ନିଜର ଶାଳି ଓ ଭାଉଜ ସହିତ ରୋମାନ୍ସ କରିସାରିଛନ୍ତି ଏହି ହିରୋ, ପୁରା ଲିଷ୍ଟ ଦେଖି ଉଡିଯିବ ଆପଣଙ୍କ ହୋସ

ଆପଣମାନେ ବଡ ପରଦାରେ ଅଭିନେତା ଅଭିନେତ୍ରୀଙ୍କର ବହୁତ ଯୋଡି ଦେଖିଥିବେ । କିନ୍ତୁ କିଛି ଯୋଡି ଏମିତି ଅଛି ଯେଉଁମାନଙ୍କର କେମେଷ୍ଟ୍ରିକୁ ଦର୍ଶକମାନେ ବହୁତ ପସନ୍ଦ କରିଥାନ୍ତି । ଉଦାହରଣ ସ୍ୱରୂପ ଶାହରୁଖ ଓ କାଜୋଲଙ୍କର ଯୋଡି ଆଜି ପର୍ଯ୍ୟନ୍ତ ସବୁଠୁ ଅଧିକ ଲୋକପ୍ରିୟ ଯୋଡି ମଧ୍ୟରୁ ଗୋଟିଏ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଯୋଡି ବିଷୟରେ କହିବାକୁ ୟାଉଛୁ ଯେଉଁମାନେ ଅନ – ସ୍କ୍ରୀନରେ ଲଭରର ଭୂମିକା ନିଭାଇ ଥିଲେ । କିନ୍ତୁ ରିୟଲ ଲାଇଫରେ ସେମାନେ ତାଙ୍କର ଶାଳି କିମ୍ବା ଭାଉଜ ଥିଲେ ।

ଏହି ହିରୋ କରିସାରିଛନ୍ତି ନିଜର ହିଁ ଶାଳି ଓ ଭାଉଜଙ୍କ ସହିତ ଅନ-ସ୍କ୍ରୀନ ରୋମାନ୍ସ

ରାଜେଶ ଖନ୍ନା ଓ ସିଂପଲ କପାଡ଼ିୟା :

Image courtesy: Google

୭୦ ଦଶକର ସୁପରଷ୍ଟାର ରାଜେଶ ଖନ୍ନା ବଲୀଉଡର ଅଭିନେତ୍ରୀ ଡିଂପଲ କପାଡ଼ିୟାଙ୍କ ସହ ବିବାହ କରିଥିଲେ । ଡିଂପଲ କପାଡ଼ିୟାଙ୍କର ଏକ ଭଉଣୀ ଅଛନ୍ତି ସିଂପଲ, ଯାହାକୁ ବଲୀଉଡରେ ରାଜେଶ ଖନ୍ନା ହିଁ ଲଞ୍ଚ କରିଥିଲେ । ଏହି ଦୁଇ ଜଣ ‘ଅନୁରୋଧ’ ନାମକ ଫିଲ୍ମରେ ପ୍ରେମୀ ଯୋଡିର ଭୂମିକା ନିଭାଇ ଥିଲେ ।

ନଶରୁଦ୍ଦୀନ ଶାହ ଓ ସୁପ୍ରିୟା ପାଠକ :

Image courtesy: Google

ସୁପ୍ରିୟା ପାଠକ ରତନ ପାଠକଙ୍କର ଭଉଣୀ ଅଟନ୍ତି । କହିବାକୁ ଗଲେ ନଶରୁଦ୍ଦୀନ ଶାହ ରତନ ପାଠକଙ୍କୁ ବିବାହ କରିଛନ୍ତି । ଏହି ଆଧାରରେ ନଶରୁଦ୍ଦୀନ ଶାହ ନିଜର ଶାଳି ସୁପ୍ରିୟା ପାଠକଙ୍କ ସହିତ ଫିଲ୍ମ ‘ବାଜାର’ ଓ ‘ମିର୍ଚ ମଶାଲା’ ଭଳି ଫିଲ୍ମରେ ରୋମାନ୍ସ କରି ସାରିଛନ୍ତି ।

ଅଜୟ ଦେବଗନ ଓ ରାନୀ ମୁଖର୍ଜୀ :

Image courtesy: Google

ରାନୀ ମୁଖର୍ଜୀ, କାଜୋଲଙ୍କର ଦାଦା ଝିଅ ଭଉଣୀ ଅଟନ୍ତି । କିନ୍ତୁ ଏହି ଦୁଇ ଜଣ ପରସ୍ପର ସହିତ ଅଧିକ ମିଳାମିଶି କରନ୍ତି ନାହିଁ । କିନ୍ତୁ ରାନୀ ଓ ଅଜୟ ଏକା ସହିତ ଦୁଇଟି ଫିଲ୍ମ ‘ଚୋରୀ – ଚୋରୀ’ ଓ ‘ଏଲଓସୀ – କାରଗିଲ’ରେ ଏକା ସହିତ ରୋମାନ୍ସ କରିଛନ୍ତି ।

ସୈଫ ଅଲୀ ଖାନ ଓ କରିଶ୍ମା କପୁର :

Image courtesy: Google

କରିନା କପୁରଙ୍କୁ ବିବାହ କରିବା ପୁର୍ବରୁ ସୈଫ ତାଙ୍କର ଭଉଣୀ କରିଶ୍ମା କପୁରଙ୍କ ସହିତ ‘ହମ ସାଥ ସାଥ ହୈଂ’ ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିଥିଲେ । ଏହି ଫିଲ୍ମରେ ଦୁଇ ଜଣଙ୍କର ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ ।

ଅନିଲ କପୁର ଓ ଶ୍ରୀଦେବୀ :

Image courtesy: Google

୮୦ ଓ ୯୦ ଦଶକରେ ଅନିଲ କପୁର ଓ ଶ୍ରୀଦେବୀଙ୍କର ଯୋଡି ସବୁଠୁ ହିଟ ଥିଲା । ଏହି ଦୁଇ ଜଣ ପାଖାପାଖି ୧୪ଟି ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଶ୍ରୀଦେବୀ ଅନିଲ କପୁରଙ୍କ ଭାଇ ବୋନୀ କପୁରଙ୍କ ସହିତ ବିବାହ କରିଥିଲେ । ମାନେ ଅନିଲ ନିଜ ଭାଉଜଙ୍କ ସହିତ ବଡ ପରଦାରେ ରୋମାନ୍ସ କରିସାରିଛନ୍ତି ।

ଉଦୟ ଚୋପଡ଼ା ଓ ରାନୀ ମୁଖର୍ଜୀ :

Image courtesy: Google

ରାନୀ ମୁଖର୍ଜୀ ଆଦିତ୍ୟ ଚୋପଡ଼ାଙ୍କୁ ବିବାହ କରିଛନ୍ତି । ଆଦିତ୍ୟ ଉଦୟ ଚୋପଡ଼ାଙ୍କର ବଡ ଭାଇ ଅଟନ୍ତି । ଏମିତିରେ ଉଦୟ ଅନ – ସ୍କ୍ରୀନରେ ନିଜ ଭାଉଜ ରାନୀ ମୁଖର୍ଜୀଙ୍କ ସହିତ ‘ମୁଝସେ ଦୋସ୍ତୀ କରୋଗେ’ ଫିଲ୍ମରେ ରୋମାନ୍ସ କରିସାରିଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।