୨ ଥର ବାହଘର ଓ ୨ ଥର ଛାଡପତ୍ର ନେବା ପରେ ଆଜି ଏକୁଟିଆ ଜୀବନ ବିତାଇବା ପାଇଁ ବାଧ୍ୟ ହେଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଦେଖନ୍ତୁ କିଏ ସେ

୯୦ ଦଶକରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ପ୍ରସିଦ୍ଧ ଅଟନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀମାନେ ବଡ ବଡ ଅଭିନେତାଙ୍କ ସହ କାମ ବି କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ନାମ ଛାଡପତ୍ର ଅଭିନେତ୍ରୀଙ୍କ ଲିସ୍ଟରେ ସାମିଲ ଅଛି । ସେହି ଅଭିନେତ୍ରୀଙ୍କର ନାମ ହେଉଛି ଦୀପଶିଖା ।

Image courtesy: Google

କହିବାକୁ ଗଲେ ଛୋଟ ପରଦାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଦୀପଶିଖା ବହୁତ ପ୍ରସିଦ୍ଧ ଥିଲେ । କିନ୍ତୁ ଏହା ସହିତ ତାଙ୍କ ଜୀବନ ବହୁତ ସଂଘର୍ଷପୂର୍ଣ ମଧ୍ୟ ଥିଲା । ସେ ଛୋଟ ପରଦାର ବିଭିନ୍ନ ଟିଭି ଶୋରେ ନିଜର ଅଭିନୟର ଭଲ ପ୍ରଦର୍ଶନ ଦ୍ଵାରା ଦର୍ଶକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥିଲେ । ସେ ଟେଲିବିଜନର ସବୁଠୁ ଚର୍ଚିତ ଏବଂ ବିବାଦିତ ଶୋ ବିଗବସରେ ବି ନଜର ଆସିଥିଲେ । ଟିଭି ଜଗତରୁ ନେଇ ଫିଲ୍ମରେ କାମ କରିଥିବା ଦୀପଶିଖା ନିଜର ଅସଲ ଜୀବନକୁ ନେଇ ସବୁବେଳେ ଚର୍ଚାରେ ରହୁଥିଲେ ।

Image courtesy: Google

୧୯୯୭ରେ ଦୀପଶିଖା ଏକ୍ଟର ଜୀତ ଉପେଂଦ୍ର ସହ ବିବାହ କରିଲେ । କିନ୍ତୁ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବା ପରେ ଏହି ବିବାହ ଭାଙ୍ଗି ଗଲା । ୨୦୦୭ରେ ଛାଡପତ୍ର ପରେ ସେ ୨୦୧୨ରେ କେଶବ ଅରୋଡାଙ୍କ ସହ ଦ୍ଵିତୀୟ ବିବାହ କରିଲେ । କିନ୍ତୁ ଏହି ବିବାହ ବି କେବଳ ୪ ବର୍ଷ ପର୍ଯ୍ୟନ୍ତ ହିଁ ଚାଲି ପାରିଲା ।

Image courtesy: Google

ଦୁଇଟି ବିବାହ ଅସଫଳ ହେବା ପରେ ସେ ଖୁସିରେ ଅଛନ୍ତି କିନ୍ତୁ ପୁଣି ଥରେ ସେ ଏକେଲା ହୋଇ ଯାଇଛନ୍ତି । ଦୀପଶିଖାଙ୍କର ପ୍ରଥମ ବିବାହ ଉପେନ୍ଦ୍ର ସହ ହୋଇଥିଲା । ତାଙ୍କଠୁ ତାଙ୍କୁ ଦୁଇଟି ପିଲା ବି ଅଛି । ଏହା ଛଡା ସେ ପ୍ରାୟତଃ ନିଜର ଫଟୋ ସୋସିୟାଲ ମିଡିୟାରେ ଶେୟାର କରିଥାନ୍ତି । କହିଦେଉଛୁ ଯେ ଦୀପଶିଖା ନାଗପାଲଙ୍କର ଜନ୍ମ ୨୭ ଜାନୁୟାରୀ ୧୯୭୭ରେ ହୋଇଥିଲା । ବର୍ତ୍ତମାନ ସେ ୪୨ ବର୍ଷର ଅଟନ୍ତି ।

Image courtesy: Google

ଦୀପଶିଖା ଶାହରୁଖ ଖାନଙ୍କ ସହିତ ଫିଲ୍ମ କୋୟଲା ଏବଂ ବାଦଶାହରେ କାମ କରିଥିଲେ । ଏହା ଛଡା ୨୦୧୧ ରେ ଫିଲ୍ମ ‘ୟେ ଦୁରିୟା’ରେ ନଜର ଆସିଥିଲେ । ଦୀପଶିଖାଙ୍କର ସୁନ୍ଦରତାର କୌଣସି ଜବାବ ନାହିଁ । ୪୨ ବର୍ଷ ବୟସରେ ବି ସେ ବହୁତ ସୁନ୍ଦର ଏବଂ ଯବାନ ଦେଖାଯାଉଛନ୍ତି । ଆଜି ସେ ଟିଭି ଏବଂ ଫିଲ୍ମରେ କମ ନଜର ଆସିଥାନ୍ତି କିନ୍ତୁ ଆଜି ବି ତାଙ୍କୁ ବହୁତ ଲୋକମାନେ ପସନ୍ଦ କରନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।