ଅଧ ରାତିରେ ଫୁଙ୍ଗୁଳା ଦେହ ଦେଖାଇ ଫଟୋ ପୋଷ୍ଟ କଲେ Anubhav, ଏମିତି ରିଆକ୍ସନ ଦେଲେ ଅଭିନେତ୍ରୀ Prakruti Mishra

ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ନିଜ ଫିଲ୍ମ କ୍ଯାରିଅର ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଖାସ କରି ଯୁବପିଢିଙ୍କ ମଧ୍ୟରେ ସେ ଖୁବ ପ୍ରିୟ । ସ୍ନେହରେ ତାଙ୍କୁ ସମସ୍ତେ ଭାଇଜାନ ବୋଲି ମଧ୍ୟ ଡାକନ୍ତି । ଅନୁଭବ ମହାନ୍ତି ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ପ୍ରାୟତଃ ଆକ୍ଟିଭ ରୁହନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ସେ ବିଭିନ୍ନ ସମୟରେ ବିଭିନ୍ନ ବିଷୟକୁ ନେଇ ଜନତାଙ୍କୁ ସଚେତନ କରାନ୍ତି । ଏହାସହ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାନ୍ତି ଓ ଶ୍ରଦ୍ଧାବାର୍ଷିକୀ ଆଦିରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରନ୍ତି ।

ଆଉ ବେଳେ ବେଳେ ନିଜ ଫ୍ୟାନ ମାନଙ୍କୁ ମନ କଥା ମଧ୍ୟ କହିବାକୁ ପଛାନ୍ତି ନାହିଁ । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଅନୁଭବଙ୍କ ଏଭଳି ଏକ ପୋ-ଷ୍ଟ-କୁ ନେଇ ସବୁ ମହଲରେ ଖୁବ ଚର୍ଚ୍ଚା ଚାଲିଛି । ସାଂସଦର ମୌସୁମୀ ଅଧିବେଶନ ଏବେ ଶେଷ ହୋଇଛି । ଆଉ ଏହା ପରେ ବିଜେଡି ସାଂସଦ ଅନୁଭବ ମହାନ୍ତି ସାମାନ୍ୟ ରିଲାକ୍ସ ହୋଇଥିବା ଜଣାପଡୁଛି । ଯାହା ତାଙ୍କର ଏହି ପୋ-ଷ୍ଟ-ରୁ ସ୍ପଷ୍ଟ ଭାବେ ବାରି ହେଉଛି । ଅନୁଭବ ଫୁଙ୍ଗୁଳା ଦେହରେ ଏକ ଫଟୋ ଉଠାଇ ସୋ-ସି-ଆ-ଲ ମି-ଡି-ଆ-ରେ ପୋ-ଷ୍ଟ କରିଛନ୍ତି । ସେଥିରେ ତାଙ୍କ ଶରୀରର କେବଳ ଉପରିଭାଗ ଦେଖା ଯାଉଛି ।

ଫଟୋରେ ଅନୁଭବ କ୍ୟାପସନ ଲେଖିଛନ୍ତି କି, ” ଆପଣ ସ୍ଵପ୍ନ ଏବଂ ବାସ୍ତବିକତା ମଧ୍ୟରେ ଥିବା ବ୍ଯବଧାନକୁ ନେଇ ଭୟଭୀତକି ? ରିଲାକ୍ସ ! ଯଦି ସ୍ଵପ୍ନ ଦେଖି ପାରୁଛନ୍ତି, ତେବେ ତାକୁ ପୁରା ମଧ୍ୟ କରିପାରିବେ । ଜୀବନ ଆଉ କିଛି ନୁହେଁ ବରଂ କଠିନ ଆହ୍ଵାନକୁ ସାମନା କରିବା ଅଟେ । ଭୟଭୀତ ନ ହୋଇ ଆତ୍ମବିଶ୍ଵାସର ସହ ତାକୁ ସାମନା କରନ୍ତୁ । କାରଣ ଭାଗ୍ୟ କେବଳ ବାହାଦୁରର ସାଥ୍ ଦିଏ ।” ଅଭିନେତା ତଥା ସାଂସଦଙ୍କ ଏହି ପୋ-ଷ୍ଟ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଅନେକ ତାଙ୍କର ଏହି ଅବତାରକୁ ପ୍ରଶଂସା କରୁଥିବା ବେଳେ ଅନେକ ଲୋକ କଟାକ୍ଷ ମଧ୍ୟ କରିଛନ୍ତି । ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅନୁଭବ ଫଟୋରେ cute cute ବୋଲି ଲେଖିବା ସହ ପ୍ରେମଭରା ଇମୋଜି ମଧ୍ୟ ଲଗାଇଛନ୍ତି । ତେବେ ଅନୁଭବଙ୍କ ଏହି ରାତି ଅଧିଆ ପୋ-ଷ୍ଟ-କୁ ନେଇ ଜଣେ ୟୁଜର କହିଛନ୍ତି। “କଣ ଏହି ଦିନ ଦେଖିବାକୁ ଆମେ ଭୋଟ ଦେଇଥିଲୁ ?” ଅନୁଭବଙ୍କ ଏହି ଫଟୋ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।