ପ୍ଲାଷ୍ଟିକ ସର୍ଜରୀ କରାଇ ଏହି ଟିଭି କଳକାରମାନେ ଖରାପ କରିଲେ ନିଜର ସୁନ୍ଦର ଚେହେରା, ନମ୍ବର ୬କୁ ତ ଲୋକମାନେ ପୁରୁଷ ବୋଲି କହିବାକୁ ଲାଗିଥିଲେ

ସୁନ୍ଦର ଦେଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସର୍ଜରୀ କରିଥାନ୍ତି । କହିବାକୁ ଗଲେ ଗ୍ଲୈମର ଇଣ୍ଡଷ୍ଟ୍ରିରେ ଏହି ପ୍ରଚଳନ ବହୁତ ସମୟ ହେବ ଚାଲିଆସୁଛି । ବଲୀଉଡର ପ୍ରାୟତଃ ଅଭିନେତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନା କିଛି ସର୍ଜରୀ କରିସାରିଛନ୍ତି । କିଏ ସୁନ୍ଦର ଦେଖିବା ପାଇଁ ଓଠର ସର୍ଜରୀ କରୁଛନ୍ତି ତ କେହି ପତଳା ହେବା ପାଇଁ ଲିପୋସକ୍ଶନର ସାହାରା ନେଉଛନ୍ତି । କେହି କେହି ନୋଜ ଜବ କରାଊଛନ୍ତି ତ କେହି ବ୍ରେସ୍ଟ ଇମ୍ପ୍ଲାଂଟ କରୁଛନ୍ତି ।

ଆଜିକାଲି ଏହି ମଡେନ ଯୁଗରେ କିଛି ବି ଅସମ୍ଭବ ନୁହେଁ । ବର୍ତ୍ତମାନ ସମୟରେ ଏମିତି ଏମିତି ଟେକନିକ ଆସିଯାଇଛି ଯାହା ସାହାର୍ଯ୍ୟରେ ମଣିଷ ନିଜର ସବୁ କମଜୋରକୁ ସବୁଦିନ ପାଇଁ ଦୂର କରିପାରିବ । କିନ୍ତୁ କିଛି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖରେ ସବୁକିଛି ଅଛି ତଥାପି ସେମାନେ ନିଜ ଉପରେ ସନ୍ତୁଷ୍ଟ ନୁହନ୍ତି । ସେମାନଙ୍କୁ ନିଜର ଆଖି, ପାଟି, ଓଠରେ କିଛି ନା କିଛି ଖରାପ ନଜର ଆସିଥାଏ ।

କିନ୍ତୁ ସେମାନେ ଦୁନିଆର ନଜରରେ ପୁରା ଠିକ ଅଟନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସୁନ୍ଦର ହେବା ସତ୍ବେ ବି ନିଜ ଚେହେରା ଉପରେ ଖୁସି ନୁହନ୍ତି । ଏବଂ ନିଜ ଚେହେରାର ସର୍ଜରୀ କରାନ୍ତି । ସର୍ଜରୀ ହେବା ପରେ ସେମାନଙ୍କ ସାମନାରେ ଯେଉଁ ଫଳ ଆସିଲା ତାହାକୁ ଦେଖି ସେମାନେ ଖୁସି ହେବା ପରିବର୍ତ୍ତେ ଦୁଖୀ ହୋଇଯାଇଛନ୍ତି ।  କାରଣ ତାଙ୍କର ସର୍ଜରୀ ସଫଳ ହୋଇ ପାରିଲା ନାହିଁ ।

ଯେମିତି ନିଜକୁ ଦେଖିବାକୁ ଚାହୁଁଥିଲେ ସେମିତି ହୋଇ ପାରିଲା ନାହିଁ । ସେଥିପାଇଁ ସର୍ଜରୀର ନିଷ୍ପତି ଭାବିଛିନ୍ତି ନେବା ଦରକାର । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଟିଭିର ଇଣ୍ଡଷ୍ଟ୍ରି ସେହି ଅଭିନେତ୍ରୀଙ୍କର କିଛି ଫଟୋ ଦେଖାଇବାକୁ ଯାଉଛୁ ଯେଉଁମାନେ ସୁନ୍ଦର ଦେଖିବା ପାଇଁ ସର୍ଜରୀ କରିଲେ କିନ୍ତୁ ତାଙ୍କର ସର୍ଜରୀ ଆଶୀର୍ବାଦ ନୁହେଁ ଅଭିଶାପ ହୋଇଗଲା ।

ସୋଫିୟା ହୟାତ

ସାରା ଖାନ

ଆଶ୍କା ଗୋରାଡିୟା

ଶମା ସିକଂଦର

ରଶ୍ମି ଦେସାଈ

ରାଖୀ ସାବନ୍ତ

ପାରୁଲ ଚୌହାନ

ଗୌହର ଖାନ

ମୌନୀ ରୟ

ଆପଣମାନଙ୍କୁ ଏହି ଟିଭି ଅଭିନେତ୍ରୀଙ୍କର ଫଟୋ ଦେଖି କେମିତି ଲଗାଇଲା ତଳେ ଥିବା କମେଣ୍ଟ ବକ୍ସରେ ଲେଖି ଆମକୁ ଜଣାନ୍ତୁ । ଏମିତି ଅନେକ ଖବର ପାଇଁ ଆମ ପେଜକୁ ଲାଇକ ଏବଂ ଶେୟାର କରନ୍ତୁ ।