ବଲିଉଡ ର ଏହି ଷ୍ଟାର ମାନଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରି ସାରିଛନ୍ତି ସଲମାନ ଖାନ, ନମ୍ବର ୩ ତ ବୁଲିପଡି ସଲମାନଙ୍କୁ ଭଲ କି ଦେଇଥିଲେ ଚାପୁଡା

ବଲୀଉଡ ଜଗତରେ ଏମିତି ବି ବହୁତ କଳାକାର ଅଛନ୍ତି ଯେଉଁମାନେ ନିଜର ରାଗ କାରଣରୁ ବି ଅଧିକ ପରିଚିତ ଅଟନ୍ତି । ବର୍ତ୍ତମାନ ସମୟରେ ଏମିତି ବହୁତ ଅଭିନେତା ଅଛନ୍ତି ଯେଉଁମାନେ ପ୍ରାୟତଃ କ୍ୟାମେରା ସାମ୍ନାରେ ନିଜର ରାଗ ଦେଖାଇ ଥାନ୍ତି । କିନ୍ତୁ ସଲମାନ ଖାନଙ୍କ ଭଳି ରାଗ ବୋଧେ ଅନ୍ୟ କାହାକୁ ଆସୁ ନଥିବ । କହିବାକୁ ଗଲେ ସଲମାନ ଖାନ ଜଣେ ଦୟାଳୁ ଅଭିନେତା ରୂପରେ ଜଣା ଯାଆନ୍ତି ଓ କିଛି ଷ୍ଟାରମାନଙ୍କୁ ବଲୀଉଡରେ ନିଜର ଭବିଷ୍ୟତ ତିଆରି କରିବା ପାଇଁ ସାହାର୍ଯ୍ୟ ବି କରିଛନ୍ତି ।

ଏହା ଛଡା ସେ ଗରିବ ଲୋକମାନଙ୍କୁ ବି ସାହାର୍ଯ୍ୟ କରନ୍ତି । କିନ୍ତୁ ଯେତେବେଳେ ତାଙ୍କୁ କୌଣସି କଥାରେ ରାଗ ଆସିଯାଏ ତେବେ ସେ କାହାକୁ ବି ଛାଡନ୍ତି ନାହିଁ । ଯଦି ତାଙ୍କ ସାମ୍ନାରେ କେହି ବଡ ଷ୍ଟାର ବି ଚାଲି ଆସନ୍ତି ତେବେ ସେ ତାଙ୍କୁ ବି ଛାଡନ୍ତି ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏହିଭଳି ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସଲମାନ ଖାନଙ୍କ ଠାରୁ ଚାପୁଡା ଖାଇ ସାରିଛନ୍ତି ।

ଐଶ୍ୱର୍ୟା ରାୟ

ଗୋଟିଏ ସମୟରେ ସଲମାନ ଖାନ ଓ ଐଶ୍ୱର୍ୟା ରାୟଙ୍କ ପ୍ରେମ ସମ୍ପର୍କ ବଲୀଉଡର ସବୁଠୁ ଚର୍ଚିତ ବିଷୟ ଥିଲା । କିନ୍ତୁ ସଲମାନଙ୍କ ରାଗ ସ୍ଵଭାବ କାରଣରୁ ଦୁଇ ଜଣଙ୍କ ସମ୍ପର୍କ ଭାଙ୍ଗି ଗଲା ଓ ରାଗରେ ସଲମାନ ଖାନ ଐଶ୍ୱର୍ୟାଙ୍କୁ ଚାପୁଡା ମଧ୍ୟ ମାରିଥିଲେ ।

କ୍ୟାଟରୀନା କୈଫ

କ୍ୟାଟରୀନା କୈଫ ବଲୀଉଡର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସଲମାନ ଖାନ ଓ କ୍ୟାଟରୀନା କୈଫଙ୍କ ଅଫେୟାର ଖବର ବି ଗୋଟିଏ ସମୟରେ ବହୁତ ଚର୍ଚିତ ବିଷୟ ଥିଲା । କିନ୍ତୁ ଥରେ ରାଗରେ ସଲମାନ ଖାନ କ୍ୟାଟରୀନା କୈଫଙ୍କୁ ବି ଚାପୁଡା ମାରି ଦେଇଥିଲେ ।

ଜନ ଅବ୍ରାହମ

ଜନ ଅବ୍ରାହମ ଓ ସଲମାନ ଖାନ ମଧ୍ୟରେ କୈଟରୀନା କୈଫଙ୍କୁ ନେଇ ବିବାଦ ହୋଇ ଥିଲା । କହିବାକୁ ଗଲେ ଗୋଟିଏ ଆୱର୍ଡ ଫଂକ୍ଶନରେ ସଲମାନ ଖାନ କୈଟରୀନା କୈଫଙ୍କ ମୋବାଇଲ ଚେକ କରୁଥିଲେ ଓ ଏହା ମଧ୍ୟରେ ତାଙ୍କ ଫୋନରେ ଜନ ଅବ୍ରାହମଙ୍କ ଫୋନ ନମ୍ବର ମିଳିଲା ତ ରାଗରେ ଆସି ସଲମାନ ଖାନ ଜନ ଅବ୍ରାହମ ଉପରେ ହାତ ଉଠାଇ ଦେଇ ଥିଲେ । ଏହା ପରେ ଜନ ଅବ୍ରାହମ ବି ସଲମାନ ଖାନଙ୍କୁ ଏକ ଚାପୁଡା ମାରି ଦେଇଥିଲେ । ଏହା ପର ଦୁଇ ଜଣ ପରସ୍ପରକୁ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ ।

ଶାହରୁଖ ଖାନ

ଗୋଟିଏ ସମୟରେ ଶାହରୁଖ ଖାନ ଓ ସଲମାନ ଖାନ ଭଲ ବନ୍ଧୁ ଥିଲେ । କିନ୍ତୁ ଥରେ ଗୋଟିଏ ପାର୍ଟିରେ ଶାହରୁଖ ଖାନ କୈଟରୀନା କୈଫଙ୍କୁ ନେଇ କିଛି କହି ଦେଇ ଥିଲେ ଓ ସଲମାନ ଖାନ ରାଗରେ ଆସି ଶାହରୁଖ ଖାନଙ୍କୁ ଚାପୁଡା ମାରି ଦେଇଥିଲେ ।

ଆଶା କରୁଛୁ ଆପଣଙ୍କୁ ଆର୍ଟିକିଲ ଟି ପସନ୍ଦ ଆସିଥିବ, ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡର ସବୁ ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ