ସାବତ ମା କରିନାକୁ ନେଇ ସାରା ଅଲି ଖାନ କହିଲେ – ‘ବେବୋ ମୋର ସାଙ୍ଗ, ହେଲେ ସେ ମୋ ବାପାଙ୍କ…’

ଫିଲ୍ମ କେଦାରନାଥରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ସାରା ଅଲି ଖାନ ବହୁତ କମ ସମୟ ମଧ୍ୟରେ ବଲୀଉଡରେ ନିଜର ଫେମ କରି ସାରି ଛନ୍ତି । ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାକୁ ଲାଗୁଛି । ଏହା ଛଡା ସାରା ଅଲୀ ଖାନଙ୍କର ସମସ୍ତ ଛୋଟ ଛୋଟ କଥାକୁ ବି ଫ୍ୟାନମାନେ ଜଣାଇ ବାକୁ ଇଚ୍ଛା ରଖୁ ଛନ୍ତି । ଯେଉଁ କାରଣରୁ ତାଙ୍କର ଏକ ଇଣ୍ଟରଭିୟୁ ବହୁତ ଜଲ୍ଦି ଭାଇରାଲ ହେଉଛି ।

ବଲୀଉଡର ଅଭିନେତ୍ରୀ ସାରା ଅଲୀ ଖାନ ବହୁତ କମ ସମୟରେ ଦର୍ଶକମାନଙ୍କ ମଧ୍ୟରେ ନିଜର ଏକ ଅଲଗା ପରିଚୟ କରି ସାରିଛନ୍ତି । ଯେଉଁ କାରଣରୁ ସେ ବହୁତ ଜଲ୍ଦି ଫିଲ୍ମ ‘ଲବ ଆଜକଲ ୨’ ଓ ‘କୁଲୀ ନଂବର ୧’ରେ ନଜର ଆସିବେ । ଯାହାର ଶୁଟିଙ୍ଗରେ ସେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ହିଁ ସାରା ଅଲୀ ଖାନ ଏକ ଇଣ୍ଟରଭିୟୁ ଦେଇଛନ୍ତି, ଯେଉଁଥିରେ ସେ ପୁଣି ଥରେ ନିଜର ପରିବାର ଉପରେ ଖୋଲି କରି କହିଛନ୍ତି ।

ବେବୋକୁ ନେଇ ସାରା ଅଲୀ ଖାନଙ୍କର ବଡ ବୟାନ

Image courtesy: Google

ବର୍ତ୍ତମାନ ହିଁ ସାରା ଅଲୀ ଖାନଙ୍କୁ ଏକ ଇଣ୍ଟରଭିୟୁରେ ପଚରାଗଲା କି କଣ ତାଙ୍କର କଥାବାର୍ତ୍ତା ବେବୋ ମାନେ କରିନା କପୁରଙ୍କ ସହ କେମିତି ହୋଇଥାଏ ? ତେବେ ଏହାର ଉତ୍ତର ସେ କହିଲେ କି କରିନ ମୋର ବନ୍ଧୁ ଅଟନ୍ତି । କିନ୍ତୁ ଏହା ଠାରୁ ଅଧିକ ସେ ମୋର ପିତାଙ୍କର ପତ୍ନୀ ଅଟନ୍ତି । ଏହା ସହିତ ସାରା ଅଲୀ ଖାନ କହିଲେ କି କରିନା କପୁରଙ୍କର ମୁଁ ବହୁତ ଇଜ୍ଜତ କରିଥାଏ, କାରଣ ମୁଁ ଦେଖିଥାଏ କି ସେ ମୋର ପିତାଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଯେଉଁ କାରଣରୁ ମୁଁ ବି ବହୁତ ଖୁସିରେ ଅଛି । ଅର୍ଥାତ କରିନା କପୁର ଓ ସାରା ଅଲୀ ଖାନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ।

ବାପା ସୈଫଙ୍କ ବିଷୟରେ କହିଲେ ଏହି କଥା

Image courtesy: Google

ସାରା ଅଲୀ ଖାନ ପ୍ରାୟତଃ ନିଜର ପରିବାର ସହ ଜଡିତ କଥା ଉପରେ ଖୋଲିକରି କଥାବାର୍ତ୍ତ କରିବାର ନଜର ଆସନ୍ତି । ଏହା ମଧ୍ୟରେ ତାଙ୍କୁ ତୈମୂର ଓ ସୈଫଙ୍କର ସମ୍ପର୍କ ବିଷୟରେ ପଚରାଗଲା ତେବେ ସେ କହିଲେ କି ବାପା ତୈମୂରକୁ ନେଇ ବହୁତ ଚିନ୍ତିତ ଥାନ୍ତି । କାରଣ ତାକୁ ଅଳ୍ପ ବୟସରେ ମିଡିୟାର ଅଧିକ ଅଟେଂଶନ ମିଳୁଛି ।

ଏହା ସହିତ ସେ କହିଲେ କି ବାପା ଓ କରିନା କପୁର ତୈମୂରକୁ ଯଦି ବୁଝାଇବେ ତେବେ ସେ ବଡ ହୋଇ ମିଡିୟାରୁ ଦୂରେଇ ରହିବାକୁ ଲାଗିବ, ଯାହା ଦ୍ଵାରା ସେ ଏକ ସାଧାରଣ ଜୀବନ ଜାପନ କରି ପାରିବ । ନ ହେଲେ ମିଡିୟାରେ ସେ ନିଜକୁ ସ୍ପେଶଲ ଭାବିବାକୁ ଲାଗିବ ।

କଣ କାର୍ତିକକୁ ଡେଟ କରୁଛନ୍ତି ସାରା ଅଲୀ ଖାନ ?

Image courtesy: Google

ବର୍ତ୍ତମାନ ଦିନରେ ସାରା ଅଲୀ ଖାନଙ୍କର ନାମ କାର୍ତିକ ଆର୍ୟନ ଯୋଡା ଯାଉଛି । ଏହାର କାରଣ ସେମାନଙ୍କର ଅଫେୟାର ଚର୍ଚା ବି ଅଛି । କିନ୍ତୁ ଏହା ଉପରେ ଦୁଇ ଜଣ ଚୁପ ଅଛନ୍ତି । ଏହା ଉପରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।