ବିବାହ ପରେ ହଠାତ ରାଜ୍ୟପାଳଙ୍କୁ ଭେଟିଲେ ସବ୍ୟସାଚୀ ଓ ଅର୍ଚ୍ଚିତା ଓ ମାଗିଲେ କିଛି ଏମିତି ଜିନିଷ…

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସବ୍ୟସାଚୀ ଓ ଅର୍ଚିତା ପରସ୍ପରକୁ ନଜର ଜୀବନସାଥି ରୂପରେ ବାଛିଛନ୍ତି । ଅର୍ଥାତ ଦୁଇ ଜଣ ବିବାହ କରିଛନ୍ତି । କହିବାକୁ ଗଲେ ଅର୍ଚିତା ଓ ସବ୍ୟସାଚୀଙ୍କ ବିବାହର ଖବର କିଛି ଦିନ ତଳେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଥିଲା । ଏହା ସହିତ ସବ୍ୟସାଚୀ ଓ ଅର୍ଚିତାଙ୍କ ବିବାହର ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି କାହିଁକି ସବ୍ୟସାଚୀ ଓ ଅର୍ଚିତା ବିବାହ ପରେ ହଠାତ ରାଜ୍ୟପାଲଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ।

କହିଦେଉଛୁ କି ମାର୍ଚ୍ଚ ୧ରେ ସବ୍ୟସାଚୀ ଓ ଅର୍ଚିତା ବିବାହ କରିଥିଲେ ଏବଂ ରାଜସ୍ଥାନର ଜୋଧପୁରରେ ଦୁଇ ଜଣ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଦୁଇ ଜଣ ଓଡିଶାକୁ ଫେରିଥିଲେ । ଓଡିଶାକୁ ଫେରି ଆସିବା ପରେ ଅର୍ଚିତା ସବ୍ୟସାଚୀଙ୍କ ଘର ଅର୍ଥାତ ନିଜର ଶଶୁରଘରକୁ ଯାଇଛନ୍ତି ।

ବିବାହ ପରେ ପରେ ଅର୍ଚିତା ନିଜର ଶାଶୁଘରେ କଣ ସବୁ କରୁଛନ୍ତି ଏହା ବିଷୟରେ ମଧ୍ୟ ଆପଣ ସମସ୍ତେ ଜାଣିଛନ୍ତି । କାରଣ ଏମାନେ ନିଜର ବିବାହ ପର ଠାରୁ ସବୁ ମୁହୂର୍ତର ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରୁଥିଲେ । ତାଙ୍କର ଫ୍ୟାନମାନେ ବି ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ସବୁକିଛି ଜାଣି ପାରୁଥିଲେ ।

ଏହି ସବୁ ମଧ୍ୟରେ ଅର୍ଚିତା ଓ ସବ୍ୟସାଚୀ ଓଡିଆର ରାଜ୍ୟପାଳଙ୍କୁ ସାକ୍ଷାତ ମଧ୍ୟ କରିବାକୁ ଯାଇଥିଲେ । ଏମିତିରେ ସମସ୍ତେ ଜାଣିବାକୁ ଚାହୁଁଥିଲେ କି କାହିଁକି ସବ୍ୟସାଚୀ ଓ ଅର୍ଚିତା ରାଜ୍ୟପାଳଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । କହିଦେଉଛୁ କି ସବ୍ୟସାଚୀ ଓ ଅର୍ଚିତା ଓଡିଶାର ରାଜ୍ୟପାଳ ଗଣେଶ ଲାଲଙ୍କୁ ସାକ୍ଷାତ କରିଛନ୍ତି ଓ ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।

ଏହା ପରେ ସବ୍ୟସାଚୀ ଓ ଅର୍ଚିତା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଅର୍ଚିତା, ସବ୍ୟସାଚୀ ଓ ରାଜ୍ୟପାଲ ଗଣେଶ ଲାଲ ନଜର ଆସୁଛନ୍ତି ।

ଏହି ଫଟୋକୁ ଶେୟାର କରି ସବ୍ୟସାଚୀ ଲେଖିଛନ୍ତି କି ବିବାହ ପରେ ସେ ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ କାମନା କରୁଛନ୍ତି । ଏହି କ୍ରମରେ ସେ ରାଜ୍ୟପାଲ ଗଣେଶ ଲାଲଙ୍କ ସହ ସାକ୍ଷାତ କରିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ