ଏହି ଅଭିନେତ୍ରୀମାନଙ୍କର ମା’ଙ୍କୁ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ, ସୁନ୍ଦରତାରେ କୌଣସି ହିରୋଇନଙ୍କଠୁ କମ ନୁହନ୍ତି

ବର୍ତ୍ତମାନ ସମୟରେ ବଲୀଉଡ ଇଣ୍ଡଷ୍ଟ୍ରି ନିଜର ଭଲ ଫିଲ୍ମ ଓ ଦମଦାର କଳାକାରମାନଙ୍କ କାରଣରୁ ହଲିଉଡ ଇଣ୍ଡଷ୍ଟ୍ରିକୁ ବି ଟକ୍କର ଦେଉଛି । ବର୍ତ୍ତମାନ ବଲୀଉଡ ଷ୍ଟାରମାନଙ୍କର ଫ୍ୟାନ କେବଳ ଭାରତରେ ନାହାଁନ୍ତି ବିଦେଶରେ ବି ବହୁତ ଅଛନ୍ତି । ଯଦି ସୁନ୍ଦରତା କିମ୍ବା ଟଙ୍କା ଆୟ କରିବା ଆୟ କରିବା କଥା ତେବେ ଆଜି ଆମର ବଲୀଉଡ ଅଭିନେତ୍ରୀମାନେ ବି ସବୁ ଜାଗାରେ ଛାଇ ରହିଛନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ସଫଳ ହୋଇଥିବା ସେହି ଅଭିନେତ୍ରୀମାନଙ୍କ ମା’ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପରଦା ପଛରେ ରହି ଏମାନଙ୍କୁ ସହଯୋଗ କରିଥାନ୍ତି । ଏହା ଛଡା ଏହି ଅଭିନେତ୍ରୀମାନଙ୍କର ମା ‘ ମାନେ ବି ସୁନ୍ଦରତାରେ ନିଜର ଝିଅମାନଙ୍କ ଠାରୁ କମ ନୁହନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ବଲୀଉଡର ସେହି ଅଭିନେତ୍ରୀମାନଙ୍କର ଫେମସ ଓ ସୁନ୍ଦର ମା’ଙ୍କ ବିଷୟରେ ।

ଦୀପିକା ପାଦୁକୋନ ଓ ଉଜ୍ଜଲା ପାଦୁକୋନ

Image courtesy: Google

ବଲୀଉଡ ରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଜଲୱା ଦେଖାଇଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ସେ ଗୋଟିଏ ରୁ ବଳି ଗୋଟିଏ ହିଟ ଫିଲ୍ମ ଦେଇ ନିଜର ପରିଚୟ କରିସାରିଛନ୍ତି । ଆଜି ଦୀପିକାଙ୍କର ସୁନ୍ଦରତା ଉପରେ ସମସ୍ତେ ପାଗଳ ଅଟନ୍ତି ଓ ତାଙ୍କର ମା’ ବି ନିଜ ଝିଅ ଠାରୁ କମ ସୁନ୍ଦର ନୁହନ୍ତି, ତାଙ୍କ ମା’ଙ୍କର ନାମ ଉଜ୍ଜଲା ଅଟେ ଯିଏକି ଦୀପିକାଙ୍କ ଭଳି ବହୁତ ସୁନ୍ଦର ଅଟନ୍ତି ।

ଶ୍ରଦ୍ଧା କପୁର ଓ ଶିବାଙ୍ଗୀ

Image courtesy: Google

ବଲୀଉଡର କ୍ୟୁଟ ଓ ମସ୍ତ ରହୁଥିବା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମା’ ଶିବାଙ୍ଗୀଙ୍କୁ ଆପଣ ପ୍ରଥମରୁ ହିଁ ଜାଣିଛନ୍ତି । କାରଣ ଶିବାଙ୍ଗୀ ପୁର୍ବରୁ ହିଁ ବଲୀଉଡ ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କ ସମୟରେ ଲକ୍ଷ ଲକ୍ଷ ଲୋକମାନେ ତାଙ୍କର ଦିବାନା ଥିଲେ ।

ଡିଂପଲ କପାଡିୟା ଓ ଟ୍ୱିଂକଲ ଖନ୍ନା

Image courtesy: Google

ବଲୀଉଡରର ଅଭିନେତ୍ରୀମାନଙ୍କ ଫେମସ ଓ ସୁନ୍ଦର ମା’ ଝିଅଙ୍କର ଯୋଡି ମଧ୍ୟରେ ଡିଂପଲ କପାଡିୟା ଓ ଟ୍ୱିଂକଲ ଖନ୍ନାଙ୍କର ନାମ ବି ଆସିଥାଏ । ଦୁଇ ଜଣ ଫେମସ ଅଭିନେତ୍ରୀ ରହିସାରିଛନ୍ତି ।

ପୁନମ ସିନ୍ହା ଓ ସୋନାକ୍ଷୀ ସିନ୍ହା

Image courtesy: Google

ସୋନାକ୍ଷୀ ସିନ୍ହା ବଲୀଉଡ ଫିଲ୍ମ ଜଗତର ଏକ ଜଣା ଶୁଣା ଚେହେରା ଅଟନ୍ତି । ସୋନାକ୍ଷୀଙ୍କର ଚେହେରା ଓ କଥାବାର୍ତ୍ତା ଶୈଳୀ କଥା କହିଲେ ବିଲକୁଲ ସେ ନିଜ ମାଙ୍କ ଉପରେ ଯାଇଛନ୍ତି । ଦୁଇ ଜଣଙ୍କୁ ଦେଖି କେହି ବି କହିଦେବ କି ଦୁଇ ଜଣ ମା’ ଝିଅ ଅଟନ୍ତି ।

ଉର୍ବଶୀ ରୌତେଲା ଓ ମୀରା ରୌତେଲା

Image courtesy: Google

ଅଭିନେତ୍ରୀ ଉର୍ବଶୀ ରୌତେଲା ବଲୀଉଡର ସୁନ୍ଦର ଓ ସବୁଠୁ ଗ୍ଲୈମରସ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଟନ୍ତି । ଉର୍ବଶୀଙ୍କର ସୁନ୍ଦରତା ଦେଖି ସମସ୍ତେ ତାଙ୍କର ଦିବାନା ଅଟନ୍ତି କିନ୍ତୁ ଯଦି ତାଙ୍କ ମା’ଙ୍କ କଥା କୁହାଯାଏ ତେବେ ତାଙ୍କ ମା’ଙ୍କର ସୁନ୍ଦରତା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ମା’ ବି ବଲୀଉଡର କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।