ଏହି ଫଟୋ ରେ ଲୁଚିଥିବା ପଶୁକୁ ଯିଏ ଖୋଜି ବାହାର କରିବ ସିଏ ହେବ “ଜିନିୟସ”, କଣ ଆପଣ ସେହି ପଶୁକୁ ଖୋଜି ବାହାର କରି ପାରିଲେ ?

ମଣିଷ ନିଜ ଜୀବନରେ ଅନେକ ଜିନିଷ ଅନୁଭବ କରିଥାଏ । କିଛି ମଣିଷର ଆଖି ଆଗରେ ରହି ମଧ୍ୟ ମଣିଷ ତାକୁ ଦେଖି ଖୁସି ହୋଇଥାଏ ତ ଆଉ କିଛି ମଣିଷ କାହି ଆଗରେ ନ ଥାଇ ମଧ୍ୟ ମଣିଷ ଖୁସି ହୋଇଥାଏ ।

ପିଲା ଦିନେ ପ୍ରତେକ ବ୍ୟକ୍ତିର କିଛି ନା କିଛି ସ୍ମୃତି ରହିଥାଏ । ସମୟ ଅନୁସାରେ ସେହି ସ୍ମୃତି ସବୁ ଦିନ ପାଇଁ ବ୍ଯକ୍ତିର ମନରେ ଘର କରି ରହିଯାଏ । ଅନେକ ଥର ଏମିତି କିଛି ଜିନିଷ ଅଛି ଯାହାକୁ ଶୁଣିଲେ ସମସ୍ତଙ୍କ ମନ ଖୁସି ହୋଇଯାଏ ଓ ଯାହା ଆମ ହୃଦୟକୁ ଛୁଇଁ ଯାଏ । ଏମିତି କିଛି ଜିନିଷ ଦେଖି ଯାହାକୁ ଦେଖି ଆମ ମାନଙ୍କର ପିଲା ଦିନ କଥା ମାନେ ପଡିଯାଏ । ଆମେ ସମସ୍ତେ ପିଲା ଦିନେ ଅନେକ କାହାଣୀ ଶୁଣିଥାଉ ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପହେଲି ବିଷୟରେ ଖିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଚର୍ଚ୍ଚା ହେବା ସହ ଭାଇରାଲ ହେବାରେ ଲାଗିଛି । ଏହି ଚିତ୍ରରେ ଯେଉଁ ଫୋଟୋ ଦିଆ ଯାଇଛି ତାହା କେଉଁଠାରୁ ଆସିଛି ଏହା ସମ୍ଭଧରେ କିଛି ତଥ୍ୟ ମିଳି ନାହି ।

ଏପରି କୁହା ଯାଉଛି ଯେ ଏହି ଫୋଟୋରେ ଏକ ପଶୁ ରହିଛି । ଏହି ପଜଲକୁ ବହୁତ କମ ଲୋକ ମାନେ ସମାଧାନ କରିବାରେ ସଫଳ ହୋଇଛନ୍ତି । ଯଦି ଆପଣ ମାନେ ନିଜକୁ ବହୁତ ବୁଦ୍ଧିମାନ ଓ ଜିନିୟସ ମନେ କରୁଛନ୍ତି ତେବେ ଏହି ଫୋଟୋରେ ଥିବା ପଶୁକୁ ଖୋଜିକି ବାହାର କରନ୍ତୁ ।

ଆପଣ ମାନେ ମଧ୍ୟ ଦେଖନ୍ତୁ ଏହି ଚିତ୍ରରେ ଥିବା ଅନ୍ତର : ସିଧା ସଳଖ ଭାବେ କହିବାକୁ ଗଲେ ଏହି ଚିତ୍ରରେ ଗୋଟିଏ ବେଙ୍ଗ ରହିଛି । ଯଦି ଆପଣ ବିନା କୌଣସି ସାହାଜ୍ଯରେ ପ୍ରଥମ ଚିତ୍ରରେ ଯଦି ଖୋଜି ଦେଇଥାନ୍ତି ତେବେ ଆପଣ ମାନେ ଜିନିୟସ ଅଟନ୍ତି । କିନ୍ତୁ ଯଦି ଆପଣ ଏପରି କରିବାରେ ଅସଫଳ ହୋଇଛନ୍ତି ତେବେ ନୀରାଶ ହେବାରେ କୌଣସି କଥା ନାହି । କାରଣ କେବଳ ୨ ପ୍ରକାରର ଲୋକ ମାନେ ହିଁ ଏହି ପ୍ରଶ୍ନର ଉତ୍ତର ଦେଇ ପାରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ