ସାମ୍ନାକୁ ଆସିଲା ସାରାଙ୍କ ସ୍କୁଲ ଗ୍ରେଜୁଏଶନର ଭିଡିଓ, ସୈଫ ଓ ଅମୃତା ସାଙ୍ଗହେଇ କରୁଥିବାର ଦେଖାଗଲେ ଏହି କାମ

କୁହାଯାଏ କି ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । କିନ୍ତୁ ସବୁବେଳେ ଏହିଭଳି ହେବ ଏହା ଜରୁରୀ ନୁହେଁ । ଏମିତିରେ ପରେ ଦୁଇ ଜଣ ଅଲଗା ବି ହୋଇ ଯାଆନ୍ତି । କିଛି ଏମିତି ହିଁ ସୈଫ ଅଲୀ ଖାନ ଓ ଅମୃତା ସିଂହଙ୍କ ସହିତ ବି ହୋଇଛି । ପ୍ରଥମେ ତ ଦୁଇ ଜଣ ବିବାହ କରିନେଲେ । ଏହି ବାହାଘରରେ ଦୁଇ ଜଣଙ୍କର ଗୋଟିଏ ଝିଅ ସାରା ଓ ଗୋଟିଏ ପୁଅ ଇବ୍ରାହୀମ ହେଲା । କିନ୍ତୁ କିଛି ବର୍ଷ ପରେ ଦୁଇ ଜଣ ଡିଭୋର୍ସ ନେଇଗଲେ ।

ଏହା ପରେ ସୈଫଙ୍କ ଜୀବନରେ କରିନା କପୁର ଆସିଲେ । କିନ୍ତୁ ସୈଫ ଓ ଅମୃତା ସବୁବେଳେ ନିଜ ମଧ୍ୟରେ ଥିବା ମତଭେଦକୁ ଭୁଲି ନିଜ ପିଲାମାନଙ୍କର ଦେଖାଶୁଣା କରନ୍ତି । ତାଙ୍କୁ ମାତା ପିତା ଦୁଇ ଜଣଙ୍କର ଭଲ ପାଇବା ଦିଅନ୍ତି ।

ଏହି କଥାର ପ୍ରମାଣ ଏକ ପୁରୁଣା ଭିଡିଓରେ ଆପଣ ଦେଖି ପାରିବେ । ଏହି ଭିଡିଓ ସାରାଙ୍କର ଗ୍ରେଜୁଏଶନ ସେରିମନୀର ଅଟେ । ଆପଣଙ୍କୁ କହିଦେଉଛୁ କି ସାରା ନିଜର ସ୍କୁଲର ଶିକ୍ଷା ମୁମ୍ବାଇର ଧୀରୁଭାଈ ଅଂବାନୀ ଇଂଟରନେଶନଲ ସ୍କୂଲରୁ ପୁରା କରିଛନ୍ତି । କିଛି ବର୍ଷ ପୂର୍ବେ ସାରା ଏହି ସ୍କୁଲରୁ 12th ପାସ କରିଥିଲେ । ସେହି ସମୟର ଏକ ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ।

https://www.youtube.com/watch?v=XraE3rDYbmA

ଏହି ଭିଡିଓରେ ସାରା ଷ୍ଟେଜ କୁ ଆସି ନିଜର ଗ୍ରେଜୁଏଶନର ଡିଗ୍ରୀ ନେଉଛନ୍ତି । ଏହି ଡିଗ୍ରୀ ତାଙ୍କୁ ନିତା ଆମ୍ବାନୀ ଦେଉଛନ୍ତି । ସାରା ଡିଗ୍ରୀ ନେବା ପରେ ଅଡିୟନ୍ସଙ୍କ ମଧ୍ୟରେ ବସିଥିବା ସୈଫ ଓ ଅମୃତାଙ୍କୁ ହାଇ ବୋଲି ବି କହୁଛନ୍ତି । ସୈଫ ଅମୃତା ବି ନିଜ ଝିଅର ଏହି ଉପଲବ୍ଧି ଉପରେ ତାଳି ମାରୁଛନ୍ତି ଓ ଖୁସି ନଜର ଆସୁଛନ୍ତି । କହିବାକୁ ଗଲେ ଏହି ଦୃଶ୍ୟ ବହୁତ ଭାବୁକ ଅଟେ ।

କହିଦେଉଛୁ କି ସାରା ବର୍ତ୍ତମାନ ବଲୀଉଡର ଏକ ପପୁଲାର ଅଭିନେତ୍ରୀ ହୋଇ ଯାଇଛନ୍ତି । ସେ ନିଜର ୨ ଟି ଫିଲ୍ମରେ ହିଁ ଦର୍ଶକମାନଙ୍କ ହୃଦୟରେ ଜାଗା କରି ନେଇଛନ୍ତି । ସାରାଙ୍କୁ ଲୋକମାନେ ସୁନ୍ଦର ଓ ବୁଦ୍ଧିମାନ ବୋଲି କୁହନ୍ତି । ସରା ନିଜର ଭଲ ବ୍ୟବହାର ପାଇଁ ବି ଜଣା ଯାଆନ୍ତି । ସେ ଜୀବନରେ ସବୁବେଳେ ପଜିଟିବ ରୁହନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।