ନିଜର କିଛି ଅଜବ ହଟ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ Kangana Ranaut ଙ୍କୁ ହେବାକୁ ପଡିଲା ଲଜ୍ଜିତ, ଦେଖନ୍ତୁ ଫଟୋ

ଗତ ବର୍ଷ ଭଳି ଏଥର ବି କଙ୍ଗନା ଖୁବ ଚର୍ଚ୍ଚା ରେ ଅଛନ୍ତି । ସେ କରନ ଜୋହାର ଙ୍କୁ ପୁଣି ଥରେ କିଛି କହି ମିଡିଆ ସାମନାକୁ ଆସିଛନ୍ତି । କରନ ଓ କାରତିକ ଆରିୟାନ ଙ୍କ ମଧ୍ୟରେ କିଛି କଥାକୁ ନେଇକି ମତ ଭେଦ ହୋଇଛି ଯାହା ପାଇଁ ତାଙ୍କୁ କରନ କାରତିକ ଙ୍କୁ ନିଜ ଚଳଚିତ୍ର ରୁ ବାହାର କରି ଦେଇଛନ୍ତି । ଏହା ପାଇଁ ତାଙ୍କୂ ଦୋସ୍ତାନା 2 ରୁ ବାହାର କରିଥିଲେ କରନ । ଏହାକୁ ନେଇ କଙ୍ଗନା କହିଛନ୍ତି ପୁଣି କି ଏଠାରେ କେବେଳ ନିଜ ପରିବାର ଲୋକଙ୍କ ପାଇଁ ଜାଗା ଅଛି । କେବଳ ଏତିକି ନୁହେଁ ବରଂ କଙ୍ଗନା ଙ୍କ ବୋଲ୍ଡ ରୂପ କୁ ଦେଖିକି ତାଙ୍କୁ ଖୁବ ଚର୍ଚ୍ଚାରେ ରକ୍ଷା ଯାଇଛି ।  ଆସନ୍ତୁ ଜାଣିବା କଙ୍ଗନା ଙ୍କ ବ୍ଲୋଡ ଗ୍ଲାମରସ ଲୁକ ବିଷୟରେ ।

ପ୍ରଥମେ ଆସନ୍ତୁ ଜାଣିବା ୨୦୧୯ ରେ ଆସିଥିବା କାନ ଚଳଚିତ୍ର ପାଇଁ ସେ ଏକ ନୂଆ ରୂପରେ ଦେଖା ଦେଇଥିଲେ । ଏହାକୁ ଅଧିକ ଭାବେ କେହି ଅଭିନେତ୍ରି ମାନେ ପିନ୍ଧନ୍ତିନି ଏହି ଡ୍ରେସ ର ନାମ ହେଉଛି “ଡି ମୋଡିକନ ସୁଟ” ଏହା ସହ ସେ ସ୍ମୋକି ଆଇ ମେକପ ନେଇଥିଲେ । ଏହି ଡ୍ରେସରେ ସେ ଖୁବ ତାରିଫ ନେଇଥିଲେ । ମଣି କରନିକା ଚଳଚିତ୍ରରେ ହେଇଥିବା ପ୍ରମୋଶନ ରେ ସେ “ଶିମରି ଗାଉନ” ପିନ୍ଧିକି ପହଞ୍ଚି ଥିଲେ ସେ ଖୋଲାଚୁଟି ରେ କମ ମେକପ ରେ ଖୁବ ସୁନ୍ଦର ଦେଖାଯାଉଥିଲେ।

ଏଥିରେ ସେ ଖୁବ ସୁନ୍ଦର ଲାଗୁଥିଲେ ବି ତାଙ୍କର ଅଙ୍ଗ ଦେଖା ଯାଉଥିବା ରୁ ତାଙ୍କୁ ଏହି ପାର୍ଟି ରୁ ବାହାରିବାକୁ ପଡିଥିଲା । ସେ କାନ ଫ୍ଲିମ ଫେସ୍ତିବାଲ ରେ ସେ “ଋବୀଲିଙ୍ଗ ପଞ୍ଜାଇଙ୍ଗ” ପିନ୍ଧିଥିଲେ ଏଥିରେ ସେ ଖୁବ ସୁନ୍ଦର ଲାଗୁଥିଲେ ବି ମାତ୍ର ତାଙ୍କର ଏଭଳି ଡ୍ରେସ ପାଇଁ ତାଙ୍କୁ ଖୁବ ଥଟା କରାଯାଇଥିଲା । “ଅପ ସୋଲ୍ଡର ଡ୍ରେସ ସହ ଲେଦର ବ୍ୟାଣ୍ଡ ଓ ଗୋଲ୍ଡେନ ସ୍କଟ” ପିନ୍ଧିଥିଲେ ସେ ଏଥିରେ ଖୁବ ସୁନ୍ଦର ଦେଖାଯାଉଥିଲେ ।

ଏହା ପରେ କାନ ଫିଲ୍ମ ଫେସ୍ତିଭାଲ ପରେ ସେ କେବଳ “ବ୍ରା ଉପରେ ଜ୍ୟାକେଟ ପିନ୍ଧିକି ତଳେ ଗ୍ରୀନ ପ୍ଯାଣ୍ଟ” ପିନ୍ଧିଥିଲେ । ଏଥିରେ ସେ ଖୁବ ବୋଲ୍ଡ ଦେଖାଯାଉଥିଲେ ବି ତାଙ୍କୁ ଏଥି ପାଇଁ ଖୁବ କଥା ଶୁଣିବାକୁ ପଡିଥିଲା। ଏହା ପରେ ସେ “କାଞ୍ଜିବରମ ଶାଢୀ” ସହ “କୋ ସେ ବ୍ଳାଉଜ’ ପିନ୍ଧିଥିଲେ ଏଥିରେ ତାଙ୍କୁ  ଖୁବ ପ୍ରଶଂସା କରାଯାଇଥିଲା । ଏହା ପରେ ଫିଲ୍ମ ଯଜମେଣ୍ଟାଲ ହେ କ୍ଯା ର ପ୍ରେସ କଂଫେରେନ୍ସ ରେ ସେ “ହାଇ ସ୍ଳିବ” ଡ୍ରେସ ପିନ୍ଧିଥିଲେ ଓ ହେବି ବନ କରିଥିଲେ ।

ଏହା ପରେ ଏକ ରିପୋଟର ସହ କଙ୍ଗନା ଙ୍କର ଅଧିକ ଯୁକ୍ତି ହେବା ଦ୍ଵାରା ତାଙ୍କୁ ବଏକଟ କରିବା ପାଇଁ କୁହା ଯାଇଥିଲା । କଙ୍ଗନା ଡିନର କରିବା ପାଇଁ ଯିବା ବେଳେ ବ୍ଲାକ ର ଏକ “ମେକ୍ସି ଡ୍ରେସ” ପିନ୍ଧିକି ଆସିଥିଲେ ଯେଉଁ ଥିରେ ନେକରେ “ଓନ୍ଲି ଷ୍ଟ୍ରାଇପ” ଭଳି ଥିଲା ଯାହା ପାଇଁ ତାଙ୍କୁ ପରିହାସ ର ସାମ୍ନା କରିବାକୁ ପଡିଥିଲା କାରଣ ତାଙ୍କୁ ସବୁ କହିଥିଲେ କି ସେ ଭୁଲରେ ବୋଧେ ହୁଏ ନାଇଟ ଡ୍ରେସ ପିନ୍ଧିକି ଆସି ଯାଇଛନ୍ତି । ଏହି କିଛି ଡ୍ରେସ ପାଇଁ କଙ୍ଗନା ପରିହାସ ର ପାତ୍ର ହୋଇଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।