ମିଡିଲ କ୍ଲାସ ପିତା ନିଜ ପିଲାଙ୍କ ପାଇଁ ତିଆରି କରିଲେ ଏହି ଖସ୍ ମିନି ଅଟୋ, କାରଣ ଜାଣିଲେ ଆଖିରେ ଲୁହ ଆସିଯିବ

ପ୍ରତ୍ୟେକ ମା’ ବାପା ନିଜ ପିଲାଙ୍କୁ ବହୁତ ଭଲ ପାଇଥାନ୍ତି । ସେମାନେ ନିଜ ପିଲାଙ୍କର ଛୋଟ ଛୋଟ ଇଚ୍ଛାକୁ ପୁରା କରିବାକୁ ଚେଷ୍ଟା କରିଥାନ୍ତି । କୁହାଯାଏ କି ମା’ ନିଜ ପିଲାଙ୍କୁ ସବୁଠୁ ଅଧିକ ଭଲ ପାଇଥାଏ ଓ କିଛି ବି ହେଉଯାଉ ନିଜ ପିଲାଙ୍କୁ ଅସୁବିଧାରେ ଦେଖି ପାରେ ନାହିଁ କିନ୍ତୁ ଗୋଟିଏ ପିତା ର ଭଲ ପାଇବାର କୌଣସି ସୀମା ମଧ୍ୟ ନଥାଏ । ପିତା ଏହା ଦର୍ଶାଉନଥିଲେ ମଧ୍ୟ ସେ ତା ପିଲାଙ୍କୁ ସବୁଠୁ ଅଧିକ ଭଲ ପାଇଥାଏ । ଗୋଟିଏ ପିତା ଦିନ ରାତି ପରିଶ୍ରମ କରିଥାଏ ଯାହା ଦ୍ଵାରା ସେ ନିଜ ପରିବାରକୁ ସୁଖମୟ ଜୀବନ ଦେଇପାରିବ । ଯେଉଁଠି ଗୋଟିଏ ମା’ ନିଜ ଭଲ ପାଇବାକୁ ଦେଖାଇପାରେ ସେହିଠାରେ ଗୋଟିଏ ପିତା ନିଜ ଭଲ ପାଇବାକୁ ଖୋଲି କି ଦେଖାଇ ପାରେ ନାହିଁ । ପିତା ପରିବାରର ମୂଳଦୁଆ ହୋଇଥାଏ ।

ଗୋଟିଏ ପିତାର ଏହି ଚେଷ୍ଟା ଥାଏ କି ସେ ନିଜ ପିଲାଙ୍କର ସବୁ ସ୍ଵପ୍ନକୁ ପୁରା କରିବ, ସେହି ଜିଦ୍ଦିକୁ ପୁରା କରିବାକୁ ତାକୁ ଯେକୌଣସି ସମସ୍ୟାର ସାମ୍ନା କରିବାକୁ ପଡିଲେ ମଧ୍ୟ ସେ କରିଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତିକା ମିଡିଲ କ୍ଲାସ ପିତାର କାହାଣୀ କହିବାକୁ ଯାଉଛୁ ଯିଏ ନିଜ ପିଲାଙ୍କ ଚେହେରାରେ ହସ ଆଣିବା ପାଇଁ ଏକ ଏମିତିକା କାମ କଲେ ଯାହାର ପ୍ରଶଂସା ପୁରା ଦୁନିଆ କରୁଛି ।

ଜଣାଇ ଦେଉଛୁ କି କେରଳରେ ରହୁଥିବା ଅରୁଣ କୁମାର ପୁରୁଷୋଥମନ କିଛି ଏମିତି କରି ଦେଖାଇଛନ୍ତି ଯାହା ଦୁନିଆ ସାରା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ଅରୁଣଙ୍କ ପୁଅ ମାଧବକୃଷ୍ଣଙ୍କୁ ୧୯୯୦ ର ରୋମାଣ୍ଟିକ ଫିଲ୍ମ ‘ଏ ଅଟୋ’ ବହୁତ ପସନ୍ଦ ଅଟେ । ତାର ଇଚ୍ଛା ଥିଲା କି ତା ପାଖରେ ବି ଏମିତିକା ଏକ ଅଟୋ ହେଉ ଯେଉଁଥିରେ ବସି ସେ ମନ ମତାବକ ବୁଲିବାକୁ ଯାଇପାରିବ । ସେ ନିଜ ପିତାଙ୍କ ସହିତ ନିଜର ଏହି ଅନୋଖା ଇଚ୍ଛା ବିଷୟରେ କଥା ହୋଇ ସାରିଛି ।

ଜଣାଇ ଦେଉଛୁ କି ପୁଅର ସ୍ଵପ୍ନକୁ ପୁରା କରିବା ପାଇଁ ଅରୁଣ ନିଜେ ଏକ ଛୋଟ ମିନି ଅଟୋ ତିଆରି କରିଛନ୍ତି କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଅଟୋ ମାତ୍ର ଏକ ଖେଳଣା ନୁହେଁ ପରନ୍ତୁ ଏହା ଅଟୋ ଭଳି ମଧ୍ୟ ଚାଲିଥାଏ ଓ ଏହା ଭିତରେ ସେହି ସବୁ ଜିନିଷ ଅଛି ଯାହା ଗୋଟିଏ ଅଟୋ ରେ ଥାଏ । ଏବେ ଆପଣ ଭାବୁଥିବେ କି ଅରୁଣ ଏହି କାରନାମା କୁ କେମିତି କରିପାରିଲେ । ଜଣାଇ ଦେଉଛୁ କି ପିଲା ଦିନରୁ ହିଁ ଅରୁଣ ବାହନରେ ରୁଚି ରଖିଛନ୍ତି ।

ତାଙ୍କୁ ବି ପିଲା ଦିନେ ଏମିତିକା ଖେଳନା ପାଇବାର ଇଛା ଥିଲା କିନ୍ତୁ ପିତା ଗରିବ ଥିବା କାରଣରୁ ତାଙ୍କୁ ଏମିତିକା ବଡ ବଡ ଖେଳନା ମିଳିପାରୁ ନଥିଲା । ଗୋଟିଏ ଥର ତାଙ୍କ ପିତା କାଠିରେ ତିଆରି ହୋଇଥିବା ସାଇକେଲ ଦେଇଥିଲେ ତେବେ ସେ ସେହିଥିରୁ ବହୁତ ଛୋଟ ଛୋଟ ଖେଳନା ତିଆରି କରି ଦେଇଥିଲେ । ଏତିକି ନୁହେଁ ଅରୁଣ ଦଶମ କ୍ଲାସ ରେ JCB ମେଶିନ ର ୱର୍କିଂ ମିନି ମଡେଲ ବି ତିଆରି କରିଥିଲେ । ଅରୁଣ କହିଥିଲେ କି ଯେବେ ସେ ଘରେ ହିଁ ଏମିତିକା କାର ଅଟୋ ତିଆରି କରି ପାରୁଛନ୍ତି ତେବେ ମାର୍କେଟ ରେ ହଜାର ହଜାର ଟଙ୍କାର ଟୟ କାର କିଣିବାର କୌଣସି ମାନେ ନାହିଁ ।

ଆପଣମାନଙ୍କୁ ଏହି ପିତା ଙ୍କ କାହାଣୀ କିପରି ଲାଗିଲା ? ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।