ଯାହାକୁ ଆଜି ପର୍ଯ୍ୟନ୍ତ ଆମେ ଭାବୁଥିଲେ ଗୋଟେ ଛୋଟ ମୋଟ ଏକ୍ଟ୍ରେସ, ସେ କିନ୍ତୁ ସୁପର ଷ୍ଟାର ସାହିଦ କପୁରଙ୍କ ଭଉଣୀ

ମସୁର ଅଭିନେତା ପଙ୍କଜ କପୂରଙ୍କ ପୁଅ ହେଉଛନ୍ତି ସାହିଦ କପୂର । ସାହିଦ କପୂରଙ୍କୁ 3 ବର୍ଷ ହେଇଥିଲା ବେଳେ ତାଙ୍କ ପିତାମାତା ଅଲଗା ହୋଇଯାଇଥିଲେ । ପିତାମାତାଙ୍କ ଡିଭୋର୍ସ ପରେ ସାହିଦ ନିଜ ମା ଏବଂ ନାନା ଙ୍କ ସହ ନୂଆ ଦିଲ୍ଲୀରେ ରହିଲେ । ଏକ ଇଣ୍ଟରଭ୍ୟୁରେ ତାଙ୍କ କହିବା ଅନୁସାରେ, ତାଙ୍କ ପିତା ବହୁତ କମ ଥର ତାଙ୍କୁ ଦେଖା କରିବାକୁ ଆସନ୍ତି, ସେ କେବଳ ସାହିଦ ଙ୍କ ଜନ୍ମ ଦିନରେ ଦେଖା କରିବାକୁ ଆସନ୍ତି ।

ସାହିଦ କପୂରଙ୍କ କହିବା ଅନୁସାରେ ସେ ତାଙ୍କ ପିତା ଏବଂ ତାଙ୍କ ସୌତେଲା ଭାଇ ଇସାନଙ୍କ ବହୁତ ଘନିଷ୍ଠ । କିନ୍ତୁ ସାହିଦଙ୍କ ଭଉଣୀ ଥିବାର କଥା ବହୁ କମ ଲୋକ ଜାଣନ୍ତି । ସାହିଦ କାପୁରଂକ ଜଣେ ଭଉଣୀ ବି ଅଛି ଯାହାଙ୍କ ନାଁ ସନା କପୁର ଅଟେ ।

ସାହିଦ କପୁର୍ ନିଜ ଦମରେ ବଲିଉଡରେ ନିଜର ଏକ ଜାଗା ବନେଇଛନ୍ତି । ଦେଶର ମସୁହୁର ଷ୍ଟାରସ ମାନଙ୍କ ମଧ୍ୟରୁ ନିଜେ ଜଣେ ହବା ସାହିଦ କପୁରଙ୍କ ପାଇଁ ବିଲକୁଲ ଭି ସହଜ ନଥିଲା । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବଯେ ଫିଲ୍ମ ପାଇଁ ସାହିଦ କେବେବି ନିଜ ପିତା ପଙ୍କଜ କାପୁରଂକ ନାମ ବ୍ୟବହାର କରି ନାହାନ୍ତି । ଏକ ଇଣ୍ଟରଭ୍ୟୁରେ ସାହିଦ କହିଥିଲେ ଯେ ସେ ଜଣେ ସାଧାରଣ ଷ୍ଟ୍ରଗ୍ଲର ଭଳିଆ ଅଡିସନ୍ ଦବାକୁ ଯାଉଥିଲେ । ସେ କେବେବି କହୁନଥିଲେ ଯେ ସେ ମସୁହୂର୍ ଅଭିନେତା ପଙ୍କଜ କାପୁରଂକ ପୁଅ ।

ଆଜି କଠିନ ପରିଶ୍ରମ ଓ ସଂଘର୍ଷ ଦ୍ଵାରା ବଲିଉଡ୍ ରେ ବହୁ ଖାସ୍ ମୁକାମ୍ ହାସିଲ କରିଛ ନ୍ତିି । ଫିଲ୍ମ ବ୍ୟଗ୍ରାଉଣ୍ଡ ଥିବା ସତ୍ୱେ ସାହିଦ କପୁର ଏକ ବଡ଼ ଲମ୍ବା ଷ୍ଟ୍ରଗ୍ଲାର ପରେ ଏହି ସ୍ଥାନରେ ପାଂହଚି ପାରିଛନ୍ତି । ୨୫ ଫେବୃଆରୀ ୧୯୮୧ କୁ ଦିଲ୍ଲୀ ରେ ଜନ୍ମିତ ସାହିଦ କପୁର ନିଜ ଅଭିନୟ ର ଆରମ୍ଭ ପ୍ରଥମେ ଆଡ୍ ଏବଂ ମ୍ୟୁଜିକ୍ ଭିଡ଼ିଓ ରୁ ଆରମ୍ଭ କରିଥିଲେ । ସାହିଦ କପୁର ଙ୍କୁ ବଡ଼ ପରଦା ରେ ପ୍ରଥମ ଥର ବଲିଉଡ ର ସୁପରହିଟ ଫିଲ୍ମ ତାଲ୍ ରେ ବ୍ୟକଗ୍ରାଉଣ୍ଡ ଡାଂସର୍ ଭାବରେ ଦେଖା ଯାଇଥିଲା । ଏହା ପରେ ବର୍ଷ ୨୦୦୩ ରେ ସାହିଦ କପୁର ଏକ ଅକ୍ଟର ଭାବରେ ଫିଲ୍ମ ଇସ୍କ ବିଷ୍କ ଜରିଆରେ ବଲିଉଡ ରେ ଏଣ୍ଟ୍ରି କଲେ ।

ସାହିଦ କାପୁରଂକ ଭଉଣୀ ସନା କପୁର :-

ଆଜି ବଲିଉଡ୍ ର ଏହି ସିତରା କୁ ନା କେବଳ ଦେଶରେ ବର୍ଂ ପୁରା ଏସିଆର ସବଠୁ ସ୍ମାର୍ଟ୍ ଓ ସବୁଠୁ ସେକ୍ସିଅଷ୍ଟ୍ ମେନ ଭାବରେ ଜଣା । କିନ୍ତୁ ଆଜି ଆମେ ତାଙ୍କ (ସାହିଦ ) ଭଉଣୀ ସନା କପୁର ଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଙ୍କ ବିଷୟରେ ବହୁତ୍ କମ ଲୋକ ଜାଣନ୍ତି । ଆପଣ ଙ୍କୁ କହି ରଖୁଛୁ କି ସାହିଦ ଙ୍କ ଭଉଣୀ ନାଁ ହେଉଛି ସନା କପୁର, ସେ ପଙ୍କଜ କାପୁରଂକ ଦ୍ଵିତୀୟ ପତ୍ନୀ ସୁପ୍ରିୟା ପାଠକ ଙ୍କ ଝିଅ ଅଟେ ।

ସାହିଦ କାପୁରଂକ ଭଉଣୀ ସନା କପୁର ଜଣେ ପର୍ଫର୍ମିଂ ଅର୍ଟିଷ୍ଟ୍ କୁ ବିବାହ କରିଛନ୍ତି । ସନା କପୁର ମୟଙ୍କ ପହୱାଙ୍କୁ ବିବାହ କରିଛନ୍ତି, ଯିଏ (ମୟଙ୍କ ପହୱା) ଅାକ୍ଟର ମନୋଜ ପାହୱା ଏବଂ ସୀମା ପାହାୱା ଙ୍କ ପୁଅ । ଆପଣକୁ କହିରଖୁଛୁ, ସାହିଦ କପୁର ଙ୍କ ଭଉଣୀ ସନା କପୁର ସୋସିଆଲ ମିଡିଆରେ ନିଜର ବୋଲ୍ଡ ପିକ୍ଚର୍ ସେୟାର କରିଥାନ୍ତି । ସନା କପୁର ଙ୍କୁ ତାଙ୍କ ଭାଇ ସାହିଦ କାପୁରଂକ ସହ ସାନ୍ଦାର ଫିଲ୍ମ ରେ ଏକାଠି ଦେଖା ଯାଇଥିଲା ।

ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍ କମାଲ କରି ପାରିନଥିଲା, କିନ୍ତୁ ଏହା ଦ୍ବାରା ସନା ବଲିଉଡ୍ ରେ ଜଣା ଯାଇଥିଲେ । ସାହିଦ କାପୁରଂକ ଅନ୍ୟ ଏକ ଫିଲ୍ମ ପଦ୍ମାବତୀ ବହୁତ୍ ସଫଳ ରହିଲା ଏବଂ କମାଇ ସବୁ ରେକର୍ଡ କାଟୁଛି । ପଦ୍ମାବତୀ ପରେ ଏବେ ସାହିଦ କପୁର “ବତି ଗୁଲ୍ ମିଟର ଚାଲୁ” ଫିଲ୍ମ ସୁଟିଂ ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ କୁ ଟଏଲେଟ୍ ର ଡରେକ୍ଟ ଙ୍କ ଦ୍ଵାରା ବାନା ଯାଉଛି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।