ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ ଖୁସି ଖବର, ଏଣିକି ମିଳିବ ଏହି ବଡ ଫାଇଦା

ନମସ୍କାର ବନ୍ଧୁଗଣ ବିଧାନସଭା ରେ ଏକ ବଡ଼ ସଂକଳ୍ପ ଆସିଛି । ସରକାରୀ ହାଇସ୍କୁଲ ରେ ମେଡ଼ିକାଲ କଲେଜ ଇଂଜିନିୟରିଂ କ୍ଷେତ୍ରରେ ପନ୍ଦର ପ୍ରତିଶତ ସଂରକ୍ଷଣ ପାଇଁ ଏକ ବଡ଼ ସଂକଳ୍ପ ରହିଛି । ମେଡ଼ିକାଲ ଇଂଜିନିୟରିଂ କ୍ଷେତ୍ରରେ ପନ୍ଦର ପ୍ରତିଶତ ସଂରକ୍ଷଣ ପାଇଁ ଗୃହରେ ସଂକଳ୍ପ ଅଣା ଯାଇଛି । ତେବେ ବର୍ତ୍ତମାନ ସମୟରେ ବଡ଼ ଖବର ଏହା ହେଉଛି କି ବିଧାନସଭା ରେ ଏହା ଏକ ବଡ଼ ସଂକଳ୍ପ ଅଟେ । ମହାତ୍ମା ଗାନ୍ଧୀଙ୍କ ର ଓଡିଶା ଆଗମନ ର ଶହେ ବର୍ଷ ପୂର୍ଣ ହେଲା ।

ଏଥି ପାଇଁ ବିଧାନସଭା ରେ ଏକ ସ୍ୱତନ୍ତ୍ର ଆଲୋଚନା ମଧ୍ୟ ରହିଥିଲା । ଏହି ଆଲୋଚନା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ କିଛି ଆଲୋଚନା ଆଣିବେ ବୋଲି କୁହା ଯାଉଥିଲା । ସେହି ବଡ଼ ସଂକଳ୍ପ ଉପରେ ନଜର ମଧ୍ୟ ରହିଛି ।

ତାହା ହେଉଛି ସରକାରୀ ହାଇସ୍କୁଲ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏବେ ପନ୍ଦର ପ୍ରତିଶତ ସଂରକ୍ଷଣ ମିଳିବ । ମେଡ଼ିକାଲ ଇଂଜିନିୟରିଂ କ୍ଷେତ୍ରରେ ମଧ୍ୟ ପନ୍ଦର ପ୍ରତିଶତ ସଂରକ୍ଷଣ ମିଳିବ । ଏହି ବିଷୟରେ ଗୃହ ରେ ବଡ଼ ସଂକଳ୍ପ ଆସିଛି । ଏହା ଭିତରେ ମହାତ୍ମା ଗାନ୍ଧୀଙ୍କ ଶହେ ବର୍ଷ ପୂର୍ତ୍ତି ପାଇଁ ଅନେକ ସାମାଜିକ କାର୍ଯ୍ୟ ମଧ୍ୟ ହୋଇଥିଲା । ଅନେକ ବିଷୟରେ ଆଲୋଚନା ମଧ୍ୟ ହୋଇ ଥିଲା । ବିଧାନସଭା ରେ ଏକ ସ୍ୱତନ୍ତ୍ର ଆଲୋଚନା ରହିଥିଲା । କୁହା ଯାଉଥିଲା କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ସଂକଳ୍ପ ଆଣି ପାରନ୍ତି ।

ସେହି ସଂକଳ୍ପ ରେ ରହିଛି କି ଏବେ କିପରି ହାଇସ୍କୁଲ ରେ କେମିତି ଛାତ୍ର ଛାତ୍ରୀ ଙ୍କ ପନ୍ଦର ପ୍ରତିଶତ ସଂରକ୍ଷଣ ମିଳି ପାରିବ । ମେଡ଼ିକାଲ ଇଂଜିନିୟରିଂ କ୍ଷେତ୍ରରେ ମଧ୍ୟ ପନ୍ଦର ପ୍ରତିଶତ ସଂରକ୍ଷଣ ମିଳି ପାରିବ । ସେଥି ପାଇଁ ଏହି ସଂକଳ୍ପ ଆସୁଛି ।


ଯେତେବେଳେ ବିଧାନସଭା ରେ ନୀତି ଆଦର୍ଶ ମୁଲ୍ୟ ସମ୍ପର୍କରେ ଆଲୋଚନା କରା ଯାଉଥିଲା । ବିଭିନ୍ନ ସଦସ୍ୟ ମାନେ ନିଜର ମତ କୁ ପ୍ରକାଶ କଲେ । ଗାନ୍ଧୀଜୀ ଙ୍କ ଆଦର୍ଶ ନୀତି ଉପରେ ମଧ୍ୟ ଆଲୋଚନା କରାଯାଇ ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ସମସ୍ତ ଙ୍କ ନଜର ଥିଲା । ଏହା କି ସେ କଣ ସଂକଳ୍ପ ଆଣୁଛନ୍ତି ।


ପ୍ରଥମେ ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ନୀତି ଅହିଂସା ସହିତ ଲୋକ ମୁଁ ହୃଦୟ ରେ ତାଙ୍କ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବା ସମ୍ପର୍କରେ କୁହାଯାଇ ଥିଲା । ଏହା ପରେ ଏକ ବଡ଼ ସଂକଳ୍ପ ଆଣିଥିଲେ ମୁଖ୍ୟମନ୍ତ୍ରୀ ଯାହା ସମ୍ପର୍କରେ ଗୃହ ରେ ମଧ୍ୟ ଆଲୋଚନା ଚାଲିଲା । ସେ ସଂକଳ୍ପ ଥିଲା କି କିପରି ହାଇସ୍କୁଲ ରେ ପିଲା ମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ପନ୍ଦର ପ୍ରତିଶତ ସଂରକ୍ଷଣ । ମେଡ଼ିକାଲ କଲେଜ ରେ ଇଂଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ଏକ ସଂକଳ୍ପ ଆଣିଥିଲେ । ଯାହା ସବୁଠୁ ବଡ଼ ସଂକଳ୍ପ ବୋଲି କହି ପାରିବା ।


ଯେଉଁ ସରକାରୀ ହାଇସ୍କୁଲରେ ପିଲାମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ଇଂଜିନିୟରିଂ କଲେଜ ମେଡ଼ିକାଲ କଲେଜ ରେ ନାମ ଲେଖାଇବା ପାଇଁ ପାଖାପାଖୀ ପନ୍ଦର ପ୍ରତିଶତ ରିଜର୍ଭଭେସନ ରହିବା ପାଇଁ ଏକ ପ୍ରସ୍ତାବ ରଖିଥିଲେ । ଯାହାକୁ ବିରୋଧୀ ଶାସକ ଦଳ ର ସଦସ୍ୟ ସ୍ୱାଗତ କରିଥିଲେ ।
ବିରୋଧୀ ଦଳ ର ସଦସ୍ୟ ଏହାକୁ ଏକ ଭଲ ପ୍ରସ୍ତାବ ବୋଲି ମଧ୍ୟ କହିଥିଲେ ।


କିପରି ସରକାରୀ ଛାତ୍ର ଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ନ ହେବେ । ଯୋଗ୍ୟତା ଥାଇ ମଧ୍ୟ ସେମାନେ ଆଡ଼ମିଶନ କରି ପାରୁ ନାହାଁନ୍ତି । ନିଜର ଭବିଷ୍ୟତ କୁ ମଧ୍ୟ ସଜାଡି ପାରୁ ନାହାନ୍ତି । ସ୍ଵପ୍ନ ନିଜର ପୂର୍ଣ କରି ପାରୁ ନାହାଁନ୍ତି । ତେଣୁ ବିରୋଧୀ ଦଳର ସଦସ୍ୟ ଶାସକ ଦଳର ସମସ୍ତ ସଦସ୍ୟ ଏହି ପ୍ରସ୍ତାବ କିମ୍ବା ସଂକଳ୍ପ କୁ ନେଇ ବହୁତ ଖୁସି ପ୍ରଶଂସା ସହିତ ତାକୁ ସ୍ୱାଗତ ମଧ୍ୟ କରିଥିଲେ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ