ବିବାହ ପୂର୍ବରୁ ଏକା ସହିତ ଶୋଇଲେ ବର – କନ୍ୟା, କାରଣ ଜାଣିଲେ ଆପଣ ବି ଏହି ଯୋଡିଙ୍କ କରିବେ ପ୍ରଶଂସା

ଆଜି ଆମେ ଆପଣଙ୍କୁ ଏକ ନିର୍ମଳ ହୃଦୟର ସମାଜ ପ୍ରତି ଜାଗୃତ ବର ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜର ବାହାଘର ଦିନ ଏମିତି ଏକ କାମ କରିଦେଲା ଯାହାକୁ ଦେଖି ଆପଣ ସମସ୍ତଙ୍କର ବି ଛାତି ଗର୍ବରେ ଫୁଲିଯିବ । ବର୍ତ୍ତମାନ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏକ ବିବାହରେ ବର ବିବାହ ସମୟରେ ସମାଜ ପାଇଁ କିଛି ଅଲଗା କରି ଦେଖାଇଲା । ସେଥିପାଇଁ ସେ ନିଜର ୭ ଫେରା ନେବା ପୂର୍ବରୁ କନ୍ୟା ସହିତ ମିଶି ଏମିତି ଏକ କାମ କରିଲା ଯାହାକୁ ଦେଖି ସେଠି ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।

ବର ନିଜର ବିବାହ ଦିନ ରଖିଲା ରକ୍ତଦାନର କାର୍ଯ୍ୟକ୍ରମ

କହିବାକୁ ଗଲେ ବର ଓ କନ୍ୟା ବିବାହର ସମସ୍ତ ନିୟମକୁ ପାଳନ କରିସାରିବା ପରେ ଯେମିତି ହିଁ ୭ ଫେରା ନେବା ପାଇଁ ଯାଉଥିଲା ଠିକ ସେହି ସମୟରେ ସେଠି ଏକ ଡାକ୍ତରଙ୍କ ଟିମ ଆସି ପହଞ୍ଚିଗଲା । ସମସ୍ତେ ଡାକ୍ତରମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ବର ସମସ୍ତଙ୍କୁ ଶାନ୍ତ କରାଇ କହିଲା କି ସେ ଥ୍ୟାଲିସୀମିୟା ରୋଗରେ ପୀଡିତ ପିଲାମାନଙ୍କ ପାଇଁ ବ୍ଲଡ ଡୋନେଟ କରିବାକୁ ଚାହୁଁଥିଲା ।

ଆଉ ମଧ୍ୟ କହିଲା କି ଯେ କୌଣସି ବ୍ୟକ୍ତି ନିଜର ଇଚ୍ଛା ଅନୁସାରେ ଏହି ବ୍ଲଡ ଡୋନେଶନରେ ମୋତେ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେମାନେ ଆଗକୁ ଆସି ବ୍ଲଡ ଦିଅନ୍ତୁ ।

ଏହା ପରେ ବର ର କଥା ମାନି କିଛି ବରଯାତ୍ରୀମାନେ କିଛି ୟୁନିଟ ରକ୍ତ ଦାନ କରିଲେ । ଏହା ପରେ ବର ଓ କନ୍ୟା ଏକା ସହିତ ମିଶି ନିଜର ରକ୍ତ ଦାନ କରିଲେ । ଏହି ରକ୍ତ ଥ୍ୟାଲିସୀମିୟାରେ ପୀଡିତ ପିଲାମାନଙ୍କର ଚିକିଶ୍ଚା ପାଇଁ ବ୍ୟବହାର କରାଯିବ । ବର ର ଏହିଭଳି କାମ ଦେଖି ସେଠି ଥିବା ସବୁ ଲୋକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ ।

କିନ୍ତୁ ଯେତେବେଳେ ବର ସମସ୍ତଙ୍କୁ ନିଜର ଇଚ୍ଛା ବିଷୟରେ ବିସ୍ତାର ରୂପରେ ବୁଝାଇଲା ତେବେ ସମସ୍ତଙ୍କ ଚେହେରାରେ ହସ ଚାଲି ଆସିଲା । ଏହା ପରେ ଦେଖୁ ଦେଖୁ ପୁରା ଉଜ୍ଜୈନ ଓ ମଧ୍ୟ ପ୍ରଦେଶରେ ବରର ଏହି ଭଲ କାମ ଓ ଅଦ୍ଭୁତ ବିବାହର ଖବର ବ୍ୟାପିଗଲା । ସମସ୍ତେ ବରର ଏହି ଭଲ କାମକୁ ପ୍ରଶଂସା କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।