ରାନୁ ମଣ୍ଡଲଙ୍କୁ ନେଇ କୁମାର ସାନୁ ଖୋଲିଲେ ମୁହଁ, କହିଲେ – ତାଙ୍କ ସହିତ ଗୀତ ଗାଇବାକୁ ଚାହୁଁଛି, କିନ୍ତୁ ଏବେ ତାଙ୍କୁ…

ରେଲୱେ ଷ୍ଟେସନ ଉପରେ ଗୀତ ଗାଇ ନିଜର ଭରଣ ପୋଷଣ କରୁଥିବା ରାନୁ ମଣ୍ଡଲ ବର୍ତ୍ତମାନ ଇଣ୍ଟର୍ନେଟର ଷ୍ଟାର ହୋଇ ଯାଇ ଛନ୍ତି । ଯାହାଙ୍କର ଏଣ୍ଟ୍ରି ବଲୀଉଡରେ ବି ହୋଇ ଯାଇଛି । ରାନୁ ମଣ୍ଡଲଙ୍କର ଫ୍ୟାନ ଫଲୋଇଂଗ ରାତାରାତି ବଢି ଯାଇଛି । ସମସ୍ତେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି । କିନ୍ତୁ ଏହା ମଧ୍ୟରେ କୁମାର ସାନୁ ରାନୁ ମଣ୍ଡଲକୁ ନେଇ ଏକ ବଡ ବୟାନ ଦେଇଛନ୍ତି, ଯାହାକି ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି ।

ରାନୁ ମଣ୍ଡଲଙ୍କ ସହିତ ଗୀତ ଗାଇବାକୁ ଚାହୁଁଛନ୍ତି – କୁମାର ସାନୁ

ବଲୀଉଡର ପ୍ରସିଦ୍ଧ ଗାୟକ ମଧ୍ୟରୁ ଜଣେ କୁମାର ସାନୁ ଯିଏକି ନିଜର ଆବାଜ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି, କିନ୍ତୁ ସେ ବର୍ତ୍ତମାନ ରାନୁ ମଣ୍ଡଲଙ୍କ ସହିତ ଗୀତ ଗାଇବାକୁ ଚାହୁଁଛନ୍ତି । ଯାହାକୁ ନେଇ ସେ ଏକ ବଡ ବୟାନ ବି ଦେଇଛନ୍ତି । ମିଡିୟା ସହିତ କଥାବାର୍ତ୍ତ କରି କୁମାର ସାନୁ କହିଲେ କି ଯେତେବେଳ ବି ବଲୀଉଡରେ କୌଣସି ନୂଆ ସିଙ୍ଗର ଆସିଥାଏ ।

ତେବେ ଆମକୁ ବହୁତ ଖୁସି ହୋଇଥାଏ, ଏମିତିରେ ଯଦି ମୋତେ ତାଙ୍କ ସହିତ ଗୀତ ଗାଇବାର ଅଫର ମିଳିବ, ତେବେ ମୁଁ ନିଶ୍ଚିତ ଗୀତ ଗାଇବି । ଅର୍ଥାତ କୁମାର ସାନୁ ରାନୁ ମଣ୍ଡଲଙ୍କ ସହିତ ଗୀତ ଗାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଅଳ୍ପ ଅପେକ୍ଷା କରିବା ଉଚିତ – କୁମାର ସାନୁ

କୁମାର ସାନୁ କହିଲେ କି ମୁଁ ଶୁଣିଛି କି ରାନୁ ମଣ୍ଡଲ ହିମେଶ ରେଶମିୟାଙ୍କ ସହିତ ଗୀତ ଗାଇଛନ୍ତି, ଯାହାକୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣି ନାହିଁ । କିନ୍ତୁ ବର୍ତ୍ତମାନ ଅଳ୍ପ ଅପେକ୍ଷା କରିବା ଉଚିତ ଓ ଦେଖିବା ଉଚିତ କି ସେ ଆଗକୁ କେମିତି ପ୍ରଦର୍ଶନ କରୁଛନ୍ତି । ଏହା ସହିତ କୁମାର ସାନୁ କହିଲେ କି ଟେକ୍ନୋଲଜୀ ସମୟରେ ନନ ସିଙ୍ଗର ବି ଭଲ ସିଙ୍ଗରଙ୍କ ସହିତ ପରଫର୍ମର ହୋଇ ଯାଇଛନ୍ତି । ଯେଉଁ କାରଣରୁ ସଙ୍ଗୀତ ପୁରାପୁରି ବଦଳି ଯାଇଛି, ଏମିତିରେ ଆମକୁ ରାନୁ ମଣ୍ଡଲକୁ ନେଇ ଅଳ୍ପ ଅପେକ୍ଷା କରିବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।