ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି TV ର ଏହି 5 ଜଣ Actor, ନମ୍ବର 5 ନିଜ ଜୀବନ ଠୁ ବି ଅଧିକ ଭଲ ପାଆନ୍ତି ନିଜ ପତ୍ନୀଙ୍କୁ

ଜଣେ ସ୍ଵାମୀ ଓ ସ୍ତ୍ରୀର ସମ୍ପର୍କ ଖାସ ହେବା ସହ ବହୁତ ପବିତ୍ର ମଧ୍ୟ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀ ସୁଖ ଦୁଖ ସମୟରେ ପରସ୍ପରର ସାଥ ଦେଇଥାନ୍ତି । ବୈବାହିକ ଜୀବନରେ ବିଶ୍ବାସ ରହିବା ନିହାତି ଜରୁରୀ ହୋଇଥାଏ । ଏହି ସମ୍ପର୍କକୁ ଛାଡିଦେଲେ ଅନ୍ୟ କୌଣସି ସମ୍ପର୍କ ଅଧିକ ଦିନ ଯାଏଁ ତିଷ୍ଠି ପାରେ ନାହି । ଯୋଡି ଉପରବାଲା ତିଆରି କରିଥାଏ ଏହିଭଳି କିଛି ମହତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ତ୍ରୀଙ୍କୁ ରାଣୀ କରି ରଖିଛନ୍ତି ।

“ଧିରଜ କପୁର”: ଧିରାଜ କପୁରଙ୍କ ନାଁ ଟିଭି ଇଣ୍ଡଷ୍ଟ୍ରିରେ ସବୁଠାରୁ ହ୍ୟାଣ୍ଡସମ ଅଭିନେତା ଭାବେ ଜଣାଯାଏ। ସେ ୨୦୧୬ରେ ଟିଭି ଅଭିନେତ୍ରୀ ବିନି ଅରୋଡାଙ୍କ ସହ ବିବାହ କରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ସହ ରାଣୀ କରି ରଖିଛନ୍ତି ।

“ରଜତ ତୋକସ” : “ଯୋଦ୍ଧା ଅକବର” ସିରିଏଲରେ ଅକବର ଭୂମିକାରେ ଅଭିନୟ କରିଥିବା ଅଭିନେତା ରଜତ ଜଣେ ସଫଳ ବ୍ୟକ୍ତି ଅଟନ୍ତି । ସେ ବହୁତ କମ ସମୟରେ ସଫଳତା ହାସଲ କରିଥିଲେ ଓ କମ ବୟସରେ ବିବାହ ମଧ୍ୟ କରିଥିଲେ । ୨୦୧୫ରେ ସେ ସୃଷ୍ଟି ନୟରଙ୍କ ସହ ବିବାହ କରି ତାଙ୍କୁ ବେଶ ଖୁସିରେ ରଖିଛନ୍ତି ।

“କରଣବୀର ବୋହରା” : ଟିଭି ଜଗତରେ ଅଭିନେତା କରଣବୀର ବିଗ ବସରେ ଅଭିନୟ କରିବାର ନଜର ଆସିଛନ୍ତି । ୨୦୦୬ରେ ସେ ଟିଜେ ସିଧୁଙ୍କ ସହ ବିବାହ କରି ତାଙ୍କୁ ବହୁତ ଖୁସିରେ ରଖିବା ସହ ସେ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଭଲ ପାଆନ୍ତି ।

“ସୋଏବ ଇବ୍ରାହିମ” :  ଅଭିନେତା ସୋଇଏବ ଟିଭି ଅଭିନେତ୍ରୀ ଦୀପିକା କକ୍କଡ଼ଙ୍କ ସହ ବିବାହ କରିଛନ୍ତି । ଦୀପିକା ସୋଏବଙ୍କୁ ବିବାହ କରିବା ପାଇଁ ନିଜ ଧର୍ମ ବଦଳାଇ ଦେଇଥିଲେ । ସୋଏବ ଦୀପିକାଙ୍କୁ ଜୀବନ ଠାରୁ ଅଧିକ ଭଲ ପାଇବା ସହ ତାଙ୍କୁ ମଲ୍ଲିକା ଭଳି ରଖିଛନ୍ତି ।

“ସବିର ଅହଲୁୱାଲିୟା” : ସିରିଏଲ “କୁମକୁମ ଭାଗ୍ୟ”ରେ ଅଭିନୟ କରୁଥିବା ସବିର ଅହଲୁୱାଲିୟା ୨୦୧୧ରେ କାଞ୍ଚି କୋଲଙ୍କ ସହ ବିବାହ କରିଛନ୍ତି । ଦୁହିଙ୍କ ମଧ୍ୟରେ ଏବେ ସୁଧା ବହୁତ ଭଲ ପାଇବା ରହିବା ସହ ସବିର କାଞ୍ଚିଙ୍କୁ ରାଜକୁମାରୀ ଭଳି ରଖିଛନ୍ତି । ଦୁହିଙ୍କର ଅଯାଇ ଓ ଲବର ନାମରେ ପିଲାମାନେ ଅଛନ୍ତି ।

“ରବି ଦୂବେ” : ରବି ଡୁବେ ଦୂରଦର୍ଶନର ସିରିଏଲ “ସ୍ତ୍ରୀ… ତେରି ଯେ” କାହାଣୀରୁ ନିଜର କ୍ଯାରିଆର ଆରମ୍ଭ କରି ମସୁର ହୋଇଛନ୍ତି । ଏହା ପରେ ସେ “ଯାହାଁ କେ ହମ ସିକନ୍ଦର”, “ଡୋଲି ରାଜା” କେ ଆଦି ସିରିଏଲରେ ଅଭିନୟ କରିଛନ୍ତି । ଜିଟିଭିର “ଜମାଇ ରାଜା” ସିରିଏଲରେ ସେ ଅଧିକ ଲୋକପ୍ରିୟ ହୋଇଥିଲେ । ୨୦୧୩ରେ ସେ ସଗୁନ ମେହେତାଙ୍କ ସହ ବିବାହ କରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ତାହା ସେ ମିଡିଆ ଆଗରେ ଅନେକ ଥର ପ୍ରକାଶ କରି ସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।