କୋଟି କୋଟି ଟଙ୍କା ଅଛି ଅମିତାଭ ବଚ୍ଚନଙ୍କ ପାଖରେ, କିନ୍ତୁ ଆଜି ବି ଦରିଦ୍ରତାରେ ଡୁବି ରହିଛନ୍ତି ତାଙ୍କର ଏହି ପରିବାର, ଜାଣନ୍ତୁ କିଏ ଏମାନେ

ଅମିତାଭ ବଚ୍ଚନ କେବଳ ଦେଶର ନୁହେଁ ବିଦେଶରେ ବି ନିଜର ପରିଚୟ ବନାଇଛନ୍ତି । ବଲୀଉଡର ସୁପରଷ୍ଟାର କୁହାଯାଉଥିବା ଅମିତାଭ ବଚ୍ଚନ ଯେତେ ପ୍ରସିଦ୍ଧ ହାସଲ କରିଛନ୍ତି ସେତେ ହିଁ ଟଙ୍କା ମଧ୍ୟ ଆୟ କରିଛନ୍ତି । ୬୦ ବର୍ଷରୁ ଉର୍ଦ୍ଧ ବୟସରେ ବି ଅମିତାଭ ବଚ୍ଚନ କାମ କରୁଛନ୍ତି । କୋଟି କୋଟି ଟଙ୍କାର ମାଲିକ ଅମିତାଭ ବଚ୍ଚନଙ୍କ ପରିବାରରେ ସବୁ ସୁଖ ସୁବିଧା ଅଛି । କିନ୍ତୁ ଆଜି ଆମେ ତାଙ୍କ ପରିବାରର ଏକ ଏମିତି ସଦସ୍ୟଙ୍କ ବିଷୟରେ କହିବୁ ଯିଏକି ଆଜି ବି ଗରିବ ଅଛନ୍ତି ।

ଏହା ପୂର୍ବରୁ ଆମେ ସେହି ପରିବାର ବିଷୟରେ କଥାବାର୍ତ୍ତା କରୁ ଆପଣଙ୍କୁ କହିଦେଉଛୁ ଯେ ବଲୀଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ସମ୍ପତି ପାଖାପାଖି ୪୦୦ ମିଲିୟନ ଡଲାର ଅଛି ବୋଲି କୁହାଯାଉଛି ।

ନିଜ କାରିୟରରେ ୧୮୦ ରୁ ବେଶି ଫିଲ୍ମ କରିଛନ୍ତି ଅମିତାଭ ବଚ୍ଚନ । କିନ୍ତୁ ଆଜି ଆମେ ବଚ୍ଚନ ପରିବାର ଠାରୁ ଅଲଗା ହୋଇଥିବା ଏକ ପରିବାର ଯିଏକି ଆଜି ବି ବହୁତ ଗରିବ ଅଟନ୍ତି ତାଙ୍କ ବିଷୟରେ ସୂଚନା ଦେବୁ ।

ଆଜି ଆମେ ଯାହା ବିଷୟର କହିବାକୁ ଯାଉଛୁ ସେ ହେଉଛନ୍ତି ଅମିତାଭ ବଚ୍ଚନଙ୍କର ପିଉସୀଙ୍କର ପୁଅ ଅନୁପ ରାମଚନ୍ଦ୍ର । ଅନୁପ ରାମଚନ୍ଦ୍ରଙ୍କର ବଚ୍ଚନ ପରିବାରଙ୍କ ସହିତ ଖାସ ସମ୍ପର୍କ ଅଛି । ଏହା ସତ୍ବେ ରାମଚନ୍ଦ୍ର ଆଜି ବି ବହୁତ ଗରିବ ଅଟନ୍ତି । ଅନୁପ ରାମଚନ୍ଦ୍ରଙ୍କ ପରିବାର ପୂର୍ବରୁ ଅଳ୍ପ ଧନୀ ଥିଲେ କିନ୍ତୁ ସମୟ ସହିତ ସେ ଗରିବ ହୋଇ ଯାଇଛନ୍ତି । ଅମିତାଭ ଏବଂ ଅନୁପଙ୍କ ମଧ୍ୟରେ ଥିବା ଦୂରତାର ମୁଖ୍ୟ କାରଣ ଏକ ଜମିର ବିବାଦ ଅଟେ ।

ଯେଉଁ କାରଣରୁ ଅମିତାଭ ଅନୁପ ଏବଂ ତାଙ୍କ ପରିବାରରୁ ଦୂରରେ ରହିବାକୁ ପସନ୍ଦ କରୁଛନ୍ତି । ଅନୁପ ଅଭିଷେକ ବଚ୍ଚନଙ୍କ ବାହାଘରରେ ସାମିଲ ନ ହେବାର ପଛରେ ଥିବା କାରଣ ବିଷୟରେ କହିଥିଲେ କି ଟଙ୍କାର ଅଭାବ ଥିବାରୁ ସେ ଆସି ପାରି ନଥିଲେ । ଅନୁପ ଏବଂ ତାଙ୍କ ପତ୍ନୀ ମୁଦୁଳା ଅମିତାଭ ବଚ୍ଚନଙ୍କର କଟଘର ସ୍ଥିତ ଘରେ ରହୁଛନ୍ତି । ଅନୁପଙ୍କ ଅନୁସାରେ ଏହି ଘର ତାଙ୍କର ପୂର୍ବପୁରୁଷଙ୍କର ଅଟେ ।

ଯାହାକୁ ନେଇ ଅମିତାଭ ଏବଂ ଅନୁପଙ୍କ ମଧ୍ୟରେ କିଛି ବିବାଦ ହୋଇଥିଲା । କିନ୍ତୁ ଅମିତାଭ ଅନୁପଙ୍କ ପରିବାରରୁ ନିଜକୁ କାହିଁକି ଦୂରେଇ ରଖିଛନ୍ତି ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତଥାପି କିଛି ଲୋକମାନଙ୍କର କହିବା ଅନୁସାରେ ଅମିତାଭ ବଚ୍ଚନଙ୍କର ଏହା କହିବା ଅଟେ ତାଙ୍କର ସେହି ପୂର୍ବପୁରୁଷଙ୍କ ଘରକୁ ଏକ ସଙ୍ଘ୍ରାଲୟ ତିଆରି କରି ସେଠି ହରିବଂଶ ରାୟ ବଚ୍ଚନଙ୍କର ସବୁ ଜିନିଷକୁ ରଖାଯାଉ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।