ପ୍ରାଇଭେଟ ଫଟୋ ଲିକ ହେବା ପରେ ବହୁତ ଭାଙ୍ଗି ପଡିଥିଲେ ଏହି 5 ଜଣ Actress, ଲିଷ୍ଟ ରେ ଦୁଇ ଭଉଣୀ ଙ୍କ ନାମ ବି ଅଛି ସାମିଲ

ଭାରତରେ ଗୋଟେ ଝିଅର ସମାନ ବହୁତ ମହତ୍ଵ ରଖିଥାଏ । କିଛି ଲୋକ ମାନେ ଅଛନ୍ତି ଯେଉଁମାନେ ଝିଅ ମାନଙ୍କ ପ୍ରତି ଖରାପ ଆ-ଚ-ର-ଣ ରଖିଥାନ୍ତି । ସେହି ଝିଅ କୌ ସାଧାରଣ ହେଉ ବା ଟିଭି ସୋର ଅଭିନେତ୍ରୀ ହେଉ ବ ଫିଲ୍ମ ଦୁନିଆର ଅଭିନେତ୍ରୀ ହେଉ ।

ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ପ୍ରାଇଭେଟ ଫୋଟୋ ଲିକ ହୋଇଛି ଯେଉଁଥିରେ ଏମେମେଷ, ସ୍କେଣ୍ଡଲ ଇତ୍ୟାଦି ସାମିଲ ଅଛି । ଏହି ଫୋଟୋ  ଲିକ ହେବା ପରେ ଏହି ୫ଜଣ ଅଭିନେତ୍ରୀଙ୍କ ମଧ୍ୟରେ “ବାହୁବଲି” ଫିଲ୍ମର ଶିବସେନା ମଧ୍ୟ ସାମିଲ ଅଛନ୍ତି । ବଲିଉଡ ବା ଟେଲିଭିଜନ ଜଗତର କେହି ନା କେହି ଅଭିନେତ୍ରୀ ବିବାଦରେ ଆସିଥାନ୍ତି । ସେହି ଅଭିନେତ୍ରୀଙ୍କର ପ୍ରେମ ହେଉ ବା ବ୍ରେକପ ହେଉ । ଏହି ଅଭିନେତ୍ରୀଙ୍କର ଫୋଟୋ ଲିକ ହେବା ପରେ ଏମାନେ ବହୁତ ଭାଙ୍ଗି ପଡିଥିଲେ ।

“ରାଧିକା ଆପ୍ଟେ” : ସାଉଥ ଓ ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ଜଣେ ବେହତରିନ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ଖବର ଅନୁଯାୟୀ ଫିଲ୍ମ ସୁ-ଟ ହେବା ସମୟରେ ତାଙ୍କର କିଛି ଖ-ରା-ପ ଫୋ-ଟୋ ସୋସିଆଲ ମିଡିଆରେ ଅପ୍ଲୋଡ କରା ଯାଇଥିଲା । ଏହାକୁ ଦେଖି ରାଧିକା ବହୁତ କାନ୍ଦିଥିଲେ ।

“ହଂସିକା ମୋଟବାନୀ” : ଟିଭି ଇଣ୍ଡଷ୍ଟ୍ରିରେ ଶିଶୁ କଳାକାର ଭାବେ ନିଜର କ୍ଯାରିୟର ଆରମ୍ଭ କରିଥିବା ହଂସିକା ବଲିଉଡ ବ୍ଯତୀତ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରି ସାରିଛନ୍ତି । କିଛି ଦିନ ପୂର୍ବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଓ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲେ ମଧ୍ୟ ଏହି ଭିଡିଓ ମିଥ୍ୟା ବୋଲି ହଂସିକା କହିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ହଂସିକା ବହୁତ ଭାଙ୍ଗି ପଡିଥିଲେ ।

“ଅନୁଷ୍କା ସେଠୀ” : ଫିଲ୍ମ “ବାହୁବଲି” ରେ ଦେବସେନା ଭୂମିକାରେ ଅଭିନୟ କରିଥିବା ଅନୁଷ୍କା ସେଠୀଙ୍କୁ ମଧ୍ୟ ନିଜର ଅ-ଶ୍ଳୀ-ଳ ଫୋଟୋ ପାଇଁ ବହୁତ ଅ-ପ-ମା-ନ ହେବାକୁ ପଡିଥିଲା । ଏହି ଭିଡିଓରେ ଅନୁଷ୍କା ବା-ଥ-ରୁ-ମ-ରେ ଥିବା ସମୟରେ ହୋଇଥିଲା । କିନ୍ତୁ ଏହି ଭିଡିଓରେ ଅନୁଷ୍କା ନୁହେଁ ବରଂ ଅନ୍ୟ କେହି ଥିଲେ ବୋଲି ପରେ ଜଣା ପଡିଥିଲା । କିନ୍ତୁ ଏଥିପାଇଁ ଅନୁଷ୍କାଙ୍କୁ ସୋସିଆଲ ମିଡିଆରେ ଅପମାନ ହେବାକୁ ପଡିଥିଲା ।

“ଶୃତି ହାସନ” : ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଶୃତି ହାସନ ମଧ୍ୟ ଏହାର ଶି-କା-ର ହୋଇଥିଲେ । ଫିଲ୍ମ “ୟେବାଦୁ” ସୁ-ଟ ସମୟରେ ଜଣେ ଅଜଣା ବ୍ୟକ୍ତି ଶୃତିଙ୍କର କିଛି ଫୋଟୋ ସୋସିଆଲ ମିଡିଆରେ ଭା-ଇ-ରା-ଲ କରିଥିଲେ । ଏହା ପରେ ଶୃତି ଭାଙ୍ଗି ପଡିଥିଲେ ମଧ୍ୟ ପରେ ପୋ-ଲି-ସରେ ଅ-ଭି-ଯୋ-ଗ କରିଥିଲେ ।

“ଅକ୍ଷରା ହାସନ” : ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅକ୍ଷରାଙ୍କର ୨୦୧୮ରେ ଖ-ରା-ପ ଫୋ-ଟୋ ଲି-କ ହୋଇଥିଲା । ଏହି ଫୋଟୋରେ ଅକ୍ଷରା ନିଜର ପର୍ଶନାଲ ଫୋଟୋ ନେବା ସମୟରେ ଲି-କ ହୋଇଥିବାରୁ ସେ ଭାଙ୍ଗି ପଡିଥିଲେ ମଧ୍ୟ ପରେ ପୋ-ଲି-ସ-ର ସାହାଜ୍ଯ ନେଇ ଏହାକୁ ବନ୍ଦ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ