ଏହି ୮ଟି କାରଣ ଯୋଗୁ ନିଜ ଦିଅରଙ୍କୁ ପସନ୍ଦ କରିଥାନ୍ତି ଭାଉଜମାନେ, ଦୁଇ ଜଣଙ୍କ ଭିତରେ ଥାଏ ଏହି ଖାସ ସମ୍ପର୍କ

ଦିଅର ଓ ଭାଉଜର ସମ୍ପର୍କ ବହୁତ ଭିନ୍ନ ସମ୍ପର୍କ ହୋଇଥାଏ । ଯେତେବେଳେ କୌଣସି ଝିଅ ନିଜର ଶଶୁରଘରକୁ ଆସିଥାଏ ତେବେ ସ୍ଵାମୀ ପରେ ନିଜର ଦିଅର ସହିତ ହିଁ ସେ ସବୁକଥା ଶେୟାର କରିଥାଏ । ଜଣେ ଦିଅର ଭାଉଜ ପାଇଁ ଏକ ଛୋଟ ଭାଇ ସମାନ ହୋଇଥାଏ । ଯଦି ଦିଅର ମଜାଳିଆ ହୋଇଥିବ ତେବେ ସେ ଭାଉଜ ସହିତ ଥଟ୍ଟା ବି କରିଥାଏ । ଏମିତିରେ ତାକୁ ଶଶୁର ଘରେ ଏକ ବନ୍ଧୁ ଓ ଏକ ଭାଇ ମିଳିଯାଏ । ଏହି ସମସ୍ତ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କହିବୁ କି ଶଶୁରଘରେ ଏକ ଦିଅର ରହିବା କେତେ ଜରୁରୀ ହୋଇଥାଏ ଓ ଏହାର କଣ କଣ ଲାଭ ହୋଇଥାଏ ।

Image courtesy: Google

୧. ଜଣେ ଦିଅର ନିଜର ବଡ ଭାଇର ସମସ୍ତ ରହସ୍ୟ ଜାଣିଥାଏ । ଏମିତିରେ ଯଦି ଆପଣ ସ୍ଵାମୀର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଦିଅରଙ୍କ ଠାରୁ ସବୁ ସୂଚନା ହାସଲ କରି ପାରିବେ ।

୨. ଘରେ ମାତ୍ର ଦିଅର ହିଁ ଏକମାତ୍ର ସଦସ୍ୟ ହୋଇଥାଏ ଯାହା ସହିତ ଆପଣ ଥଟ୍ଟା କରି ପାରିବେ ।

Image courtesy: Google

୩. ଏକ ଦିଅର ପାଇଁ ତାହାର ଭାଉଜ ବନ୍ଧୁ ହେବା ସହିତ ମା’ ସମାନ ବି ହୋଇଥାଏ । ଦୁଇ ଜଣ ପରସ୍ପରକୁ ନିଜ ପର୍ସନାଲ ଜୀବନରେ ଚାଲୁଥିବା ସମସ୍ୟା ବିଷୟରେ ବି କଥା ହୋଇ ପାରିବେ । ଭାଉଜ ମା’ କିମ୍ବା ବଡ ଭଉଣୀ ଭଳି ତାକୁ ସଠିକ ରାସ୍ତା ଦେଖାଇ ପାରିବ ।

୪. ଶଶୁରଘରେ ଆପଣଙ୍କର କାମ ଓ ଉପଲବ୍ଧିର ପ୍ରଶଂସାରେ ଦିଅର ସବୁବେଳେ ଆଗରେ ଥାଏ ।

Image courtesy: Google

୫. ଯଦି ଆପଣଙ୍କୁ ଶଶୁର ଘରେ କୌଣସି ଅସୁବିଧା ହୋଇଥାଏ ତେବେ ଆପଣ ଦିଅରଙ୍କୁ ବିନା କୌଣସି ଅସୁବିଧାରେ ବି କହି ପାରିବେ ।

୬. ଯେତେବେଳେ ସ୍ଵାମୀ ଘରେ ନ ଥିବ ତେବେ ଆପଣଙ୍କୁ କେଉଁଠି ବାହାରକୁ ଯିବାକୁ ପଡିବ ତେବେ ଦିଅର ଆପଣଙ୍କୁ ନେଇ ଯାଇ ପାରିବ ।

Image courtesy: Google

୭. ଶଶୁର ଘରେ ନୂଆ ବୋହୁର ସବୁବେଳେ କିଛି ନା କିଛି ଅସୁବିଧା ହୋଇଥାଏ ଓ ସେ ଜଲ୍ଦି ହିଁ ବୋର ବି ହୋଇ ଯାଆନ୍ତି । ଏମିତିରେ ଦିଅର ସେମାନଙ୍କର ଟାଇମ ପାସ କରିଥାନ୍ତି ।

Image courtesy: Google

୮. ଦିଅରର ସାଥିରେ ଥିଲେ ଆପଣ ଘରେ ଯେ କୌଣସି ବି ଫଙ୍କସନ କିମ୍ବା ସରପ୍ରାଇଜ ପାର୍ଟୀ ବି କରି ପାରିବେ । ଘରେ ଯଦି କୌଣସି କାର୍ଯ୍ୟକ୍ରମ ହୋଇଥାଏ ତେବେ ଦିଅର ତାହାର ପ୍ରସ୍ତୁତିରେ ଆପଣଙ୍କୁ ପୁରା ସାହାର୍ଯ୍ୟ କରିଥାଏ । ଏହା ସହିତ ଆପଣ ଯଦି କିଛି ଭୁଲ କରିଥାନ୍ତି ତେବ ଦିଅର ଆପଣଙ୍କୁ ବଞ୍ଚାଇବାର ଚେଷ୍ଟା ବି କରିଥାଏ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।