ବାହାଘରର ଏତେ ବର୍ଷ ପରେ ବି ମା’ ହେଇ ପାରିଲେ ନାହିଁ Bollywood ର ଏହି 5 ଜଣ ହିରୋଇନ, ୧ ନମ୍ବର ହିରୋଇନଙ୍କ ବାହାଘରକୁ ତ ହୋଇ ସାରିଛି 53 ବର୍ଷ

ବଲୀଉଡରେ ପ୍ରାୟତଃ ସବୁ ଅଭିନେତ୍ରୀମାନେ ଫିଲ୍ମରେ ମାର ଅଭିନୟ କରିଛନ୍ତି । କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ବଡ ପରଦାରେ ତ ମା ର ଅଭିନୟ କରିବାକୁ ସୁଯୋଗ ମିଳିଛି କିନ୍ତୁ ଅସଲ ଜୀବନରେ ସେମାନଙ୍କୁ କେବେ ବି ମା ର ସୁଖ ମିଳି ପାରି ନାହିଁ । କିନ୍ତୁ ଏହି ଅଭିନେତ୍ରୀମାନେ ଅଭିନୟ ଦୁନିଆରେ ବହୁତ ସଫଳତା ହାସଲ କରିଛନ୍ତି ଓ ବର୍ତ୍ତମାନ ଏହି ଅଭିନେତ୍ରୀମାନେ ନିଜର ଅଭିନୟ ଜୀବନରେ ସୁଖମୟ ସମୟ ବ୍ୟତିତ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ୫ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯେଉଁମାନଙ୍କୁ ଜୀବନରେ ମା ହେବାର ସୁଖ ମିଳି ନାହିଁ ।

ସାୟରା ବାନୋ

ବଡ ବଡ ସୁନ୍ଦର ଆଖି ବାଲା ଅଭିନେତ୍ରୀ ସାୟରା ବାନୋ କୋଟି କୋଟି ହୃଦୟରେ ରାଜ କରିଛନ୍ତି । ଅଭିନେତ୍ରୀ ସାୟରା ବାନୋଙ୍କ ଜନ୍ମ ୨୩ ଅଗଷ୍ଟ ୧୯୪୪ରେ ହୋଇଥିଲା । ସାୟରା ବାନୋଙ୍କ କଥା ଆସିଲେ ସୁପରଷ୍ଟାର ଦିଲୀପ କୁମାରଙ୍କ ସହିତ ତାଙ୍କର ପ୍ରେମର ଚର୍ଚା ବି ହୋଇଥାଏ । ସାୟରା ବାନୋ ବଲୀଉଡ ଇଣ୍ଡଷ୍ଟ୍ରିରେ ବହୁତ ମହଙ୍ଗା ରହିଛନ୍ତି ଓ କେତେକ ହିଟ ଫିଲ୍ମରେ କାମ ମଧ୍ୟ କରିଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୁପର ଷ୍ଟାର ଅଭିନେତା ଦିଲୀପ କୁମାରଙ୍କ ସହିତ ସାୟରା ବାନୋ ବିବାହ କରିଛନ୍ତି । କିନ୍ତୁ ସାୟରା ବାନୋ ବାସ୍ତବିକ ଜୀବନରେ ମା ହୋଇ ନାହାନ୍ତି । ବିବାହକୁ 53 ବର୍ଷ ହୋଇଥିଲେ ମଧ୍ୟ ଉଭୟଙ୍କର କୌଣସି ସନ୍ତାନ ହୋଇ ନାହାନ୍ତି ।

ଜୟାପ୍ରଦା

ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜୟାପ୍ରଦା ବି ସାମିଲ ଅଛନ୍ତି । କହିଦେଉଛୁ କି ଜୟାପ୍ରଦା ୧୯୮୬ରେ ଶ୍ରୀକାନ୍ତ ନାହଟାଙ୍କ ସହ ବିବାହ କରିଥିଲେ ଓ ଜୟାପ୍ରଦାଙ୍କ ତିନୋଟି ସନ୍ତାନ ଅଛି । କିନ୍ତୁ ଶ୍ରୀକାନ୍ତ ଜୟାପ୍ରଦାଙ୍କ ଦ୍ଵିତୀୟ ବିବାହ କରିଥିଲେ ଓ ଏହି ତିନି ଜଣ ସନ୍ତାନ ଶ୍ରୀକାନ୍ତଙ୍କ ପ୍ରଥମ ପତ୍ନୀର ସନ୍ତାନ ଅଟନ୍ତି । ବିବାହର ୩୫ ବର୍ଷ ସତ୍ବେ ବି ଆଜି ବି ଜୟାପ୍ରଦାଙ୍କୁ ମା ହେବାର ସୁଖ ମିଳି ନାହିଁ ।

ଶବାନା ଆଜ଼ମୀ

ବଲୀଉଡର ଅଭିନେତ୍ରୀ ଶବାନା ଆଜ଼ମୀ ନିଜର ଦମଦାର ଅଭିନୟ ମାଧ୍ୟମରେ ବଲୀଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କୁ ୫ ଥର ରାଷ୍ଟ୍ରୀୟ ପୁରଷ୍କାର ମଧ୍ୟ ମିଳିଛି । ଶବାନା ଆଜ଼ମୀ ବଲୀଉଡର ଫେମସ ଲେଖକ ଗୀତକାର ଜାବେଦ ଅଖ୍ତରଙ୍କୁ ୧୯୯୪ରେ ବିବାହ କରିଛନ୍ତି । ଜାବେଦ ଅଖ୍ତରଙ୍କୁ ନିଜ ପ୍ରଥମ ପତ୍ନୀଙ୍କ ଠାରୁ ସନ୍ତାନ ସୁଖ ମିଳିଛି । କିନ୍ତୁ ଶବାନା ଆଜ଼ମୀଙ୍କ ସହ ବିବାହର ୩୪ ବର୍ଷ ପରେ ବି ଦୁଇ ଜଣଙ୍କୁ ସନ୍ତାନର ସୁଖ ମିଳି ନାହିଁ ।

ସଂଗୀତା ବିଜଲାନୀ

ପୂର୍ବ ମିସ ଇଣ୍ଡିଆ ଓ ଅଭିନେତ୍ରୀ ସଂଗୀତା ବିଜଲାନୀ ପିଲାଦିନୁ ହିଁ ଅଭିନୟ ଦୁନିଆରେ କାମ କରୁଛନ୍ତି । ଏହା ପରେ ସଂଗୀତା ବିଜଲାନୀ ଜଣେ ଲୋକପ୍ରିୟ ଅଭିନେତ୍ରୀ ବି ହୋଇଛନ୍ତି । ସଂଗୀତା ବିଜଲାନୀ ପୂର୍ବ କ୍ରିକେଟର ଓ ପଲୀଟିଶିୟାନ ମୋହମ୍ମଦ ଅଜରୂଦ୍ଦୀନଙ୍କୁ ବିବାହ କରିଥିଲେ । କିନ୍ତୁ ଏମାନେ ୨୦୧୦ରେ ହିଁ ଅଲଗା ହୋଇଗଲେ । ଏମିତିରେ ସେ ସନ୍ତାନ ସୁଖରୁ ବଞ୍ଚିତ ହୋଇଗଲେ ।

କିରଣ ଖେର

ବଲୀଉଡରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କିରଣ ଖେର ଜଣେ ଅଟନ୍ତି । ମା ଙ୍କ ରୋଲରେ ସେ ବହୁତ ଭଲ ଲାଗନ୍ତି । କହିଦେଉଛୁ କି କିରଣ ଖେର ବଲୀଉଡର କଳାକାର ଅନୁପମ ଖେରଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । କିନ୍ତୁ ତାଙ୍କୁ ମା ହେବାର ସୁଖ ମିଳି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।