ସାଉଥ ଷ୍ଟାର Ram Pothineni ଙ୍କ ଏହି ଟି ଫିଲ୍ମ କୁ କେବେ ବି ଦେଖିବା ପାଇଁ ଚାହାଁନ୍ତି ନାହିଁ Anupama Parmeswar

ସାଉଥ ଇଣ୍ଡଷ୍ଟ୍ରିର ହୀରୋ ହିରୋଇନମାନେ ବହୁତ ପପୁଲାର ଅଟନ୍ତି । ପରନ୍ତୁ ଅଭିନେତା ରାମ ପୋଥେନେନୀ ସାଉଥ ଇଣ୍ଡଷ୍ଟ୍ରିର ଏମିତି ଜଣେ ଷ୍ଟାର ଅଟନ୍ତି ଯିଏ କି ଫିଲ୍ମ ଦୁନିଆୟାରେ ବହୁତ ଅଭିନେତ୍ରୀ ସହ କାମ ସାରିଛନ୍ତି । ଯେଉଁଥିରୁ ଜଣେ ଅଭିନେତ୍ରି ଅଟନ୍ତି ଅନୁପମା ପରମେଶ୍ବରଣ । ତାଙ୍କ ସହିତ ୟୁନ ନାଧୀ, ଅକାତ ହେ ଜିନ୍ଦିଗୀ ହେଲୋ ଗୁରୁ, ପ୍ରେମା କସ  ନଜର ଆସିଥିଲେ ।

ଏହି ଫିଲ୍ମରେ କାମ କରିବା ପରେ ଭଲ ପାଇବା ଆରମ୍ଭ ହୋଇଯାଇଥିଲା । ସେଥିପାଇଁ ସବୁ ଜାଗାରେ ତାଙ୍କୁ ସ୍ପଟ କରଯାଇଥିଲା । ଏମାନଙ୍କ ଭିତରେ ଭଲପାଇବାର ବଣ୍ଡିଙ୍ଗ ଦେଖାଯାଇଥିଲା ।

ଏହି କପଲଙ୍କ ଭିତରେ ଅତ୍ୟଧିକ ଭଲ ପାଇବା ଥିଲେ ମଧ୍ୟ ଅନୁପମା ନିଜର ବୟଫ୍ରେଣ୍ଡଙ୍କର ଚାରୋଟି ଫିଲ୍ମ ଦେଖିବାକୁ ସେ ପସନ୍ଦ କରୁ ନାହାନ୍ତି । କଣ ସେଇ ଚାରିଟା ଫିଲ୍ମ ଏଭଳି କଣ ଅଛି ସେହି ଫିଲ୍ମ ମଧ୍ୟରେ ଯାହାକି ତାଙ୍କର ଗଲ ଫ୍ରେଣ୍ଡକୁ ପସନ୍ଦ ନାହିଁ । ଆପଣ ଏହାର ପଛର କାରଣ ଜାଣିବାକୁ ଚାହୁଞ୍ଚଛନ୍ତି ।

ପ୍ରଥମ ଫିଲ୍ମ ହେଉଛି ଡେନଜରିୟସ ଖିଲାଡ଼ି -୫

ଏହି ଫିଲ୍ମରେ ରାମ ପୋଥେନେନି ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ଅନୁପମା ପସନ୍ଦ କରୁନାହାନ୍ତି । ଏହା ୨୦୧୨ ମସିହାରେ ଫିଲ୍ମଟି ହୋଇଥିଲା । ରାମ ପୋଥେନେନୀ ସହିତ ତମନ୍ନା ଭାଟିଆ ନଜର ଆସିଥିଲେ । ଯେଉଥିରେ ଦୁଇଜଣ ଯାକ ଭଲ ପଦର୍ଶନ କରିଥିଲେ । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ଫଲ୍ପ ହୋଇଥିଲା । ସେଥିପାଇଁ ରାମ ପୋଥେନେନୀ ବହୁତ ନିରାଶ ହୋଇଥିଲେ । ରାମ ପୋଥେନେନିକୁ ନିରାଶ ହେବାର ଦେଖିବା ପରେ ଅନୁପମା ଏହି ଫିଲ୍ମଟିକୁ ଦେଖିବେନି । ଆଉ ରାମ ସାମନାରେ ଏହି ଫିଲ୍ମର ନାମ ନେବେ ନାହିଁ ।

ଦ୍ଵିତୀୟ ଫିଲ୍ମ ଆଇ ସ୍ମାର୍ଟ ଶଙ୍କର

ଏହି ଫିଲ୍ମଟି ମଧ୍ୟ ବହୁତ ଭଲ ହୋଇଥିଲା । କିନ୍ତୁ ଅନୁପମା ଏହି ଫିଲ୍ମଟିକୁ ଦେଖିବା ପାଇଁ ପସନ୍ଦ କରୁନାହାନ୍ତି । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲା । କିନ୍ତୁ ଏହି ଫିଲ୍ମରେ ରାମ ପୋଥେନେନୀ ନକରାତ୍ମକ ରୋଲରେ ଅଭିନୟ କରିଛନ୍ତି । ଯେଉଁଥିରେ କି ଦୁଷ୍ଟ ଲୋକଙ୍କଠାରୁ ନିଜ ପରିବାରକୁ ବଞ୍ଚାଇବା ପାଇଁ ଘାତକ ରୂପ ନେଇଛନ୍ତି । ତାଙ୍କର ଏହି ନକରାତ୍ମକ ଅଭିନୟ ଯୋଗୁ ଦର୍ଶକମାନେ ବହୁତ ଆଲୋଚନା କରିଛନ୍ତି । ସେଥିପାଇଁ ଅନୁପମା ବରଦାସ୍ତ କରିପାରିଲେ ନାହିଁ । ସେଥିପାଇଁ ଏହି ଫିଲ୍ମ ଦେଖିବାକୁ ଚାହାନ୍ତି ନାହିଁ ।

ତୃତୀୟ ଫିଲ୍ମ ଶିବମ

ଅନୁପମା ଯେଉଁ ଫିଲ୍ମଗୁଡିକ ପସନ୍ଦ କରୁନାହାନ୍ତି ସେହି ଫିଲ୍ମ ମଧ୍ୟରୁ ଶିବମ ଫିଲ୍ମ ମଧ୍ୟ ଅଟେ । ରାମ ପୋଥ୍ନେନୀ ଏହି ଫିଲମରେ ବହୁତ କଷ୍ଟ କରିଥିଲେ । କିନ୍ତୁ ଏହି ଫିଲ୍ମର ରଙ୍ଗ ଆଣିପାରିନାହାନ୍ତି । ବକ୍ସ ଅଫିସରେ ଏହି ଫିଲ୍ମଟି ଫ୍ଲପ ହୋଇଥିଲା । ସେଥିପାଇଁ ସେ ବହୁତ ନିରାଶ ହୋଇଥିଲେ । ରାମ ପୋଥେନେନୀକୁ ନିରାଶ ହେବାର ଦେଖିଲା ପରେ ସେ ଆଉ ଏହି ଫିଲ୍ମକୁ ଦେଖିବାକୁ ଚାହାନ୍ତି ନାହିଁ ।

ଚତୁର୍ଥ ଫିଲ୍ମ ପଣ୍ଡାଗୋ ଚେସକୋ

ଏହି ଫିଲ୍ମଟି ୨୦୧୫ ମସିହାରେ ହୋଇଥିଲା । ତାଙ୍କର ଗାର୍ଲ ଫ୍ରେଣ୍ଡ ଅନୁପମା ଏହି ଫିଲ୍ମଟିକୁ ଦେଖିବା ପାଇଁ ପସନ୍ଦ କରୁନାହାନ୍ତି । କିନ୍ତୁ ଏହି ଫିଲ୍ମ ଫ୍ଲପ ହେବାର କୌଣସି କାରଣ ନାହିଁ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଥିଲା । କିନ୍ତୁ ଏହି ଫିଲ୍ମରେ ରାମ ପୋଥେନେନୀ କିଛି ଷ୍ଟଣ୍ଟ କରିବା ସମୟରେ କ୍ଷତ ବିକ୍ଷତ ହୋଇଥିଲେ । ଯେତେବେଳ ତାଙ୍କୁ ଜଣାପଡିଲା ସେ ବହୁତ ଦୁଖୀ ହୋଇଯାଇଥିଲେ ।  ସେ ମନେ ପକେଇବାକୁ ଚାହୁଁନାହାନ୍ତି ଯେଉଁଠାରେ ରାମ ପୋଥେନେନୀ କଷ୍ଟ ପାଇଥିଲେ । ସେହି ଯୋଗୁ ସେ ସେହି ଫିଲ୍ମଟିକୁ ଦେଖିବା ପାଇଁ ଚାହୁଁନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।