ମାଧୁରୀ ଦୀକ୍ଷିତଙ୍କ ଦୁଇ ପୁଅ ଦେଖା ଯାଆନ୍ତି ବହୁତ ହ୍ୟାଣ୍ଡସମ ଆଉ ସ୍ମାର୍ଟ, ଦେଖିଲେ ବିଶ୍ଵାସ ହେବ ନାହିଁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କ ବିଷୟରେ ଯିଏ କେଵଳ ନିଜ ଅଭିନୟ ହିଁ ନୁହଁ ନିଜ ନୃତ୍ୟ ମାଧ୍ୟମରେ ମଧ୍ୟ ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି । ଏହା ସହିତ ଆଜି ଆମେ ଆପଣ ମାନଙ୍କୁ କହିବୁ ମାଧୁରୀ ଦୀକ୍ଷିତ ଙ୍କ ଦୁଇ ପୁଅ ଙ୍କ ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ବଲିଉଡ ଇଣ୍ଡଷ୍ଟ୍ରୀକୁ ବହୁତ ବ୍ଲକବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ୯୦ ଦଶକ ବହୁତ ଅଭିନେତା ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ କୁ ବିଦାୟ କରିଛନ୍ତି । କିନ୍ତୁ ଯଦି ମାଧୁରୀ ଦୀକ୍ଷିତ ଙ୍କ ବିଷୟରେ ଯଦି ଆମେ କହିବା ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରୁଛନ୍ତି । ଏହାସହିତ ମାଧୁରୀଙ୍କୁ ଅନେକ ରିଆଲିଟି ସୋ ରେ ମଧ୍ୟ ଦେଖିବାକୁ ମିଳୁଛି ।

କହିବାକୁ ଗଲେ ମାଧୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଟିଭି ରିଆଲିଟି ସୋ ଜରିଆ ରେ ମଧ୍ୟ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମାଧୁରୀ ଙ୍କୁ ଦେଖିବାକୁ ମିଳୁଛି । ବଡ଼ ପରଦା ହେଉ ଅଥବା ଛୋଟ ପରଦାରେ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ । ମାଧୁରୀ ଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା । ମାଧୁରୀ ଦିକ୍ଷୀତ ଙ୍କ ପ୍ରଥମ ଫିଲ୍ମ ହେଉଛି ‘ଅବୋଧ’ ଯେଉଁଥିରେ ସେ ‘ଗୌରୀ’ ଚରିତ୍ର ରେ ଅଭିନୟ କରିଥିଲେ ।

ବର୍ତ୍ତମାନ ମଧ୍ୟ ମାଧୁରୀଙ୍କୁ ନୂଆନୂଆ ଚରିତ୍ର ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି । ମାଧୁରୀ କେବଳ ନିଜ ଅଭିନୟ ମାଧ୍ୟମରେ ହିଁ ନୁହଁ ନିଜ ନୃତ୍ୟ ମାଧ୍ୟମରେ ମଧ୍ଯ ସମସ୍ତ ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି । ଯଦି କହିବା କୁ ଯିବା ତେବେ ମାଧୁରୀ କେବଳ ଫିଲ୍ମ ଦୁନିଆ ରେ ହିଁ ନୁହେଁ ନିଜ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ପରଫେକ୍ଟ ଅଟନ୍ତି । ସମସ୍ତେ ଜାଣିଛନ୍ତି ଯେ ମାଧୁରୀ ଦୀକ୍ଷିତ ଡାଂ ନେନେ କୁ ଵିଵାହ କରିଛନ୍ତି । ନେନେ ଆମେରିକାରେ ରୁହନ୍ତି । ବର୍ତ୍ତମାନ ସେ ମାଧୁରୀ ଏବଂ ନିଜ ପରିବାର ସହ ମୁମ୍ବାଇ ରେ ରହୁଛନ୍ତି ।

ମାଧୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ସଫଳତା ଲାଭ କରିବା ପରେ ଡାଂ ନେନେ କୁ ବିବାହ କରିଥିଲେ । ଆପଣ ମାନଙ୍କୁ ଜଣାଇ ଦେବା କୁ ଚାହିଁବୁ ଯେ, ମାଧୁରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ବୋଲି ତାଙ୍କ ସ୍ୱାମୀ ନେନେ ଜାଣିନଥିଲେ । ଵିଵାହ ପରେ ସେ ଜାଣିବା କୁ ପାଇଲେ ଯେ, ମାଧୁରୀ ବଲିଉଡ ର ଜଣେ ବରିଷ୍ଠ ଅଭିନେତ୍ରୀ ବୋଲି ।

ମାଧୁରୀ ଙ୍କ ୨ ଜଣ ପୁଅ ମଧ୍ୟ ଅଛନ୍ତି । ଯିଏ ଦେଖିବାକୁ ବହୁତ ସୁନ୍ଦର । ଏଥି ମଧ୍ୟରୁ ଜଣଙ୍କ ନାଁ ରେହାନ ଏବଂ ଅନ୍ୟ ଜଣଙ୍କ ନାଁ ଆରୟାନ । ମାଧୁରୀ ଙ୍କ ବଡ ପୁଅ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଷ୍ଟାର ଭାବରେ ପ୍ରସିଦ୍ଧ ହୋଇ ସାରିଛନ୍ତି । ମାଧୁରୀ ନିଜର ୨ ପୁଅଙ୍କ ଖୁବ ଯତ୍ନ ନିଅନ୍ତି । ମାଧୁରୀ ଙ୍କ ୨ ପୁଅ ପାଠ ପଢ଼ାରେ ମଧ୍ୟ ଅଗ୍ରଣୀ ଅଟନ୍ତି । ମାଧୁରୀ ଙ୍କ ବଡ ପୁଅ ର ଜନ୍ମ ୨୦୦୦ ମସିହାରେ ହୋଇଥିଲା ।

ଆରୟାନ ବର୍ତ୍ତମାନ ବଡ ହେଲା ପରେ ନିଜ ପିତା ଡାଂ ନେନେ ଙ୍କ ଭଳି ଦେଖାଯାଉଛନ୍ତି । ତାଙ୍କର ବ୍ୟକ୍ତିତ୍ବ ମଧ୍ଯ ନିଜ ପିତା ଙ୍କ ସହ ମିସେ । ଶୁଣିବାକୁ ମିଳୁଛି ଯେ, ମାଧୁରୀ ଙ୍କ ବଡ଼ପୁଅ ଆରୟାନ ଖୁବଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଅର ଆରମ୍ଭ କରିବା କୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।