ବିବାହ ର ଗୋଟିଏ ମାସ ପରେ ଶାଶୂଘରେ କେମିତି ଅଛନ୍ତି ହିରୋଇନ ଅର୍ଚ୍ଚିତା, ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧି ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଯୋଡ଼ି ଙ୍କ ବିବାହ ର ପାଖାପାଖି ଗୋଟିଏ ମାସ ହୋଇ ଗଲାଣି ଏବଂ ବିବାହ ପରେ ଏହି ଯୋଡ଼ି ଙ୍କ ସମ୍ବନ୍ଧୀୟ ସମସ୍ତ ଜଡ଼ିତ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆ ରେ ଚର୍ଚ୍ଚା ର ବିଷୟ ସାଜିଛି । ତେବେ ବର୍ତ୍ତମାନ ସମୟରେ ଏହା ପ୍ରଶ୍ନ ଉଠିଛି ଯେ ବିବାହ ପରେ ଅଭିନେତ୍ରୀ ଅର୍ଚ୍ଚିତା ନିଜ ଶାଶୁଘରେ ବର୍ତ୍ତମାନ କଣ କରୁଛନ୍ତି ଏବଂ କିପରି ଅଛନ୍ତି?

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ବିବାହ ପରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଶାଶୂଘରେ କେମିତି ଅଛନ୍ତି ଏବଂ କିପରି ଭାବରେ ନିଜର ସମୟ ଅତିବାହିତ କରୁଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ମାର୍ଚ୍ଚ ମାସ ୧ ତାରିଖ ଦିନ ପରସ୍ପର ଙ୍କୁ ବିବାହ କରିଥିଲେ । ଏହି ଯୋଡ଼ି ଙ୍କ ବିବାହ ରାଜସ୍ଥାନ ରେ ହୋଇଥିଲା ଏବଂ ଉଭୟ ଙ୍କ ଯୋଡ଼ି ଏକାଠି ଖୁବ ସୁନ୍ଦର ଦେଖା ଯାଉଥିଲା ।

ବିବାହ ର କିଛି ଦିନ ପରେ ଏହି ଯୋଡ଼ି ଓଡ଼ିଶା ଫେରିଥିଲେ ଏବଂ ଭୁବନେଶ୍ୱର ର ଏକ ସେଭେନ୍ ଷ୍ଟାର ହୋଟେଲ ରେ ନିଜର ରିସେପ୍ସନ୍ ପାର୍ଟି ମଧ୍ୟ ଦେଇଥିଲେ । ଏହି ପାର୍ଟି ରେ ଅନେକ ଓଲିଉଡ କଳାକାର ଯୋଗ ଦେଇଥିଲେ ଏବଂ ନବ ଦମ୍ପତ୍ତି ଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ତେବେ ବିବାହ ପରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ଫାନ୍ସ ମାନଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଚାଲିଛି । ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତାହା ହେଉଛି ବିବାହ ପରେ ବର୍ତ୍ତମାନ କଣ କରୁଛନ୍ତି ଏବଂ କିପରି ଅଛନ୍ତି ଅର୍ଚ୍ଚିତା?

ବନ୍ଧୁଗଣ ଯଦି ଅନ୍ୟ ପକ୍ଷରେ ଦେଖିବା ତେବେ ବିବାହ ପରେ ସବ୍ୟ ଓ ଅର୍ଚ୍ଚିତା ଙ୍କ ସମସ୍ତ ଫଟୋ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରାଲ ହେଉଛି । ଏହି ଫଟୋ ଗୁଡ଼ିକୁ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ଏହି ଫଟୋ ଗୁଡ଼ିକୁ ଅର୍ଚ୍ଚିତା ଙ୍କ ଫାନ୍ସ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି ।

ଏହି ଫଟୋ ମାଧ୍ୟମରେ ସ୍ପଷ୍ଟ ରୂପରେ ଜଣା ପଡୁଛି ଯେ ବିବାହ ପରେ ଅଭିନେତ୍ରୀ ଅର୍ଚ୍ଚିତା ନିଜର ଶାଶୁଘର ସଦସ୍ୟ ଙ୍କ ସହିତ ଏକାଠି ନିଜର ସମୟ ବିତାଉଛନ୍ତି ଏବଂ ସେ ନିଜର ଶାଶୂଘରେ ସବ୍ୟସାଚୀ ଙ୍କ ସହିତ ବହୁତ ଖୁସି ରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।