ଏକା ସହିତ ଗୋଟିଏ ଝିଅକୁ ହିଁ ଭଲ ପାଇ ବସିଥିଲେ ସାଉଥର ଏହି 3 ଜଣ Super Star, କିନ୍ତୁ ମିଳିଲା ଧୋକା

ସାଉଥ ଫିଲ୍ମ ଦେଖିବା ପାଇଁ ଆମେ ସମସ୍ତେ ଖୁବ ଭଲ ପାଇଥାଉ । ଏହି ସବୁ ଫିଲ୍ମ ରେ ଷ୍ଟୋରି ଯେତିକି ଦମଦାର ହୋଇଥାଏ ସେତିକି ଏହି ଷ୍ଟାର ମାନନକର ଆକ୍ସନ । ଏହା ଛଡା ସାଉଥ ହୀରୋ ଙ୍କ କ୍ରେଜ ବି ବଲିଉଡ ଅଭିନେତାଙ୍କ ଠାରୁ କିଛି କମ ନୁହେଁ । ଏମାନେ ସବୁବେଳେ ନିଜ ପର୍ଶନାଲ ଲାଇଫ ପାଇଁ ହେଉ ବା ପ୍ରଫେସନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆମେ ଜାଣିଛୁ କି ସାଉଥ ଇଣ୍ଡଷ୍ଟ୍ରି ରେ କେବଳ ତିନି ଜଣ ଅଭିନେତା ମାନଙ୍କର ଯାଦୁ ଚାଲିଥାଏ । ସେମାନେ ହେଲେ ଅଲୁ ଅର୍ଜ୍ଜୁନ, ରବି ତେଜା ଓ ପ୍ରଭାସ ।

ଏହି ଷ୍ଟାର ମାନେ ନିଜର ଅଲଗା ଅଲଗା ଅଭିନୟ ଶୈଳୀ ପାଇଁ ଫେମସ ଅଟନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି 3 ଜଣ ଷ୍ଟାର ଗୋଟିଏ ଝିଅଙ୍କୁ ହିଁ ପସନ୍ଦ କରୁଥିଲେ । ତାଙ୍କ ପଛରେ ଏମାନେ ପୁରା ଦିୱାନା ହୋଇ ଯାଇଥିଲେ । ଏମାନେ ସେହି ଅଭିନେତ୍ରୀ ଜଣଙ୍କୁ ବହୁତ ଭଲ ପାଉଥିଲେ । ବହୁତ ଫିଲ୍ମରେ ଏମାନେ ତାଙ୍କ ସହ କାମ ମଧ୍ୟ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଅନୁଷ୍କା ସେଟ୍ଟୀ ।

ରବି ତେଜା

ରବି ତେଜା ମଧ୍ୟ ଅନୁଷ୍କା ସେଠୀଙ୍କୁ ବହୁତ ପସନ୍ଦ କରିଥାନ୍ତି । ସେ ତାଙ୍କ ସୁନ୍ଦରତା ବ୍ୟତୀତ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥାନ୍ତି । ସେ ତାଙ୍କ ସହିତ ପ୍ରଥମ ଫିଲ୍ମରେ କାମ କରିବା ପରେ, ଜାଣିଥିଲେ କି ସେ କେତେ ଖୋଲା ହୃଦୟର ଅଭିନେତ୍ରୀ । ସେ ବହୁତ କଷ୍ଟ ଅଭିନୟକୁ ବହୁତ ସହଜରେ ପରଦାକୁ ଆଣିଥାନ୍ତି । ଏହା ଦେଖି ରବି ତେଜା ତାଙ୍କୁ ବହୁତ ପସନ୍ଦ କରିଥିଲେ ଓ ତାଙ୍କ ସହିତ ସେ ଆହୁରି ଦୁଇଟି ଫିଲ୍ମ ମଧ୍ୟ କରିଥିଲେ ।

ପ୍ରଭାସ:

ପ୍ରଭାସ ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି । ସେ ତାଙ୍କର ଲୋକ ପ୍ରିୟତା ପୂର୍ବରୁ ହାସଲ କରିଥିଲେ ମଧ୍ୟ, ସେ ବହୁବଳୀରେ ଅଧିକ ଲୋକପ୍ରିୟ ହୋଇଥଲେ । ପ୍ରଭାସ ଅନୁଷ୍କାଙ୍କୁ କେତେ ପସନ୍ଦ କରନ୍ତି ଏକଥା ସମସ୍ତେ ବହୁବଳୀ ଫିଲ୍ମରୁ ହିଁ ଜାଣିଥିବେ । ସେ ଅନୁଷ୍କାଙ୍କ ସହିତ କାମ କରିବାପରେ, ସେ ଅନୁଷ୍କାଙ୍କୁ ବହୁତ ଭଲ ପାଇ ବସିଥିଲେ ।

ଅଲୁ ଅର୍ଜ୍ଜୁନ

ସାଉଥରେ ନିଜର ଦମଦାର ଅଭିନୟ କରି ନିଜର ଲୋକପ୍ରିୟତା କମେଇ ଥିବା ଅଭିନେତା ହେଉଛନ୍ତି ଅଲୁ ଅର୍ଜୁନ । ସେ ଅନୁଷ୍କା ସେଠୀଙ୍କୁ ବହୁତ ପସନ୍ଦ କରୁଥିଲେ । ସେ ଯେବେ ଠାରୁ ଅନୁଷ୍କାଙ୍କ ସହିତ ‘ଭେଦମ’ ଫିଲ୍ମରେ କାମ କରୁଥିଲେ, ସେ ଅନୁଷ୍କାଙ୍କୁ ବହୁତ ପସନ୍ଦ କରୁଥିଲେ । ସେ ତାଙ୍କ ସହିତ କାମ କରିବାବେଳେ, ସେ ଜାଣିଥିଲେ କି ସେ ହୃଦୟରେ କେତେ ଭଲ ଅଟନ୍ତି । ସେବେ ଠାରୁ ସେ ତାଙ୍କୁ ବହୁତ ପସନ୍ଦ କରୁଥିଲେ ।

ସେ ତାଙ୍କର ଅଭିନୟ ଓ ସୁନ୍ଦରତାକୁ ବହୁତ ପସନ୍ଦ କରିଥାନ୍ତି । ସେ ସେବେ ଠାରୁ ଆଜି ପର୍ଯ୍ୟନ୍ତ ଅନୁଷ୍କାଙ୍କ ସମ୍ପର୍କରେ ଅଛନ୍ତି । ସେ ତାଙ୍କୁ ହୃଦୟର ସହିତ ଭଲ ପାଆନ୍ତି । ସେ ତାଙ୍କୁ ବିବାହ ମଧ୍ୟ କରିବାକୁ ଚାହୁଁଛନ୍ତି । କିଛି ଦିନ ପୂର୍ବେ ଏହି ଦୁଇ ଜଣଙ୍କ ବିବାହର ଚର୍ଚ୍ଚା ଖୁବ ଜୋର ଧରିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।