ସନୀ ଲିୟୋନୀ ଉପରେ ପୂଜା ଭଟ୍ଟଙ୍କ ବଡ ବୟାନ, କହିଲେ କାହିଁକି ମିଳିଲା ପର୍ନଷ୍ଟାରକୁ ବଲୀଉଡରେ କାମ

ସନୀ ଲିୟୋନୀ ଆଜି ଭାରତର ଏକ ଜଣା ଶୁଣା ନାମ ହୋଇ ଯାଇଛି । ବଲୀଉଡରେ ସେ କେତେକ ଫିଲ୍ମରେ ବି ନଜର ବି ଆସି ସାରିଛନ୍ତି । କହିବାକୁ ଗଲେ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହାନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସନୀ ଲିୟୋନୀ ସର୍ବେ ପ୍ରଥମେ ପପୁଲର ଟୀବୀ ଶୋ ‘ବିଗ ବସ’ରେ ନଜର ଆସିଥିଲେ । ସେ ଏହି ଶୋର ବିଜେତା ତ ହେଲେ ନାହିଁ କିନ୍ତୁ କିଛି ଲୋକମାନେଙ୍କୁ ନିଜର ଦିବାନା କରିଦେଲେ । ଏହା ପରେ ତାଙ୍କୁ ଫିଲ୍ମ ‘ଜିସ୍ମ ୨’ର ଅଫର ମିଳିଲା ।

‘ଜିସ୍ମ ୨’କୁ ମହେଶ ଭଟ୍ଟଙ୍କର ଝିଅ ପୂଜା ଭଟ୍ଟ କରୁଥିଲେ । ଏମିତିରେ ଏହି ଫିଲ୍ମରେ ସନୀ ଲିୟୋନୀଙ୍କୁ ମୁଖ୍ୟ ରୋଲ ଦେବା ପଛରେ ପୂଜାଙ୍କର ହିଁ ଆଇଡିୟା ଥିଲା । ଏହି ଫିଲ୍ମ ପରେ ସନୀ ବଲୀଉଡର ଏକ ବଡ ନାମ ହୋଇଗଲେ ଓ ଏହା ପରେ ତାଙ୍କୁ ବହୁତ ଫିଲ୍ମର ଅଫର ବି ଆସିବାକୁ ଲାଗିଲା ।

ବର୍ତ୍ତମାନ ହିଁ କିଛି ଦିନ ତଳେ ପୂଜା ଭଟ୍ଟ ସନୀଙ୍କୁ ନେଇ ଏକ ବହୁତ ବଡ ବୟାନ ଦେଇଥିଲେ । ଏମିତି ହିଁ ଏକ ଇଣ୍ଟରଭିୟୁରେ ପୂଜା ଭଟ୍ଟ ସନୀ ଲିୟୋନୀଙ୍କର ଏକ ରହସ୍ୟ ବିଷୟରେ କହିଲେ । ପୂଜା କହିଲେ କି ‘ଏକ ଏଡଲ୍ଟ ଫିଲ୍ମ ଗୁଡିକର ଷ୍ଟାର ହେବା କାରଣରୁ ଆମେରିକାରେ ସନୀଙ୍କୁ ମୁଖ୍ୟ ସ୍ଟ୍ରୀମ ଫିଲ୍ମରେ କେହି ବି  କାମ ଦେଉ ନ ଥିଲେ ।

ଏମିତିରେ ଯେତେବେଳେ ଏହି କଥା ବିଷୟରେ ପୂଜାଙ୍କୁ ଜଣା ପଡିଲା ତେବେ ସେ ସନୀଙ୍କୁ ବଲୀଉଡରେ କମ ଦେବା ପାଇଁ ନିଷ୍ପତି ନେଲେ । ‘ପୂଜାଙ୍କର କହିବାର ଥିଲା କି ସମସ୍ତ ମହିଳାଙ୍କୁ ନିଜ ଜୀବନରେ ଆଗକୁ ବଢିବାକୁ ଓ ନିଜର ଭୁଲକୁ ସୁଧାରିବାକୁ ଚାନ୍ସ ମିଳିବା ଦରକାର ।

କହିଦେଉଛୁ ଯେ ଥରେ ସନୀ ଲିୟୋନୀ ବି ଏକ ଇଣ୍ଟରଭିୟୁରେ ପୂଜା ଭଟ୍ଟଙ୍କୁ ଧନ୍ୟବାଦ ଦେଇ କହିଲେ କି ବଲୀଉଡର ଆଜି ଯେଉଁ ସଫଳତାର ସିଢିରେ ସେ ଚଢି ପାରିଛନ୍ତି ତାହା ମୋତେ ଆମେରିକାରେ ମିଳି ପାରି ଥାନ୍ତା । କିନ୍ତୁ ସେଠିକାର ଲୋକମାନେ ଏକ ଏଡଲ୍ଟ ଫିଲ୍ମ କଳାକାରକୁ ମୁଖ୍ୟ ଫିଲ୍ମରେ ଚାନ୍ସ ଦିଅନ୍ତି ନାହିଁ । ଯେତେବେଳେ କି ବଲୀଉଡ ଓ ଭାରତରେ ଲୋକମାନେ ମୋତେ ସହଜରେ ଆପଣାଇ ନେଲେ । ମୁଁ ଏଥିପାଇଁ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ କରୁଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।