ଜ୍ୟୋତିଷ- ତମ ଜାତକରେ ବହୁତ ଧନ ଅଛି, ଭକ୍ତ- ସେ ସବୁତ ଠିକ ଅଛି ମହାରାଜ, ବର୍ତ୍ତମାନ କୁହନ୍ତୁ କି ଟଙ୍କାକୁ ଜାତକରୁ… ଏହା ସହିତ ଆହୁରି 11 Jokes

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

ପ୍ରଥମ ଜୋକ

ଶିକ୍ଷକ : ଦେଶର ସବୁଠୁ ବିଶ୍ଵାସୀ ପୋଲିସ ଅଫିସର କେଉଁଠି ମିଳନ୍ତି ?

ପପୁ : ସାବଧାନ ଇଣ୍ଡିଆ ଓ କ୍ରାଇମ ପେଟ୍ରୋଲରେ………

ଦ୍ଵିତୀୟ ଜୋକ

ସ୍ତ୍ରୀମାନେ ବି ଭିନ୍ନ ପ୍ରକାରର କମେଣ୍ଟ ମାରନ୍ତି

ସିଧା ସିଧା ମୂର୍ଖ ନ କହି

ଏମାନେ ତ ସିଧା ସାଧା ଲୋକ

ଏମାନଙ୍କୁ ଦୁନିଆ ଦାରୀ ବିଷୟରେ କିଛି ଜଣା ନାହିଁ…..

ତୃତୀୟ ଜୋକ

ଅମିତାଭ ବଚ୍ଚନ : ଆରେ ଖାଇବାକୁ ଆଣ

ନର୍ସ : ନା ନା ସାର ମିଳିବ ନାହିଁ , ଆପଣ ତ ଖାଇ ସାରିଛନ୍ତି

ଅମିତାଭ ବଚ୍ଚନ : କିଏ କହିଲା

ନର୍ସ : ନ୍ୟୁଜରେ ଦେଖିଲି ବର୍ତ୍ତମାନ…….

ଚତୁର୍ଥ ଜୋକ

ବଣ୍ଟି : ଇନିସ୍ପେକ୍ଟରଙ୍କୁ କହିଲା ସାର ମୋତେ ସାହାଯ୍ୟ କରନ୍ତୁ

କେହି ଜଣେ ଫୋନରେ ମୋତେ ଧମକ ଦେଉଛି

ପୋଲିସ : କିଏ ଧମକ ଦେଉଛି

ବଣ୍ଟି : ମୋ ପ୍ରେମିକାର ସ୍ୱାମୀ

ପଞ୍ଚମ ଜୋକ

ଜ୍ୟୋତିଷ : ତମ ଜାତକରେ ବହୁତ ଧନ ଅଛି

ଭକ୍ତ : ସେ ସବୁ ତ ଠିକ ଅଛି ମହାରାଜ,

ବର୍ତ୍ତମାନ କୁହନ୍ତୁ କି

ଟଙ୍କାକୁ ଜାତକରୁ ଆକାଉଣ୍ଟକୁ କେମିତି ଟ୍ରାନ୍ସଫର କରିବି……

ଷଷ୍ଠ ଜୋକ

ଫୋନରେ ଜୋରରେ ମୁଁ ଲଭ ୟୁ ଲଭ ୟୁ କୁହେ

କାରଣ ଅନ୍ୟ ସମସ୍ତଙ୍କୁ ବି ଜଣା ପଡୁ କି

ମୋର ବି ଲଭର ଅଛନ୍ତି…….

ସପ୍ତମ ଜୋକ

ଶିକ୍ଷକ ବହି ଖୋଲି ପଚାରିଲେ କାଲି ମୁଁ କଉଠି ଥିଲି

ଛାତ୍ର କହିଲା ଦିଦି ଆପଣ କାଲି

ଗଣିତ ସାରଙ୍କ ସହିତ ପାର୍କରେ ବସିଥିଲେ………

ଅଷ୍ଟମ ଜୋକ

ସ୍ତ୍ରୀ : ପୂଜା କର ସବୁ କଷ୍ଟ ଦୂର ହୋଇଯିବ

ସ୍ୱାମୀ : ତୋ ବାପା ବହୁତ କରିଥିଲେ

ସେଥିପାଇଁ ତାଙ୍କର ଦୂର ହୋଇଗଲା

ଆଉ ମୋର ବଢିଗଲା…….

ନବମ ଜୋକ

ଆଜି ମୁଁ ମୋ gf ର ଫଟୋକୁ ଦେଖି

କମେଣ୍ଟ କଲି ଓ ଲେଖିଲି କି cutee

କିନ୍ତୁ Gf ଫୋନ କରି ବହୁତ ଗାଳି ଦେଲା

ମୁଁ ପଚାରିଲି ଏମିତି ମୁଁ କଣ କଲି କି

Gf : ଟାଇମ ମୋତେ କୁତି କାହିଁକି କହିଲ

ରାଣ କାନ୍ଦ ଆସିଗଲାରେ ଭାଇ….

ଦଶମ ଜୋକ

ପିଣ୍ଟୁ – ବାପା ମୋର ବୋର୍ଡ଼ର ରେଜଲ୍ଟ ଆସିଗଲା

ବାପା – ଦେ ମୋତେ

ପିଣ୍ଟୁ – ଗୋଟିଏ ସର୍ତ୍ତରେ କହିବି

ରେଜଲ୍ଟ ଦେଖିବା ପରେ ତୁମକୁ

ସାମାଜିକ ଦୂରତା ରଖିବାକୁ ପଡ଼ିବ….

ଏକାଦଶ ଜୋକ୍ସ

ମମ୍ମୀ ଠାରୁ ମାଡ ଖାଇ ଚିଣ୍ଟୁ କାନ୍ଦି କାନ୍ଦି ଆସିଲା ଓ ବାପାକୁ କହିଲା

“ବାପା ତୁମେ ମମ୍ମୀଙ୍କ ଠାରେ ଏମିତି କଣ ଦେଖିଲ ଯେ ବାହା ହେଇଗଲା?”

ବାପା- ତା ଗାଲରେ ଥିବା ଛୋଟ କଳାଜାଇ

ଚିଣ୍ଟୁ – ଧନ୍ୟ ତୁମେ… ଏତିକି ଛୋଟିଆ ଜିନିଷଟେ ପାଇଁ ଏତେ ବଡ ସମସ୍ୟାକୁ ଡାକି ଆଣିଲ

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।