ଜଣେ ଆମେରିକାର ଡାକ୍ତର ଭାରତକୁ ଆସିଥିଲେ, ବସ ଷ୍ଟାଣ୍ଡରେ ଗୋଟିଏ ବହି ଦେଖି, ବେହୋସ ହୋଇଗଲେ !

ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।

ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।

୧- ସମସ୍ତଙ୍କର ନିଜ ନିଜର ଲଜିକ ଥାଏ

କିନ୍ତୁ ଯାହାର ଲଜିକ ନିଜ ନିଜ ଭିତରେ ମେଲ ଖାଏ ନାହିଁ

ସେମାନେ ସ୍ୱମୀ ଓ ସ୍ତ୍ରୀ ହୋଇଥାନ୍ତି….

୨- ବିବାହିତ ପୁରୁଷ କେବେ ବି

ନିଜ ସ୍ତ୍ରୀ ର ସ୍ଥିତି କଥା ପଚାରିବ ନାହିଁ

କିନ୍ତୁ ଅନ୍ୟର ସ୍ତ୍ରୀ କଥା ଚିନ୍ତା କରୁଥାଏ…..

୩- ଜ୍ୟୋତିଷୀ ଜାତକ ମିଶାଇଲେ

ଓ କହିଲେ ୩୬ ରୁ ୩୬ ଗୁଣ ମିଶି ଯାଉଛି

ପୁଅ ଘର ଲୋକ ବିବାହ ପାଇଁ ମନା କରି ଦେଲେ

ଝିଅ ଘର ଵାଲା ଆଶ୍ଚର୍ଯ୍ୟ ହୋଇ ପଚାରିଲେ

ସବୁ ଗୁଣ ତ ମିଶି ଯାଉଛି କିନ୍ତୁ ମନା କାହିଁକି କରୁଛନ୍ତି

ପୁଅ ଘର ବାଲା କହିଲେ

ଆମ ପୁଅ ତ ଲଫଙ୍ଗା

ତେବେ କଣ ବୋହୁ ବି ସେହିଭଳି ନେଇ ଆସିବୁ ?….

୪- ଯିଏ ସ୍ତ୍ରୀ ର ବାଣୀ ବୁଝିପାରେ

ସେ ହିଁ ଏକା ପାଠୁଆ ଅଟେ

ବାକି ସବୁ ମୂର୍ଖ…….

୬- ଯେଉଁମାନେ ସବୁଦିନ ଗାଧୋଇ

ପାଣି ବର୍ବାଦ କରୁଛନ୍ତି

ସେମାନଙ୍କୁ ହିଁ ଆର ଜନ୍ମରେ

ମରୁଭୂମିରେ ଓଟ କରି ଛାଡି ଦିଆଯାଏ…..

୭- ପପୁ ସବୁବେଳେ ରାତିରେ ନିଜ ରୋଷେଇ ଘରକୁ ଯାଇ

ଚିନୀ ଡବା ଖୋଲେ ଓ ପୁଣି ବନ୍ଦ କରି ଶୋଇ ଯାଏ

କଣ ପାଇଁ ??

କାହିଁକି ନା ଡାକ୍ତର କହିଛନ୍ତି

ଆପଣଙ୍କୁ ସୁଗାର ରୋଗ ଅଛି

ସବୁଦିନ ନିଜର ସୁଗାର ଚେକ କରିବା

୮- ଡାକ୍ତର – ଆପଣଙ୍କର ଯାଁଆଳା ପିଲା ହୋଇଛି

ସରଦାର – ଏହା ତ ହେବାର ଥିଲା

ପ୍ରୋଗ୍ରାମ ହିଁ ଏହିଭଳି ଦେଖୁଥିଲା

ଇଣ୍ଡିଆନ ଆଇଡଲ- ୨, ନଚ ବଲିୟେ- ୨, ଧୁମ- ୨

ଡାକ୍ତର – ଭଲ ହେଲା ଦିଲୀ- ୬ ଦେଖି ନାହାନ୍ତି…..

୯- ଜଣେ ଆମେରିକାର ଡାକ୍ତର ଭାରତକୁ ଆସିଥିଲେ

ବସ ଷ୍ଟାଣ୍ଡରେ ଗୋଟିଏ ବହି ଦେଖି

ବେହୋସ ହୋଇଗଲେ

କାରଣ- ତାହାର ନାମ ଥିଲା କି

୩୦ ଦିନରେ ଡାକ୍ତର କେମତି ହେବେ

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।