ସାଙ୍ଗମାନଙ୍କ ପାର୍ଟିରେ ରଣବୀରଙ୍କୁ ଆଲିଙ୍ଗନ କରୁଥିବାର ଦେଖାଗଲେ ଆଲିୟା ଭଟ୍ଟ, ଫଟୋରେ ଦେଖାଗଲା ରୋମାଣ୍ଟିକ ଅନ୍ଦାଜ, ଦେଖନ୍ତୁ

ବଲୀଉଡର ବହୁ ଚର୍ଚିତ ଯୋଡି ରଣବୀର ଓ ଆଲିୟା ଭଟ୍ଟ ବର୍ତ୍ତମାନ ଦିନରେ ନିଜର ରିଲେସନଶିପକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ଦୁଇ ଜଣ ପ୍ରାୟତଃ ଏକା ସହିତ ସ୍ପଟ ହୋଇ ଯାଆନ୍ତି । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ବି ଭାଇରାଲ ହୋଇଥାଏ । ଏହା ମଧ୍ୟରେ ପୁଣି ଥରେ ରଣବୀର ଓ ଆଲିୟା ଭଟ୍ଟଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦୁଇ ଜଣ ବହୁତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ।

କହିବାକୁ ଗଲେ ରଣବୀର ଓ ଆଲିୟା ଭଟ୍ଟ ପରସ୍ପର ସହିତ ସମୟ ବିତାଇବାର କୌଣସି ବି ଚାନ୍ସ ଛାଡିବାକୁ ଚାହୁଁ ନାହାନ୍ତି । ଯେଉଁ କାରଣରୁ ଦୁଇ ଜଣ ପରସ୍ପରର ଛାଇ ହୋଇ ରହୁଛନ୍ତି ।

ରଣବୀର ଓ ଆଲିୟା ଭଟ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ସମ୍ପର୍କକୁ ଆଧିକାରିକ ରୂପରେ ପୁଷ୍ଟି କରି ନାହାନ୍ତି । କିନ୍ତୁ ପ୍ରାୟତଃ ସଂକେତ ଦେଇ ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇଛନ୍ତି । ଗୋଟିଏ ଇଣ୍ଟରଭ୍ୟୁରେ ଆଲିୟା ଭଟ୍ଟ କହିଥିଲେ କି ତାଙ୍କୁ ରଣବୀର କପୁର ବହୁତ ଭଲ ଲାଗନ୍ତି ଓ ରଣବୀର କପୁର ବି ଆଲିୟା ଭଟ୍ଟଙ୍କୁ ନେଇ ନିଜର ହୃଦୟର କଥା କହିଥିଲେ । କିନ୍ତୁ ସେମାନେ ନିଜର ସମ୍ପର୍କକୁ ନେଇ ଆଧିକାରିକ ରୂପରେ କିଛି ବି କୁହନ୍ତି ନାହିଁ ।

ରଣବୀରଙ୍କୁ ଆଲିୟା ଭଟ୍ଟ ଆଲିଙ୍ଗନ କରିଲେ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ରଣବୀର ଓ ଆଲିୟା ଭଟ୍ଟ ନିଜର ବନ୍ଧୁ ମାନଙ୍କ ସହିତ ନଜର ଆସୁଛନ୍ତି । ଯାହାକି ଏକ ପ୍ରାଇବେଟ ପାର୍ଟୀ ଥିଲା । ଏହି ପାର୍ଟୀର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ରଣବୀର ଓ ଆଲିୟା ଭଟ୍ଟ ବହୁତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି । ଏତିକି ନୁହେଁ ଏହି ଫଟୋରେ ଆଲିୟା ଭଟ୍ଟ ସମସ୍ତଙ୍କ ସାମ୍ନାରେ ନିଜର ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି ।

‘ବ୍ରହ୍ମାସ୍ତ୍ର’ରେ ଏକା ସହିତ ନଜର ଆସିବେ

ଅସଲ ଜୀବନ ଛଡା ଦୁଇ ଜଣ ଫିଲ୍ମି ଜୀବନରେ ବି ଏକା ସହିତ ନଜର ଆସିବେ । ଯାହାର ଶୁଟିଙ୍ଗ ଚାଲିଛି । କହିଦେଉଛୁ କି ରଣବୀର ଓ ଆଲିୟା ଭଟ୍ଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରୁଛନ୍ତି । ଯାହାକି ୨୫ ଡିସେମ୍ବରରେ ରିଲିଜ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।