ଯେତେବେଳେ ଖସିଗଲା TV ର ଏହି 5 ହିରୋଇନଙ୍କ ଡ୍ରେସ, ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଲା ଲଜ୍ଜିତ

ଆଜିକାଲି ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ବଲୀଉଡରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରି ସାରିଛନ୍ତି । ଏହା ସହିତ ଏହି ଅଭିନେତ୍ରୀମାନେ ଫ୍ୟାସନ ମାମଲାରେ ହଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କୁ ବି ପଛରେ ଛାଡୁଛନ୍ତି । କିନ୍ତୁ ଟିଭି ଇଣ୍ଡଷ୍ଟ୍ରିର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରାୟତଃ ଇଭେଣ୍ଟ ଓ ଫଙ୍କସନରେ ନିଜର ଡ୍ରେସ କାରଣରୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହୋଇ ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ହିଁ କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ।

ଜସମ‍ିନ ଭସୀନ

ଜସମ‍ିନ ଭସୀନ ଟିଭି ଇଣ୍ଡଷ୍ଟ୍ରିର ଜଣେ ଏମିତି ଅଭିନେତ୍ରୀ ଅଟନ୍ତି ଯାହାଙ୍କ ଉପରେ ସବୁ ପ୍ରକାରର ଡ୍ରେସ ଭଲ ଲାଗିଥାଏ ଓ ସେ ବହୁତ ଗ୍ରେସଫୁଲି ନିଜର ଡ୍ରେସକୁ କ୍ୟାରି ବି କରନ୍ତି । କିନ୍ତୁ ଜୀ ଗୋଲ୍ଡ ଆୱାର୍ଡ ଫଙ୍କସନ ୨୦୧୬ରେ ଜସମ‍ିନ ଭସୀନ ଗୋଟିଏ ବ୍ଲାକଲେସ ଗାଉନ ପିନ୍ଧିଥିଲେ । ଯେଉଁ କାରଣରୁ ତାଙ୍କର ସାଇଟ କ୍ଳେଭେଜ ବହୁତ ଅଧିକ ଦେଖା ଯାଉଥିଲା । ଯେଉଁ କାରଣରୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଗଲା ।

ନେହା ଶର୍ମା

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପପୁଳାର ଅଭିନେତ୍ରୀ ନେହା ଶର୍ମା ୨୦୧୬ର ଏକ ଆୱାର୍ଡ ଫଙ୍କସନ ସମୟରେ ଚର୍ଚାରେ ସେତେବେଳେ ଆସିଗଲେ ଯେତେବେଳେ ସେ ସେଠି ଧଳା ରଙ୍ଗର ବ୍ଲାକଲେସ ସିଲଭର ରଙ୍ଗର ଗାଉନ ପିନ୍ଧି ଆସିଥିଲେ ଓ ଏହି ସମୟରେ ତାଙ୍କୁ ଦରକାର ଠାରୁ ଅଧିକ ବ୍ଲାକଲେସ ଗାଉନ ପିନ୍ଧିବା ଭାରି ପଡିଥିଲା । କାରଣ ତାଙ୍କର ଏହି ଗାଉନରେ ତାଙ୍କର ଶରୀରର ବହୁତ ଅଂସ ନଜର ଆସୁଥିଲା ।

ହୀନା ଖାନ

ହୀନା ଖାନ ନିଜର ଅଭିନୟ ଓ ସୁନ୍ଦରତା ଦମରେ ଟିଭି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଥରେ ଗୋଟିଏ ଆୱାର୍ଡ ଫଙ୍କସନରେ ହୀନା ଖାନ ଏକ ଗାଉନ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ । କିନ୍ତୁ ସେ ଏହି ଗାଉନରେ ବହୁତ ଅସମଞ୍ଜସ୍ୟ ବି ଅନୁଭବ କରୁଥିଲେ । ସେ ବାରମ୍ବାର ନିଜର ଗାଉନକୁ ଠିକ କରିବାରେ ହିଁ ବ୍ୟସ୍ତ ରହୁଥିଲେ ।

ସୁରଭି ଚଂଦନା

ସୁରଭି ଚଂଦନାଙ୍କ ସୁନ୍ଦରତା ଓ ଷ୍ଟାଇଲସିସ ଲୁକର ସମସ୍ତେ ଦିବାନା ଅଟନ୍ତିତି । କିନ୍ତୁ ଷ୍ଟାର ପରିବାର ଏକ ଆୱାର୍ଡ ଫଙ୍କସନ ସମୟରେ ସୁରଭି ଚଂଦନା ଏକ ଏମିତି ଡ୍ରେସ ପିନ୍ଧି ଥିଲେ ଯେଉଁ କାରଣରୁ ତାଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା ।

ଏରିକା ଫର୍ନାନ୍ଡିଜ

କହିବାକୁ ଗଲେ ଏରିକା ଫର୍ନାନ୍ଡିଜ ବି ନିଜର ଡ୍ରେସକୁ ନେଇ ବହୁତ ଚର୍ଚିତ ରହିଥାନ୍ତି । କହିବାକୁ ଗଲେ ଗୋଟିଏ ଆୱାର୍ଡ ଫଙ୍କସନରେ ଏରିକା ଫର୍ନାନ୍ଡିଜ ଗୋଟିଏ ଧଳା ରଙ୍ଗର ଡ୍ରେସ ପିନ୍ଧି ଆସିଥିଲେ । ଯେଉଁଥିରେ ସେ ବହୁତ ଅସମଞ୍ଜସ୍ୟ ଅନୁଭବ କରୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।