ଓଲିଉଡ ସିଙ୍ଗର ତପୁ ମିଶ୍ରଙ୍କ ଘରକୁ ଆସିଲା ବଡ ଦୁଃଖ ଖବର

ଓଡିଆ ଗାୟିକା ତପୁ ମିଶ୍ର । ସେ ୨୦୦୬ ମସିହାରେ ସେ ନିଜର ବଲିଉଡ ରେ ନିଜର କଣ୍ଠ ଶିଳ୍ପୀର ଜୀବନ ଆରମ୍ଭ କରିଥିଲେ । ସେ ଜଣେ ଏଭଳି ବ୍ୟକ୍ତିତ୍ବର ଅଧିକାରୀ ଯାହା ପାଇଁ ତାଙ୍କ କଳା ଜୀବନ ସାରାର ପୁଞ୍ଜି ଅଟେ ।

ନିଜ କଣ୍ଠରେ ଅନେକ ଗୀତ ଗାଈ ସେ ପ୍ରତେକ ସ୍ରୋତାଙ୍କ ମନକୁ ଚୋରାଇ ନେଇଛନ୍ତି । ତେବେ ତପୁଙ୍କୁ ଏକ ସୁନ୍ଦର କଣ୍ଠ ଶିଳ୍ପୀ ଭାବେ ଗଢିବା ପାଇଁ ତାଙ୍କ ପରିବାର ଓ ତାଙ୍କ ପିତାଙ୍କ ଖୁବ ତ୍ୟାଗ ରହିଛି । କିଛି ଦିନ ତଳର କଥା ଆପଣ ମାନେ ଜାଣିଥିବେ କି ତପୁ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ।

ଆପଣ ମାନେ ଜାଣିଥିବେ ଏବେ ଯଦି ଜଣଙ୍କୁ କରୋନା ହେଉଛି ତେବେ ସାରା ପରିବାର କୁ ହେବାର ସମ୍ଭାବନା ରହୁଛି । ତେଣୁ ସରକାର ଏହା ନିୟମ କରିଚ୍ଚନ୍ତି କି ଯଦି ଜଣେ କରୋନା ରେ ଆକ୍ରାନ୍ତ ହୋଇଛି ତେବେ ସେ ଯେମିତିବି ହେଲେ ନିଜ ପରିବାର ଠାରୁ ଦୂରେଇ ରହିବ ଓ ଏହା ସହ ପାରିବାର ଲୋକମାନେ ମଧ୍ୟ ଏହାର ଚିକିସ୍ଛା ପାଇଁ ନିଜର ପରୀକ୍ଷା କରେଇବା ଆବଶ୍ୟକ ।

ତେବେ ସୁତ୍ରରୁ ଜଣା ପଡିଛି କି ତପୁ କରୋନାରେ ହସ୍ପିଟାଲ ରେ ଥିବା ସମୟରେ । ତାଙ୍କ ବାପା ମଧ୍ୟ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କୁ ଗୁରୁତର ହେବା ପରେ  ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଏବେ ଏହି କଠିନ ପରିସ୍ଥିତି ମଧ୍ୟରେ ତାଙ୍କ ବାପାଙ୍କ ପରୋଲୋକ ଖବର ଆସିଥିଲା । ଏହା ପରେ ତପୁଙ୍କ ଅବସ୍ଥା ମଧ୍ୟ ଧୀରେ ସୁଧୁରିଥିବା ସମୟରେ ଏଭଳି ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି ।

ଏହା ସହ ତପୁ  ଙ୍କୁ ଭୁବନେଶ୍ବର ରେ ଚିକିସଚ୍ଚା କରା ଯାଉଥିବା ହସ୍ପିଟାଲ ରୁ ବାହାର କରି ଆଉ ଏକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ସେ ଜଣେ ଖୁବ ଭଲ ଗାୟିକା । ସେ ଓଡିଆ ଚଳଚିତ୍ରରେ ପ୍ରାୟ ୧୦୪ ରୁ ଅଧିକ ଗୀତ ଗାଇଛନ୍ତି । କୀବଳ ଓଡିଆ ନୁହେଁ ବରଂ ବେଙ୍ଗୋଲି ମଧ୍ୟ ସେ ଗାଇଛନ୍ତି । ବଙ୍ଗାଳୀରେ  ବୋଧେ ହୁଏ ୨୨ ଟି କିମ୍ବା ତାହା ଠାରୁ ଅଧିକ ଗୀତ ଗାଇଛନ୍ତି ତପୁ ।

ତେବେ ସେ ଏଠି ମଧ୍ୟରୁ ଅଦଧିକ ଭଜନ ଗୀତରେ ନିଜ କଣ୍ଠ ଦାନ କରିଛନ୍ତି । ତାହାଙ୍କ ଦେହ ଖରାପ ହୋଇଥିବାରୁ ପ୍ରତେକ ଓଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଲୋକ ତାଙ୍କ ପାଇଁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ତେବେ ଆପଣ ଓ ଆଏ ମଧ୍ୟ ପ୍ରାର୍ଥନା କରୁଛୁ କି ଜଲ୍ଦି ତପୁ ମିଶ୍ର ସୁସ୍ଥ ହୋଇ ଆମ ଗହଣକୁ ଫେରି ଆସନ୍ତୁ ।