ଫିଲ୍ମରେ ରୋଲ ପାଇବା ପାଇଁ ପ୍ରଡିଉସର ଙ୍କ ସହିତ ରାତି କଟେଇ ସାରିଛନ୍ତି Bollywood ର ଏହି 5 ଜଣ ହିରୋଇନ, 4 ନମ୍ବର ହିରୋଇନ ଙ୍କ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ନିଜ ପାଇଁ ଦର୍ଶକ ମାନକ ହୃଦୟରେ ଜାଗା ସୃଷ୍ଟି କରି ପାରିଛନ୍ତି । ବଲିଉଡରେ ନିଜ ନାଁ କମେଇବା ପାଇଁ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ କଠିନ ପରିଶ୍ରମ କରି ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । କିଛି କଳାକାର ମାନେ ନିଜର ଶାଣଦାର ଅଭିନୟ ପାଇଁ ଲୋକପ୍ରିୟ ତ ଆଉ କେତେକେ କଳାକାର ମାନେ ନିଜର ଷ୍ଟାଲ, ଲୁକ, ପର୍ଶନାଲିଟି ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଖରାପ କାମ କରି ଫିଲ୍ମ ଦୁନିଆରେ ପାଦ ଦେଇଛନ୍ତି ।

୧- “ରାଧିକା ଆପ୍ଟେ” : “ପ୍ୟାଡ ମ୍ୟାନ” ଫିଲମରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ରାଧିକା ଆପ୍ଟେ ବଲିଉଡ ଦୁନିଆକୁ ଆସିବା ପାଇଁ ଅନେକ ପରିଶ୍ରମ କରିଛନ୍ତି । ହିନ୍ଦୀ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ତାମିଲ, ମଲାୟଲମ ଆଦି ଫିଲୋମରେ ଅଭିନୟ କରି ସାରିଛନ୍ତି । ତାଙ୍କୁ ମଧ୍ୟ କାଷ୍ଟିଙ୍ଗ କାଉଚର ସାମନା କରିବା ପରେ ଯାଇ ହିନ୍ଦୀ ଫିଲମରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ।

୨- “ପ୍ରିୟଙ୍କା ଚୋପ୍ରା” : ବଲିଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ପ୍ରିୟାଙ୍କା ଚୋପ୍ରା ଜଣେ ଭଲ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ସେ ମଧ୍ୟ କାଷ୍ଟିଙ୍ଗ କାଉଚର ସାମନା କରି ବଲିଉଡ ଓ ହଲିଉଡରେ ଅଭିନୟ କରିବାରା ମୌକା ପାଇଥିଲେ ।

୩- “ଟିସକା ଚୋପ୍ରା” : ଫିଲ୍ମ ତାରେ ଜମିନ ପର ରେ ଅଭିନୟ କରି ଅଭିନେତ୍ରୀ ଟିସକା ଚୋପ୍ରା ନିଜର ନାଁ କମାଇଥିଲେ । ଫିଲ୍ମ ଶୁଟିଙ୍ଗ ସମୟରେ ତାଙ୍କୁ ମଧ୍ୟ କାଷ୍ଟିଙ୍ଗ କାଉଚର ସାମନା କରି ବଲିଉଡ ଦୁନିଆରେ ପ୍ରବେଶ କରିଥିଲେ ।

୪- “କଳକୀ କୋଚଲିନ” : ଯେ ଯବାନୀ ହେ ଦିବାନି, ଗାଳି ବଏ ଫିଲ୍ମରେ ଦମଦାର ଅଭିନୟ କରି ଅଭିନେତ୍ରୀ କଳକୀ କୋଚଲିନ ବହୁତ ଚର୍ଚ୍ଚାରେ ଆସିଥିଲେ । ସେ ମଧ୍ୟ ନିଜ କାଷ୍ଟିଙ୍ଗ କାଉଚ ବିଷୟରେ ଖୋଲି କରି କହିସାରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପାଇଁ ଅଭିନେତ୍ରୀ କଳକୀ କୋଚଳିନ ଡାଇରେକ୍ଟରଙ୍କ ସହ ଡେଟ କରିବାକୁ ମନା କରି ଦେଇଥିବାରୁ ତାଙ୍କୁ ଆଉ କୌଣସି ଫିଲ୍ମ ପାଇଁ ଅଫର ମିଳି ନ ଥିଲା ।

୫-  “ପ୍ରୀତି ଜେନ” : ଫିଲ୍ମ ମେକର ମଧୁର ଭଣ୍ଡାର ଉପରେ ଅଭିନେତ୍ରୀ ପ୍ରୀତି ଜେନ କାଷ୍ଟିଙ୍ଗ କାଉଚର ଅଭିଯୋଗ କରିଥିଲେ । ସେ ଅଭିନେତ୍ରୀ ପ୍ରୀତିଙ୍କୁ କାମ ଦେବା ବାହାନାରେ କଷ୍ଟିଙ୍ଗ କାଉଚର ଶିକାର କରିଥିଲେ । ଏହା ପରେ ପ୍ରୀତି ଜେନ ଏହାର ବିରୁଦ୍ଧରେ ଯାଇଥିବାରୁ ବଲିଉଡର ଅନେକ ଅଭିନେତ୍ରୀ ମାନେ ତାଙ୍କ ସହ ହୋଇଥିବା କାଷ୍ଟିଙ୍ଗ କାଉଚର ଖୁଲାସା କରିଥିଲେ । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ବିପାଶା ବାସୁ, ଐଶ୍ଵରୀୟା ରାଏ ବଚ୍ଚନଙ୍କ ନାମ ମଧ୍ୟ ସାମିଲ ଅଛି ।

ଏହିଭଳି ଭାବେ ବଲିଉଡର ଅଭିନେତ୍ରୀ ମାନେ ନିଜ ଜୀବନରେ କାମୟାବୀ ହାସଲ କରିବା ପାଇଁ କାଷ୍ଟିଙ୍ଗ କାଉଚର ସାମନା କରିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।