ବହୁତ ବର୍ଷ ପରେ ଅମୃତା ରାଓ ପ୍ରକାଶ କଲେ ତାଙ୍କ ଦୁଃଖ, କହିଲେ “ମୋତେ ସେହି ଫିଲ୍ମରୁ ବାହାର କରି ଦିଆ ଯାଇଥିଲା, କାହିଁକି ନା ସେଥିରେ…”

ବଲୀଉଡ ଇଣ୍ଡଷ୍ଟ୍ରିରେ କୌଣସି ବି ଫିଲ୍ମର ଶୁଟିଙ୍ଗ ପୂର୍ବରୁ ଏହା କହିବା ବହୁତ କଷ୍ଟ ଅଟେ କି କିଏ ଏଥିରେ ମୁଖ୍ୟ ରୋଲରେ ଅଛନ୍ତି । ବଲୀଉଡରେ ବି ଏମିତି ଖବର ଆସୁଥାଏ କି ଫିଲ୍ମ ସାଇନ କରିବା ପରେ ମଧ୍ୟ କଳକାର ମାନଙ୍କୁ ବୀନା କୌଣସି କାରଣରେ ଆଉଟ କରି ଦିଆଯାଏ । ବର୍ତ୍ତମାନ ହିଁ ତାପସୀ ପନ୍ନୁ ନିଜ ହାତରୁ ଫିଲ୍ମ ବାହାରି ଯାଇଥିବା ଫିଲ୍ମ ବିଷୟରେ କହିଛନ୍ତି ।

କିନ୍ତୁ ବର୍ତ୍ତମାନ ଅମୃତ ରାଓ ନିଜର ବର୍ଷ ପୁରୁଣା ବ୍ୟଥା ବିଷୟରେ କହିଛନ୍ତି ।

ବଲୀଉଡର ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି କି ତାଙ୍କୁ ‘ପତି ପତ୍ନୀ ଔର ୱୋ’ରେ ତାଙ୍କୁ ନିଆ ଯାଇଥିଲା, କିନ୍ତୁ ତାଙ୍କୁ ଅଚାନକ ବାହାର କରଯାଇ ଅନନ୍ୟା ପାଂଡେଙ୍କୁ ନିଆ ଗଲା । ବର୍ତ୍ତମାନ ଏହି ପୁରା ପ୍ରକରଣ ଉପରେ ତାପସୀ ପନ୍ନୁ ନିଜର କ୍ରୋଧ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ଏହି ମାମଲା ଥମି ନାହିଁ କି ଅନ୍ୟ ଏକ ମାମଲା ସାମନାକୁ ଆସିଛି ।

ଫିଲ୍ମ “ବିବାହ”ର ଅଭିନେତ୍ରୀ ଅମୃତା ରାଓ “ବିବାହ” ଫିଲ୍ମ ପରେ ପୁରା ଗାୟବ ହୋଇ ଯାଇଥିଲେ, ବର୍ତ୍ତମାନ ସେ “ଠାକରେ” ଫିଲ୍ମ ଜରିଆରେ ପୁଣି ନିଜ କାରିୟରକୁ ଆରମ୍ଭ କରୁଛନ୍ତି ।

୬ ବର୍ଷ ପରେ ଅମୃତ ରାଓଙ୍କୁ ଫିଲ୍ମରେ ମିଳିଲା କାମ

କହିବାକୁ ଗଲେ, ଅମୃତା ରାଓଙ୍କୁ ବଲୀଉଡରେ ବହୁତ କମ କାମ ମିଳିଛି ଏବଂ ଏହି କାରଣରୁ ସେ ବଲୀଉଡରୁ ଧୀରେ ଧୀରେ ଦୂରେଇ ଗଲେ । ଅମୃତା ରାଓ ବର୍ତ୍ତମାନ ୬ ବର୍ଷ ପରେ ବଲୀଉଡର ଫିଲ୍ମ ‘ଠାକରେ’ ଜରିଆରେ ପୁଣି ଥରେ ଆସୁଛନ୍ତି । ଅମୃତା ରାଓ ଫିଲ୍ମରେ ମୁଖ୍ୟ ରୋଲ କରୁଛନ୍ତି ।

ବହୁତ ବର୍ଷ ପରେ ଅମୃତା ରାଓ କହିଲେ ନିଜ ମନର ଯନ୍ତ୍ରଣା

ବଲୀଉଡର ଅଭିନେତ୍ରୀ ଅମୃତା ରାଓ ବର୍ତ୍ତମାନ କହିଛନ୍ତି କି ଗୋଟିଏ ସମୟରେ ତାଙ୍କୁ ଫିଲ୍ମର ଡାୟରେକ୍ଟର କାସ୍ଟ କରିଲେ ଏବଂ ପ୍ରଥମେ କାହାଣୀ ବି ଶୁଣାଇ ଥିଲେ । କିନ୍ତୁ ପରେ ତାଙ୍କୁ ବିନା କାରଣରେ ବାହାର କରିଦେଲେ । ଅମୃତା ଆଗକୁ କହିଲେ କି ମୋତେ ପରେ ଜଣା ପଡିଲା ଯେ କୌଣସି ଷ୍ଟାର କିଡ୍ସକୁ ଲଞ୍ଚ କରିବା ପାଇଁ ମୋତେ ସେହି ଫିଲ୍ମରୁ ବାହାର କରିଦେଲେ ।

ମୁଁ ରାଗି ନଥିଲି କିନ୍ତୁ ଡାୟରେକ୍ଟର ମୋତେ ସଫା ସଫା କହିଲେ ନାହିଁ, ତାହାର ଆଶା ନଥିଲା ।

ମୋର ବି ବ୍ୟାକଗ୍ରାଉଂଡ ଥିଲେ – ଅମୃତା ରାଓ

ଅମୃତା କହିଲେ କି ଯେତେବେଳ ମୋ ଫିଲ୍ମରୁ ବାହାର କରିଦିଆ ଗଲା ଯଦି ମୋ ପାଖରେ କୌଣସି ଗଡ ଫାଦର ଥାନ୍ତେ ତେବେ ଆଜି ମୁଁ ବି ବହୁତ କିଛି କରିଥାନ୍ତି । ଅମୃତା ରାଓ କହିଲେ କି ମୁଁ ସବୁକିଛି ଶିଖିଲି, କିନ୍ତୁ କେବଳ ଏହା ଶିଖି ପାରିଲି ନାହିଁ କି ବଲୀଉଡରେ କାମ କିପରି ନେଇ ହେବ, ଏବଂ ଆହୁରି କହିଲେ କି ଏହି ସବୁ ଠାରୁ ବହୁତ କିଛି ଶିଖିଲି କିନ୍ତୁ କେବେ ହର ମାନି ନାହାନ୍ତି ।

ଏହି  ଘଟଣା ଉପରେ ଆପଣଙ୍କର ମତାମତ କଣ ଦୟାକରି କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।