୍ଷ ମଧ୍ୟ କରିଛନ୍ତି । ଏହି କ୍ରମରେ ଆଜି ଆମେ ସବ୍ୟସାଚୀ ମିଶ୍ରଙ୍କ ପର୍ଶନାଳ ଲାଇଫ, ଲାଇଫ ଷ୍ଟାଇଲ, ତାଙ୍କର ଘର, ଗାଡି, ପରିବାର ବିଷୟରେ ଓ ତାଙ୍କର ସଂଘର୍ଷମୟ ଜୀବନ ବିଷୟରେ ବି ଆପଣଙ୍କୁ କହିବୁ । ସବ୍ୟସାଚୀ ମିଶ୍ରଙ୍କ ବିଷୟରେ ଏମିତି ବହୁତ ତଥ୍ୟ ଅଛି ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ ।

କହିଦେଉଛୁ କି ସବ୍ୟସାଚୀ ମିଶ୍ରଙ୍କ ଜନ୍ମ ସମ୍ବଲପୁରର ବୁର୍ଲାରେ ହୋଇଥିଲା । ସବ୍ୟସାଚୀ ମିଶ୍ରଙ୍କ ପିତା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏଏସ ଅଫିସର ଅଟନ୍ତି ଓ ମା ଡା. ସୁଷମା ମିଶ୍ର ଜଣେ କବି ଓ ଗୀତ ମଧ୍ୟ ଲେଖନ୍ତି । ତାଙ୍କର ଜଣେ ଭାଇ ବି ଅଛନ୍ତି । ଯିଏକି ଜଣେ ଟେଲିକମ ଇଞ୍ଜିନିୟର ଅଟନ୍ତି ।

ସବ୍ୟସାଚୀ ମିଶ୍ର ବି ସମ୍ବଲପୁରର ଏକ କଲେଜରୁ ଇଞ୍ଜିନିୟରିଂ କରିଛନ୍ତି । ଏହା ପରେ ସେ ଇନ୍ଫୋସିସରେ ଚାକିରି ମଧ୍ୟ କରିଥିଲେ । କିନ୍ତୁ କିଛି ସମୟ ପରେ ସେ ଚାକିରି ଛାଡି ଫିଲ୍ମରେ ଅଭିନେତା ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପ୍ରଥମେ ପ୍ରଥମେ ସେ ଆଲବମ ଅଭିନେତା ରୂପରେ ଓଡିଆ ଇଣ୍ଡଷ୍ଟ୍ରିରେ ଗୋଡ ରଖିଥିଲେ । ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ସେ କେବଳ ଆଲବମ ହିରୋ ରୂପରେ କାମ କରୁଥିଲେ ।

ଏହା ପରେ ହର ପଟ୍ଟନାୟକ ସବ୍ୟସାଚୀଙ୍କ ମଧ୍ୟରେ ଲୁଚି ଥିବା ପ୍ରତିଭାକୁ ଦେଖି ତାଙ୍କୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଆସିଥିଲେ । ଏହା ପରେ ସବ୍ୟସାଚୀ ମିଶ୍ରଙ୍କୁ ଫିଲ୍ମ ପାଗଳ ପ୍ରେମୀରେ ପ୍ରଥମ ଥର ଅଭିନେତା ରୂପରେ ଅଭିନୟ କରିବା ପାଇଁ ହର ପଟ୍ଟନାୟକ ତାଙ୍କୁ ଚାନ୍ସ ଦେଇଥିଲେ । ଏହି ଫିଲ୍ମ ସେହି ସମୟରେ ସୁପର ଡୁପର ହିଟ ମଧ୍ୟ ହୋଇଥିଲେ । ଏହା ପରେ ସେ ମୁଁ ସ୍ଵପ୍ନର ସୌଦାଗର ଫିଲ୍ମରେ ନଜର ଆସିଲେ ଓ ଏହି ଫିଲ୍ମ ବି ହିଟ ପ୍ରମାଣିତ ହେଲା ।

ଏହିଭଳି ଭବାରେ ସବ୍ୟସାଚୀ ମିଶ୍ର ସଫଳତାର ସିଢି ସିଢି ଚଢି ଚଢି ଗଲେ । ସବ୍ୟସାଚୀ ମିଶ୍ର ତାଙ୍କର ସଫଳତାର ଶୀର୍ଷ ହର ପଟ୍ଟନାୟକଙ୍କୁ ହିଁ ଦିଅନ୍ତି । ସବ୍ୟସାଚୀ ମିଶ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୦ଟି ଫିଲ୍ମ କରିସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି ସବ୍ୟସାଚୀ ମିଶ୍ର କେବଳ ଓଡିଆ ଫିଲ୍ମ ନୁହେଁ ସେ ବେଙ୍ଗଲି ଓ ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଟି ତେଲୁଗୁ ଫିଲ୍ମ ଓ ୩ ଟି ବଙ୍ଗାଳୀ ଫିଲ୍ମ କରିସାରିଛନ୍ତି ।

ଯଦି ତାଙ୍କର ସମ୍ପତ୍ତି ବିଷୟରେ କହିବା ତେବେ ତାଙ୍କର ଟଙ୍କା ଆୟ କରିବାର ମୁଖ୍ୟ ସ୍ରୋତ ହେଉଛି ବ୍ରାଣ୍ଡ ପ୍ରୋମୋଶନ । ସେ ଓଡିଶାର ସମସ୍ତ ଅଭିନେତା ଓ ଅଭିନେତ୍ରୀମାନଙ୍କ ଠାରୁ ଅଧିକ ବ୍ରାଣ୍ଡ ପ୍ରମୋଟ କରନ୍ତି ଓ ତାଙ୍କୁ ଏଥିପାଇଁ ସବୁଠୁ ଅଧିକ ଟଙ୍କା ମଧ୍ୟ ଦିଆଯାଏ । ସେ ଗୋଟିଏ ବ୍ରାଂଡ ପ୍ରମୋଶନ କରିବା ପାଇଁ ୫ ଲକ୍ଷ ରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଇପିଏଲ ଟିମ ଡେକାନ ଚାର୍ଜଶର ସବ୍ୟସାଚୀ ମିଶ୍ର ବ୍ରାଂଡ ଏମ୍ବେସଡର ଥିଲେ ।

ଏହା ସହିତ ଓଡିଆ ଟେନିସ ପ୍ରିମିୟର ଲିଗ ଓ କ୍ରିକେଟ ଫର ବ୍ଳାଇଣ୍ଡ ଇନ ଇଣ୍ଡିଆର ବି ସେ ବ୍ରାଂଡ ଏମ୍ବେସଡର ଅଛନ୍ତି । କହିଦେଉଛୁ କି ସବ୍ୟସାଚୀ ମିଶ୍ରଙ୍କୁ ଗୋଟିଏ ଫିଲ୍ମ ଠାରୁ ଗୋଟିଏ ବ୍ରାଣ୍ଡ ପ୍ରମୋଟ କରିବା ପାଇଁ ସବୁଠୁ ଅଧିକ ଟଙ୍କା ମିଳିଥାଏ । ସବ୍ୟସାଚୀ ମିଶ୍ରଙ୍କ କଟକରେ ଏକ ମହଙ୍ଗା ଘର ଅଛି । ଏହା ସହିତ ତାଙ୍କ ପାଖରେ BMW Mercedes ଭଳି ଦାମୀ ଦାମି କାର ବି ଅଛି । ଯାହାର ମୂଲ୍ୟ ୫୦ ରୁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟେ ।

ଏହା ସହିତ ତାଙ୍କ ପାଖରେ କେତେକ ମହଙ୍ଗା ମହଙ୍ଗା ବ୍ରାଂଡର ବାଇକ ମଧ୍ୟ aଛି । କହିଦେଉହକୁ କି ସବ୍ୟସାଚୀ ମିଶ୍ର ଗୋଟିଏ ଫିଲ୍ମ କରିବା ପାଇଁ ୪୦ ରୁ ୫୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ଯଦି ତାଙ୍କର ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ତାଙ୍କ ପାଖରେ ମୋଟ ୨୫ ରୁ ୩୦ କୋଟି ଟଙ୍କାର ସମ୍ପତ୍ତି ଅଛି ବୋଲି ଅନୁମାନ କରାଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।