ବିନା ମେକଅପରେ ବିଲକୁଲ ଅଲଗା ଦେଖା ଯାଆନ୍ତି ଏହି ଅଭିନେତ୍ରୀମାନେ, କିଛି ଦେଖା ଯାଆନ୍ତି ବହୁତ ସୁନ୍ଦର ତ କିଛି ଦେଖା ଯାଆନ୍ତି ବୁଢୀ

କୌଣସି ମହିଳା ପାଇଁ ତାହାର ସୁନ୍ଦରତା ବହୁତ ମହତ୍ଵ ରଖିଥାଏ । ସମସ୍ତେ ଚାହିଁଥାନ୍ତି କି ସେମାନେ ସବୁଠୁ ଅଧିକ ସୁନ୍ଦର ଓ ଆକର୍ଷକ ଦେଖାଯିବେ । ବଲୀଉଡରେ ଏମିତି ବହୁତ ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ଆକର୍ଷକ ଦେଖିଯିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ସର୍ଜରୀ କରି ସାରିଛନ୍ତି । କିଛି ଅଭିନେତ୍ରୀ ଏମିତି ବି ଅଛନ୍ତି ଯେଉଁମାନେ ସୁନ୍ଦର ଦେଖିଯିବା ପାଇଁ ବହୁତ ମେକଅପ ମଧ୍ୟ ନେଇଥାନ୍ତି ।

ତାଙ୍କର ଚେହେରାରେ ଏତେ ପିମ୍ପଲ ଓ ଦାଗ ଥାଏ କି ସେ ଗୁଡିକ ଲୁଚାଇବା ପାଇଁ ତାଙ୍କୁ ମେକଅପ ନେବାକୁ ପଡିଥାଏ । ଯଦି ଆପଣ ଏହି ଅଭିନେତ୍ରୀମାନଙ୍କୁ ବିନା ମେକଅପ ରେ ଦେଖିନେବେ ତ ସେମାନଙ୍କୁ ଚିହ୍ନିବା ବହୁତ କଷ୍ଟ ହୋଇଯାଏ । କିନ୍ତୁ ବଲୀଉଡରେ କିଛି ସୁନ୍ଦର ଅଭିନେତ୍ରୀମାନେ ବି ଅଛନ୍ତି ।

ଏହି ଅଭିନେତ୍ରୀମାନେ ବିନା ମେକଅପରେ ଏତେ ସୁନ୍ଦର ଦେଖା ଯାଆନ୍ତି କି ମେକଅପ ବିନା ଆପଣମାନେ ଏମାନଙ୍କୁ ଥରେ ଦେଖିନେବେ ଯଦି ତେବେ ଆପଣମାନେ ଏମାନଙ୍କୁ ମେକଅପରେ ଦେଖିବାକୁ ପସନ୍ଦ କରିବେ ନାହିଁ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ବଲୀଉଡର ଅଭିନେତ୍ରୀମାନଙ୍କର ବିନା ମେକଅପ ବାଲା ଫଟୋ ଦେଖାଇବାକୁ ଯାଉଛୁ, ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

କରିଶ୍ମା କପୁର

ସାରା ଅଲୀ ଖାନ

ମାନୁଷୀ ଚିଲ୍ଲର

ସୋନମ କପୁର

କଟରୀନା କୈଫ

ସୁସ୍ମିତା ସେନ

ରାନୀ ମୁଖାର୍ଜୀ

ମାଧୁରୀ ଦୀକ୍ଷିତ

ତବ୍ବୂ

ରବୀନା ଟଂଡନ

ବନ୍ଧୁମାନେ ଏହା ଥିଲା ବଲୀଉଡର କିଛି ଅଭିନେତ୍ରୀମାନଙ୍କର ବିନା ମେକଅପ ବାଲା ଫଟୋ । ଆପଣମାନେ କମେନ୍ଟ କରି କୁହନ୍ତୁ କି ଆପଣଙ୍କୁ କେଉଁ ଅଭିନେତ୍ରୀ ସବୁଠୁ ଅଧିକ ସୁନ୍ଦର ଲାଗିଲା ।

ଦୟା କରି ନିଜର ମତାମତ ଆମ ସହିତ ନିଶ୍ଚିତ ଶେୟାର କରନ୍ତୁ ଓ ପୋଷ୍ଟକୁ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।