ବଲୀଉଡର ଏହି ହିରୋଇନଙ୍କର ବଦଳି ଯାଇଛି ରୁତବା, ପ୍ରଥମ ଫିଲ୍ମ ହିଁ ଆୟ କରିଛି ୨୦୦୦ କୋଟି ଟଙ୍କା

ବର୍ଷ ୨୦୧୬ରେ ଆମିର ଖାନଙ୍କର ଫିଲ୍ମ ‘ଦଙ୍ଗଲ’ରେ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ଡେବ୍ୟୁ କରିଥିଲେ ଓ ଏହି ଫିଲ୍ମ ୨୧୬୦ କୋଟି ଟଙ୍କାର କାରୋବାର କରିସାରିଛି । ଏହା ପରେ ତାଙ୍କର ଦ୍ଵିତୀୟ ଫିଲ୍ମ ‘ବଧାଇ ହୋ’ ପାଖାପାଖି ୧୫୦ କୋଟି ଟଙ୍କାର କାରୋବାର କରିସାରିଛି । ବର୍ତ୍ତମାନ ସାନ୍ୟାଙ୍କର ଡିମାଣ୍ଡ ବଢି ଯାଇଛି ।

ବଲୀଉଡର ଏହି ଅଭିନେତ୍ରୀଙ୍କର ବଦଳି ଯାଇଛି ସମୟ, ସେ ନିଜର ଫିସକୁ ବଢାଇ ଦେଇଛନ୍ତି ଓ ଫିଲ୍ମ ମେକର୍ସମାନେ ବି ତାଙ୍କ ଡିମାଣ୍ଡକୁ ପୁରା କରୁଛନ୍ତି । କହିବାକୁ ଗଲେ ସାନ୍ୟାଙ୍କର ଆସନ୍ତା ଟାରଗେଟ ଏକ ବଡ ଫିଲ୍ମ ଅଟେ ।

ବଲୀଉଡର ଏହି ଅଭିନେତ୍ରୀର ବଦଳି ଯାଇଛି ରୁତବା

ଫିଲ୍ମ ‘ଦଙ୍ଗଲ’ରେ ଏକ ରେସଲର ହେବା ପରେ ଫିଲ୍ମ ‘ବଧାଇ ହୋ’ରେ ଏକ ଧନୀ ଘରର ଝିଅ ହେବା ପରେ ସାନ୍ୟାଙ୍କ ପାଖରେ ବର୍ତ୍ତମାନ ଦୁଇଟି ଅଲଗା ଅଲଗା ଅନୁଭବ ଅଛି । ସାନ୍ୟାଙ୍କର ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ବହୁତ ଆୟ କରିଛି ।

ବର୍ତ୍ତମାନ କିଛି ଦିନ ତଳେ ସାନ୍ୟା ରାସ୍ତାରେ ବୁଲୁଥିଲେ ଓ ସେ ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ତାଙ୍କର ପ୍ୟାଣ୍ଟ ପଛରେ ପଟାଖା ଲେଖା ହୋଇଥିଲା ଓ ତାଙ୍କର ଏହି ଫିଲ୍ମ ଗତ ବର୍ଷ ରିଲିଜ ହୋଇଥିଲା । ଯେଉଁଥିରେ ସେ ଜବରଦସ୍ତ ଅଭିନୟ କରିଥିଲେ ।

ଏହା ଛଡା ସେ ଫିଲ୍ମ ‘ବଧାଇ ହୋ’ରୁ ବି ବହୁତ ପ୍ରଶଂସା ପାଇଥିଲେ । ବର୍ତ୍ତମାନ ଏହି ସବୁ ପରେ ତାଙ୍କର ରୁତବା ବଦଳି ଯାଇଛି ଓ ସାନ୍ୟା ଫିଲ୍ମରେ କିଛି ଅଲଗା କରିବାକୁ ଚାହୁଁଛନ୍ତି । କହିବାକୁ ଗଲେ ସାନ୍ୟା ବର୍ତ୍ତମାନ କିଛି ଅନ୍ୟ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଆପଣ ଜଲ୍ଦି ହିଁ ସାନ୍ୟାଙ୍କର ଆସନ୍ତା ଫିଲ୍ମ ବିଷୟରେ ଜାଣିଯିବେ ।

୨୬ ବର୍ଷର ଏହି ଅଭିନେତ୍ରୀ ଅଟନ୍ତି ପଟାଖା

୨୫ ଜାନୁୟାରୀ, ୧୯୯୨ରେ ଦିଲ୍ଲୀରେ ଜନ୍ମି ଥିବା ସାନ୍ୟା ବିଲକୁଲ ଦିଲ୍ଲୀ ବାଲି ଝିଅ ଅଟନ୍ତି । ଅଳ୍ପ ଚୂଳବୁଲି ଓ ଅଳ୍ପ ଦୁଷ୍ଟାମି, ତାଙ୍କର ଅନ୍ଦାଜ ସବୁଠୁ ଅଲଗା ଅଟେ । ସାନ୍ୟା ନିଜର ଶିକ୍ଷା ଦିଲ୍ଲୀ ଯୂନିବର୍ସିଟି ରେ ଗର୍ଗୀ କଲେଜ ରୁ କରିଛନ୍ତି । ସାନ୍ୟା Contemporary ballet ଡାନ୍ସରେ ବି ମାହିର ଅଟନ୍ତି ଓ ଏଥିପାଇଁ ସେ ବହୁତ ପୁରସ୍କାର ବି ପାଇଛନ୍ତି । ସାନ୍ୟା ରିଆଲିଟି ଶୋ ଡାନ୍ସ ଇଣ୍ଡିଆ ଡାନ୍ସ ରେ ପାର୍ଟିସିପେଟ ବି କରିସାରିଛନ୍ତି ।

କିନ୍ତୁ ଫାଇନାଲ ରେ ସିଲେକ୍ଟ ହୋଇ ପାରିଲେ ନାହିଁ । ସାନ୍ୟା ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ କି ସେ ଆମରି ଖାନଙ୍କର ବହୁତ ବଡ ଫ୍ୟାନ ଅଟନ୍ତି ଓ ସେ ତାଙ୍କର ସମସ୍ତ ଫିଲ୍ମ ଦେଖିଛନ୍ତି । ସାନ୍ୟା ନିଜକୁ ବହୁତ ଅଧିକ ଭାଗ୍ୟଶାଳୀ ମାନନ୍ତି କାରଣ ତାଙ୍କୁ ପ୍ରଥମ ଫିଲ୍ମରେ ତାଙ୍କର ଫେବରେଟ ଆକ୍ଟର ଆମିର ଖାନଙ୍କ ସହ ତାଙ୍କୁ କାମ କରିବାକୁ ସୁଯୋଗ ମିଳିଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।