ଯେତେବେଳେ Divya Bharti ଙ୍କ ସହିତ Amir Khan କରିଥିଲେ ଏମିତି କାଣ୍ଡ, ଘଣ୍ଟା ଘଣ୍ଟା ଧରି ବାଥରୁମ ରେ ବସି କାନ୍ଦିଥିଲେ ଦିବ୍ୟା

ବଲିଉଡରେ ଅମିର ଖାନଙ୍କୁ ମିଷ୍ଟର ପରଫେକ୍ଟ ନାମରେ ଜଣାଯାଏ । ଅମିର ଖାନ ବଡ ବଡ ପ୍ରତିଭାଶାଳୀ କଳାକାର ମାନଙ୍କ ମଧ୍ୟରେ ପରିଚିତ ଅଟନ୍ତି । ଅମିର ଖାନ ଅଧିକ ରାଗ ସ୍ବଭାର ବ୍ୟକ୍ତି ଅଟନ୍ତି ।

ଯଦି ଥରେ ସେ କାହା ଉପରେ ରାଗିଯାନ୍ତି ତେବେ ତାର ବହୁତ ଖରାପ ପରିସ୍ଥିତି ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଦିବ୍ୟା ଭାରତୀ କିପରି ଭାବେ ଅମିର ଖାନଙ୍କ ରାଗର ଶିକାର ହୋଇ କାନ୍ଦି ପକାଇଥିଲେ ସେହି ବିଷୟରେ କହିବାକୁ ଯାଉଛୁ । ପର୍ଫୋମାଂସ କରିବା ପାଇଁ ମନା କରିଥିଲେ : ଏହି ଘଟଣା ଅମିର ଖାନ ଓ ଦିବ୍ୟାଙ୍କ ସହ ଏକ ସ୍ଟେଜ ସୋରେ ଘଟିଥିଲା । 

ଏହି ସୋରେ ଦିବ୍ୟାଙ୍କ ଦ୍ଵାରା ଏକ ଭୁଲ ହୋଇଥିବାରୁ ଅମିର ତାଙ୍କ ଉପରେ ଅଧିକ ରାଗି ଯାଇଥିଲେ । ଅମିର ଖାନ ଏତେ ରାଗି ଯାଇଥିଲେ ଯେ ସେ ଦିବ୍ୟାଙ୍କ ସହ ପର୍ଫୋମାଂସ ନ କରିବା ପାଇଁ କହିଥିଲେ । ଏହି ସ୍ଟେଜ ସୋର ଆୟୋଜନ ଲଣ୍ଡନରେ ହୋଇଥିଲା । ଏଠାରେ ଦିବ୍ୟା ଭାରତୀଙ୍କର ବ୍ୟବହାର ଦେଖି ଅମିର ଖାନ ଅଧିକ କ୍ରୋଧିତ ହୋଇ ଯାଇଥିଲେ ।

ଦିବ୍ୟା ମଧ୍ୟ ନିଜର ଭୁଲ ସ୍ଵୀକାର କରିଥିଲେ : ଏହି ଘଟଣା ବିଷୟରେ ଯେବେ ଦିବ୍ୟା ଭାରତୀୟଙ୍କୁ ପଚରା ଯାଇଥିଲା ସେତେବେଳେ ସେ ଉତ୍ତରରେ କହିଥିଲେ ଯେ ଅମିର ଖାନଙ୍କୁ ତାଙ୍କୁ କ୍ଷମା ମାଗିବା ଉଚିତ । ଏହି ସୋ ସମୟରେ ଦିବ୍ୟାଙ୍କ ଦ୍ଵାରା ଭୁଲ ହୋଇଥିଲା ଓ  ସେ ନିଜ ଭୁଲକୁ ସ୍ଵୀକାର ମଧ୍ୟ କରିଥିଲେ । ଯେଉଁ ସମୟରେ ଦିବ୍ୟା ଭାରତୀ ନିଜର ଭୁଲ ଜାଣି ପାରିଲେ ସେହି ସମୟରେ ଅମିର ଖାନ ତାଙ୍କ ଉପରେ ଅଧିକ ରାଗି ଯାଇଥିଲେ ।

ସଲମାନ ଏହି ଘଟଣାକୁ ସମ୍ଭାଳିଥିଲେ : ଖବର ଅନୁଯାୟୀ ଅର୍ଗାନାଇଜର ଅମିର ଖାନଙ୍କୁ ଜୁହୀ ଚାୱଲାଙ୍କ ପ୍ରତି ବଦଳରେ ଦିବ୍ୟା ଭାରତୀଙ୍କୁ ନେବା ପାଇଁ କହିଥିଲେ । ଦିବ୍ୟା ଭାରତୀଙ୍କୁ ନେବା ପରେ ଏହି ସୋ ନ କରିବା ପାଇଁ ଅମିର ଖାନ ମନା କରି ଦେଇଥିଲେ । ଯେଉଁ ସମୟରେ ଅର୍ଗାନାଇଜର ଏହି ଘଟଣାକୁ ନେଇ ଚିନ୍ତିତ ଥିଲେ ସେହି ସମୟରେ ସଲମାନ ଖାନ ଆସି ଏହି ଘଟଣାକୁ ସମ୍ଭାଳି ଥିଲେ । ଦିବ୍ୟା ଭାରତୀକୁ ସମର୍ଥନ କରି ସଲାମାନ ଖାନ ତାଙ୍କ ସହ ଷ୍ଟେଜରେ ବହୁତ ସାନଦାର ପର୍ଫୋମାଂସ ଦେଇଥିଲେ ।

ବହୁତ କାନ୍ଦିଥିଲେ ଦିବ୍ୟା ଭାରତି : ଅମିର ଖାନ କରିଥିବା ଦୁର୍ବ୍ୟବହାର ପାଇଁ ଅଭିନେତ୍ରୀ ଦିବ୍ୟା ଭାରତୀ ବହୁତ ଦୁଖିତ ହୋଇଥିଲେ । ସ୍ଟେଜ ସୋ ସାରିବା ପରେ ଦିବ୍ୟା ଭାରତୀ ବାଥ୍ରୁମରେ ବସି ଅନେକ ସମୟ ଧରି କାନ୍ଦିଥିଲେ । ସେହି ସମୟରେ ଅମିର ଖାନ ଓ ଦିବ୍ୟା ଭାରତୀଙ୍କର ଘଟଣା ବହୁତ ଚର୍ଚ୍ଚାରେ ରହିଥିଲା । କିଛି ସମୟ ପାଇଁ ସାରୁଖାନ ଓ ଅମିର ଖାନଙ୍କର ମତଭେଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।