ଶାହିଦ କପୂରଙ୍କର ପତ୍ନୀ ଯେତେବେଳ ସମସ୍ତଙ୍କ ସାମ୍ନାରେ କହିଲେ – ଏହି ଅଭିନେତା ମୋ ସହିତ କାରରେ ବନେଇଥିଲେ ସମ୍ବନ୍ଧ, ଆଉ ତା ପରେ…

ଶାହିଦ କପୁର ଇଣ୍ଡଷ୍ଟ୍ରିର ଜଣେ ଏମିତି କଳକାର ଅଟନ୍ତି ଯିଏକି ନିଜର ଅଭିନୟ ଓ ଡ୍ୟାନ୍ସ ପାଇଁ ଫେମସ ଅଟନ୍ତି । ଅନ୍ୟ ପଟେ ଆମେ ସମସ୍ତେ ଜାଣିଛୁ କି ମୀରା ରାଜପୁତ ଶାହିଦଙ୍କ ସହ ବିବାହ କରି ମୀରା କପୁର ହୋଇଛନ୍ତି । ସେହି ସମୟରୁ ହିଁ ସେ ଚର୍ଚାରେ ରହିବାକୁ ଲାଗିଛନ୍ତି । କେବେ ନିଜର ଷ୍ଟାଇଲ, ସ୍ଟେଟମେଂଟକୁ ନେଇ ତ କେବେ ନିଜ ସ୍ଵାମୀଙ୍କ ସହିତ ହ୍ୟାଙ୍ଗଆଉଟ କରିବାକୁ ନେଇ ମୀରା କପୁର ଚର୍ଚାରେ ରହିଥାନ୍ତି । ଏହି ଦମ୍ପତି ବଲୀଉଡର ସବୁଠୁ ହଟ ଦମ୍ପତି ଅଟନ୍ତି । ଦୁଇ ଜଣଙ୍କର ଜୀବନ ବି ସୁଖମୟ ଅଟେ ।

Image courtesy: Google

କିଛି ଦିନ ପୂର୍ବେ ଶାହିଦ ଓ ମୀରା କରଣ ଜୌହରଙ୍କ ପ୍ରସିଦ୍ଧ ଚ୍ୟାଟ ଶୋ ‘କଫି ୱିଦ କରଣ’ରେ ପହଞ୍ଚି ଥିଲେ । ଯେଉଁଥିରେ ମୀରା ରାଜପୁତ ଶାହିଦ କପୁରଙ୍କ ଜୀବନ ସହ ଜଡିତ ବିଭିନ୍ନ ଆଶ୍ଚର୍ଯ୍ୟ କରିଦେବା ବାଲା ରହସ୍ୟ ବିଷୟରେ କହିଲେ । ମୀରା କହିଲେ କି ଦୁଇ ଜଣଙ୍କ ବୟସରେ ବହୁତ ଡିଫରେଂସ ଅଛି । ମୀରା ଶାହିଦଙ୍କ ଠାରୁ ୧୩ ବର୍ଷ ସାନ ଅଟନ୍ତି ।

Image courtesy: Google

ଏତିକି ନୁହେଁ କରଣ ଯେତେବେଳେ ମୀରାଙ୍କୁ ତାଙ୍କର ସେକ୍ସ ଲାଇଫ ବିଷୟରେ ପଚାରିଲେ ତେବେ ମୀରା ଖୋଲିକରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ବାଲା ଜବାବ ଦେଲେ । ସେ କହିଲେ କି ଶାହିଦ ତାଙ୍କ ସହିତ ଥରେ କାରରେ ସେକ୍ସ କରିଥିଲେ ।

Image courtesy: Google

ଏହି କଥା ଶୁଣିବା ପରେ ଶାହିଦ ମୀରାଙ୍କ ଆଡକୁ ଦେଖିବାକୁ ଲାଗିଲେ ଓ ପଚାରିଲେ କି ଏହା କେବେ ହୋଇଥିଲା । ଏହା ପରେ ମୀରା ହସିବାକୁ ଲାଗିଲେ । ଏହା ପରେ ମୀରା କହିଲେ କି ଶାହିଦ କେବେ କେବେ ବିନା କପଡାରେ ହିଁ ରାତିରେ ଶୋଇ ଯାଆନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।