TV ର ଏହି 6 ଜଣ ଫେମସ Child Actress ଏବେ ହେଇ ଯାଇଛନ୍ତି ବଡ, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ

ଚଳଚିତ୍ର ହେଉ ବା ସିରିଏଲ ହେଉ ପିଲାଙ୍କର କଳାତ ସବୁଥିରେ ଦେଖିବାକୁ ମିଳେ । ଏହା ଛଡା ଛୋଟ ପିଲାଙ୍କର ଅଭିନୟ ଓ ସୁନ୍ଦର ଭାବେ କହୁଥିବା କଥା ଲୋକଙ୍କୁ ବହୁତ ଖୁସି ଲାଗେ । ସେମାନେ କେବେ ବଡ ହୋଇଯାନ୍ତି କେହି ଜାଣିପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏମିତି ଝିଅଙ୍କ ନା କହିବୁ ଯାହାକି ସେମାନେ ବହୁତ ବଡ ହେବା ସହିତ ଖୁବ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ତାଙ୍କୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜନ୍ନତ ଜୁବୈର ରହମାନୀ

ତାଙ୍କର କଳା ଓ ମାସୁମ ଏବଂ ସାଧା ସିଧା ଅଭିନୟ ଦ୍ଵାର ସେ ସମସ୍ତଙ୍କର ମନ ମୋହିଥିଲେ ।  ସେ ‘ ତୁ ଆସିକି ’ ରେ ମୁଖ୍ୟ ଅଭିନେତ୍ରୀ ରୂପରେ ଅଭିନୟ କରିଥିଲେ । ମହାରଣା ପ୍ରତାପ ଓ ଭାରତର ବୀର ପୁତ୍ର ରେ ସେ ଅଭିନୟ କରିଛନ୍ତି । ସେ ଯେମିତି ଦେଖିବାକୁ ଓ ସେତିକି ଷ୍ଟାଇଲିସ ମଧ୍ୟ ଅଟନ୍ତି । ସେ ସବୁବେଳେ ଷ୍ଟାଇଲିସ ଫୋଟୋ ସୋସିଆଲ ମିଡିଆରେ ଛାଡନ୍ତି ।

ଅବିକା ଗୌର

ସେ ତାଙ୍କ ପ୍ରଥମ ଅଭିନୟ କରିଥିଲେ ଏକ ସିରିଏଲରୁ । ତାଙ୍କ ପ୍ରଥମ ସିରିଏଲ ନାମ ହେଉଛି ‘ଶଶୁରାଳ ସୀମର’ ରେ ଅଭିନୟ କରିଥିଲେ । ଏହା ଛଡା ସେ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।  ବାଳିକା ବଧୂ ଏକ ଭଲ ସିରିଏଲରେ ମଧ୍ୟ ଅଭିନୟ କରିଥିଲେ ଯାହାକି ବହୁତ ଲୋକ ପ୍ରିୟା ହୋଇଥିଲା ।  ସେ ଏବେ ତେଲଗୁ ଚଳଚିତ୍ର ଜଗତରେ ନାମୀ ଦାମୀ କଳାକାର ଅଟନ୍ତି ।

ଉଲ୍କା ଗୁପ୍ତା

ତାଙ୍କର ପ୍ରଥମ କ୍ୟାରିୟର ଆରମ୍ଭ ହୋଇଥିଲା ‘ଝାନ୍ସିକି ରାଣୀ’ ରୁ ସେ ସେଥିରେ ମୂଳ ରୂପ ରେ ଆଭିନୟ କରିଥିଲେ । ଏହି ସିରିଏଲ ରେ ସେ ମନୁ ନାମକ ଛଦ୍ମ ବେସରେ ଅଭିନୟ କରୁଥିଲେ । କିନ୍ତୁ ସେ ଏବେ ବହୁତ ବଡ ହୋଇଗଲେଣି । ସେ ଇନ୍ସ୍ଟାଗ୍ରାମ ରେ ସେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ସଦାବେଳେ ସୋସିଆଲ ମିଡିଆରେ ତାଙ୍କ ଫୋଟୋ ଛାଡିଥାନ୍ତି ।

ଅନୁଷ୍କା ସେନ

ସେ ପ୍ରଥମେ ଏକ ଟିଭି ସିରିଏଲ କରିବା ଛଡା କେତେ ଗୁଡିଏ ଆଡ୍ଭାଟାଇଜ ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ମଧ୍ୟ ଫୋଟୋ ଉଠାଇ ଛାଡିଛନ୍ତି ।

ଅଶ୍ନୂର କୌର

ସେ ଝାନ୍ସି କି ରାନୀରେ ପ୍ରାଚୀ ନାମକ ଏକ ଛଦ୍ମ ବେଶରେ ଅଭିନୟ କରିଥିଲେ । ଏହାପରେ ସେ ଲୋକପ୍ରିୟ ଥିବା କୋଲୋର୍ଷ ଟିଭିର ‘ନା ବୋଲେ ତୁମନେ ନା ମେନେ କୁଛ କାହା ‘ ମଧ୍ୟ ଅଭିନୟ କରିଛନ୍ତି । ଏବେ ସେ ବହୁତ ବଦଳି ଗଲେଣି ତାଙ୍କୁ ଏବେ ୧୮ ବର୍ଷ ହୋଇଗଲାଣି । ଏବେ ସେ ସୋନି ଟିଭି ର ଏକ ଭଲ ସିରିଏଲ ରେ ଅଭିନୟ କରୁଛନ୍ତି ।

ଋଷିକା ପଞ୍ଚାଲ

ଋଷିକା ପଞ୍ଚାଳ ଏକ ସିରିଏଲରେ ଛୋଟୀ ତପସ୍ୟା ଛଦ୍ମ ବେସୀ ଅଭିନୟ କରୁଥିଲେ । ସେ ଏବେ ବହୁତ ବଡ ହୋଇଗଲେଣି ଓ ତାଙ୍କୁ ୨୧ବର୍ଷ ହୋଇଗଲାଣି । ସେ କିନ୍ତୁ ଏବେ କୌଣସି ସିରିଏଲ ବା ଚଳଚିତ୍ରରେ ଅଭିନୟ କରୁନାହନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।