ରଣବୀରଙ୍କର ସିମ୍ବାରେ ନଜର ଆସିଥିବା ଏହି ସାଧାରଣ ଅଭିନେତ୍ରୀ, ଅସଲ ଜୀବନରେ ବହୁତ ଗ୍ଲାମରସ, ଦେଖନ୍ତୁ

ରୋହିତ ଶେଟ୍ଟୀଙ୍କର ଫିଲ୍ମ ‘ସିମ୍ବା’ ଗତ ବର୍ଷ ବକ୍ସ ଅଫିସରେ ଧମାଲ କରିଥିଲା । ଫିଲ୍ମକୁ ଦର୍ଶକମାନଙ୍କର ଭରପୁର ଭଲପାଇବା ମିଳିଲା । କେବଳ ୫ ଦିନ ଭିତରେ ହିଁ ସିମ୍ବା ୧୦୦ କୋଟି ଟଙ୍କା ପାର କରି ନେଇଥିଲା । ଏହି ଫିଲ୍ମରେ ସାରା ଅଲୀ ଖାନ ଓ ରଣବୀର ସିଂହଙ୍କର କେମେଷ୍ଟ୍ରି ହିଟ ପ୍ରମାଣିତ ହୋଇ ଥିଲା । ଏହି ଫିଲ୍ମରେ ଅନ୍ୟ ଏକ ଅଭିନେତ୍ରୀ ବି ଥିଲେ ।

ଯିଏକି ରଣବୀର ସିଂହଙ୍କର ଭଉଣୀର ଅଭିନୟ କରୁଥିଲେ । ତାଙ୍କର ନାମ ଅଟେ ବୈଦେହି ପରଶୁରାମୀ ।

ସିମ୍ବା ବୈଦେହି ପରଶୁରାମୀଙ୍କର ପ୍ରଥମ ଫିଲ୍ମ ନୁହେଁ । ଏହା ପୂର୍ବରୁ ବି ସେ ମରାଠୀ ଫିଲ୍ମରେ କାମ କରି ସାରିଛନ୍ତି ।

ସେ ଅମିତାଭ ବଚ୍ଚନଙ୍କ ସହିତ ଫିଲ୍ମ ‘ବଜୀର’ ରେ ବି କାମ କରିଥିଲେ । ଯଦି ମରାଠୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ବୃନ୍ଦାବନ, କୋଂକଣସ୍ଥ, ଡକ୍ଟର କାଶୀନାଥ ଘାଣେକର, ଫୁ ଫ୍ରେଂଡଶିପ ଅନଲିମିଟେଡ ଭଳି ଫିଲ୍ମରେ ନିଜର ଅଭିନୟ ଦ୍ଵାରା ଲୋକମାନଙ୍କର ହୃଦୟକୁ ଜିତିଛନ୍ତି । ବୈଦେହିଙ୍କର ଜନ୍ମ ମୁମ୍ବାଇରେ ହୋଇଥିଲା ଓ ସେ ସେହିଠାରେ ବଡ ହୋଇଛନ୍ତି ।

ଇଂଷ୍ଟାଗ୍ରାମରେ ବୈଦେହି ପରଶୁରାମୀଙ୍କୁ ୨ ଲକ୍ଷରୁ ବି ଅଧିକ ଲୋକମାନେ ଫଲୋ କରନ୍ତି । ସିମ୍ବା ପରେ ବର୍ତ୍ତମାନ ତାଙ୍କର ଫ୍ୟାନମାନଙ୍କର ସଂଖ୍ୟା ଆହୁରି ବି ବଢି ଯାଇଛି । କାରଣ ଫିଲ୍ମରେ ସେ ଯେତେ ସାଧାରଣ ଲାଗୁଥିଲେ ସେତିକି ସେ ଅସଲ ଜୀବନରେ ନୁହନ୍ତି । ତାଙ୍କର ସୁନ୍ଦରତାକୁ ଆପଣ ଫଟୋରେ ଦେଖି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।