ପାର୍ଲେ-ଜି ଉପରେ ଥିବା ଝିଅଟି ଏବେ ଦେଖାଯାଉଛି ଏମିତି, ସତ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ତ ଜାଣିଛନ୍ତି ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ । ଏହା ଜରୁରୀ ନୁହେଁ କି ଯେଉଁ ଜିନିଷ ଆମକୁ ଆଜି ଯେମିତି ଦିଶୁଛି ତାହା ୧୦୦ ବର୍ଷ ପରେ ବି ସେହିପରି ଦେଖାଯିବ । କିନ୍ତୁ କିଛି ପ୍ରାକୃତିକ ଜିନିଷରେ ଶହ ଶହ ବର୍ଷ ପରେ ବି କୌଣସି ପରିବର୍ତ୍ତନ ହୋଇ ନଥାଏ । କିନ୍ତୁ ଯଦି ଆମେ ମଣିଷ କଥା କହିବା ତା ମଧ୍ୟରେ ମଧ୍ୟ ପରିବର୍ତ୍ତନ ନିଶ୍ଚୟ ହୋଇଥାଏ । ଆପଣ ତ ଜାଣିଛନ୍ତି କି ଯେତେବେଳେ କୌଣସି ପିଲା ଜନ୍ମ ହୋଇଥାଏ ସେ କେତେ ମାସୁମ ଦେଖାଯାଇଥାଏ । କିନ୍ତୁ ଭବିଷ୍ୟତରେ ସେ ସେହିପରି ଦେଖା ଯାଇନଥାଏ । ତା’ ମଧ୍ୟରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

Image courtesy: Google

ସାଧାରଣତଃ ଆମେ ଯେତେବେଳେ ଛୁଆ ହୋଇଥିଲେ ତେବେ ଆମକୁ ଖାଇବା ଜିନିଷର ବହୁତ ସଉକ ଥାଏ । ସେଥି ମଧ୍ୟରୁ ଗୋଟିଏ ହେଲା ବିସ୍କୁଟ । ଏହାକୁ ସ୍ନାକ୍ସ ରୂପରେ ସବୁଘରେ ବ୍ୟବହାର କରାଯାଇଥାଏ । କେବଳ ପିଲାମାନେ ନୁହଁନ୍ତି ବଡ ମାନେ ମଧ୍ୟ ବିସ୍କୁଟ କୁ ଭଲ ପାଇଥାନ୍ତି । ବଜାରରେ ବହୁତ ପ୍ରକାରର ବିସ୍କୁଟ ମିଳିଥାଏ ସେଥି ମଧ୍ୟରୁ ଗୋଟିଏ ହେଲା ପାର୍ଲେ-ଜି ।

Image courtesy: Google

ଆଜି ବି ଯେତେବେଳେ ବିସ୍କୁଟ ର ନାଁ ଆସିଥାଏ ତେବେ ସବୁଠୁ ପ୍ରଥମେ ଲୋକଙ୍କ ମୁହଁରେ ପାର୍ଲେ-ଜି ର ନାଁ ଆସିଥାଏ । ଆପଣଙ୍କୁ ବି ଏହା ବହୁତ ପସନ୍ଦ ହୋଇଥିବ । କଣ ଆପଣ କେବେ ବି ଭାବିଛନ୍ତି କି ପାର୍ଲେ-ଜି ପକେଟ ଉପରେ ଯେଉଁ ପିଲାର ଫଟୋ ଥାଏ ସେ କିଏ ଅଟେ ? ବହୁତ ଲୋକ ଏହା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କିନ୍ତୁ ସଫଳ ହୋଇ ନାହାଁନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି ଏହି ଫଟୋ କାହାର ଅଟେ ?

Image courtesy: Google

ପ୍ରକୃତରେ ପାର୍ଲେ-ଜି ବିସ୍କୁଟ ପକେଟ ଉପରେ ଯେଉଁ ଝିଅର ଫଟୋ ଦେଖାଯାଏ ତାହା ସୁଧା ମୂର୍ତ୍ତିଙ୍କର ଅଟେ । ସେ ଯେତେବେଳେ ୪ ବର୍ଷର ଥିଲେ ତାଙ୍କର ବାପା ଏହି ଫଟୋ ଉଠାଇ ଥିଲେ । ଏହି ଫଟୋ କୁ ପାର୍ଲେ-ଜି କମ୍ପାନୀ ନିଜ ବ୍ରାଣ୍ଡ ର ବିସ୍କୁଟ ପାଇଁ ବାଛିଲେ ।

Image courtesy: Google

କିନ୍ତୁ ଏବେ ସୁଧା ମୂର୍ତ୍ତି ୬୭ ବର୍ଷର ହୋଇ ଯାଇଛନ୍ତି । ଏହା ପ୍ରଥମ ଥର ହୋଇଛି କି ଗତ ୬୩ ବର୍ଷ ଧରି କୌଣସି ବ୍ରାଣ୍ଡରେ ଗୋଟିଏ ହିଁ ଝିଅର ଫଟୋ ଲାଗିଛି । କିନ୍ତୁ ବହୁତ ୱେବସାଇଟ ଏହି ଝିଅର ନାମ ଅଲଗା ଅଲଗା କହୁଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।