ଏହି ମଜାଦାର ଫଟୋ ଗୁଡିକ ଦେଖିଲେ ହସି ହସି ଗଡିଯିବେ, ଦୟାକରି ଛୋଟପିଲା ଦୂରେଇ ରୁହନ୍ତୁ, ଦେଖନ୍ତୁ

କହିବାକୁ ଗଲେ ଆଜିକାଲି ସୋସିଆଲ ମିଡିଆ କାରଣରୁ ଯେଉଁଠି ଯାହା ବି କିଛି ହୋଇଥାଏ, ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ । ଏହା ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେଉଛି ଯାହାର ଅନ୍ଦାଜ ବି ଆପଣ ଲଗାଇ ପାରିବେ ନାହିଁ । ଏହି ଫଟୋ ଗୁଡିକର ଖାସ କଥା ଏହା ଅଟେ କି ଏହା ମଜାଦାର ହେବା ସହିତ ମୁଣ୍ଡକୁ ବି ବୁଲାଇ କରି ରଖି ଦେଉଛି । ଏହି ଫଟୋ ଗୁଡିକୁ ଥରେ ଦେଖି ବୁଝିବା ବହୁତ କଷ୍ଟ ଅଟେ । ଏହି ଫୋଟୋ ଗୁଡିକ ଦେଖିଲେ ଆପଣ ବି ନିଜର ହସକୁ ଅଟକାଇ ପାରିବେ ନାହିଁ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ

ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଏମିତି ହିଁ ମଜାଦାର ଫଟୋ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ । କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ବୁଝି ପାରିବେ ନାହିଁ କି ଆପଣ କଣ ଦେଖୁଛନ୍ତି । କୁହାଯାଏ କି ଆମେ କୌଣସି ଜିନିଷକୁ ଯେଉଁ ନଜରରେ ଦେଖିଥାଉ ତାହା ଠିକ ସେହିଭଳି ହିଁ ଦେଖାଯାଏ ।

କିନ୍ତୁ ଏଠି ବିଲକୁଲ ଓଲଟା ଅଟେ । ଆମେ ଆଜି ଯେଉଁ ଫଟୋ ଗୁଡିକୁ ଦେଖାଇବାକୁ ଯାଉଛୁ ତାହାକୁ ଥରେ ଦେଖିଲେ ବୁଝି ପାରିବେ ନାହିଁ । ବାରମ୍ବାର ଦେଖିଲା ପରେ ହିଁ ଆପଣ ତାହାକୁ ବୁଝି ପାରିବେ । କହିବାକୁ ଗଲେ ଏହି ଫଟୋ ଗୁଡିକ ଏମିତି ଏଂଗଲରୁ ଉଠା ଯାଇଛି ତାହା ଆପଣଙ୍କୁ କନଫ୍ୟୁଜ କରିଦେବ ।

ଏହି ଫଟୋ ଗୁଡିକ ଏତେ ମଜାଦାର ଅଟେ କି ଆଜିକାଲି ଏହା ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ଫଟୋ ନେଇ ଆସିଛୁ, ଯାହାକୁ ଆପଣ ପ୍ରଥମେ କେବେ ବି ଦେଖି ନ ଥିବେ ।

#୧. ଏହି ଫଟୋରେ ମୋଦୀଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ଜଣକ ଅଟୋ ଚଲାଉଛନ୍ତି ।

#୨. ଏହି ଫଟୋରେ ଫଟୋଶପ ଏତେ ଭଲ କରାଯାଇଛି କି ଆପଣଙ୍କର ମୁଣ୍ଡ ବୁଲାଇବ ।

#୩. ମ୍ୟାଡମ ସୁପରହିରୋଇନ ଅଟନ୍ତି । ବସର କବାଟରୁ ନ ବାହାରି ଝରକାରୁ ବାହାରୁଛନ୍ତି ।

#୪. ଏହାକୁ ଦେଖି ସତରେ ମୁଣ୍ଡ ବୁଲାଉଛି ।

#୫. ଧନିଆ ନେଇ ଆସ ପୁଅ । ନ ହେଲେ…..

#୬. ଭଗବାନ ଏହିଭଳି ସ୍ତ୍ରୀ ସମସ୍ତଙ୍କୁ ଦିଅନ୍ତୁ ।

#୭. ପାକିସ୍ତାନ ଆଣ୍ଟିଙ୍କୁ ବ୍ୟାଟ ଉଠାଉଥିବାର ଦେଖି ଖେଳାଳିମାନେ ଦଉଡି ପଳାଉଛନ୍ତି ।

#୮. ଆମେରିକା, ଇଂଲଣ୍ଡ ଓ ଚୀନରେ ଯେଉଁ କାମ ସିସିଟିଭି କ୍ୟାମେରା କରିଥାଏ ତାହାକୁ ଭାରତରେ ଏଠିକାର ମହିଳାମାନେ କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।