ଇନ୍ଟରନେଟର ସେଂସେଶନ ଗାର୍ଲ ହୋଇସାରିଛି ଏହି ଝିଅ, ଗୁଗଲରେ କରାଯାଇଛି ସବୁଠୁ ଅଧିକ ସର୍ଚ୍ଚ, ଦେଖନ୍ତୁ

ସୋସିଆଲ ମିଡିଆରେ ରାତା ରାତି ଅନେକ ଲୋକ ଫେମସ ହେବାର କଥା ସମସ୍ତେ ଜାଣିଥିବେ ସେ ରାନୁ ମଣ୍ଡଳ ହୁଅନ୍ତୁ କି ପ୍ରିୟା ପ୍ରକାଶ ଉଭୟଙ୍କ ଭାଗ୍ୟ ସୋସିଆଲ ମିଡିଆ ଜରିଆରେ ଚମକିଛି । ଏହି ଦୁଇଜଣଙ୍କର ଭାଗ୍ୟ ପରିବର୍ତ୍ତନର ଚର୍ଚ୍ଚା ପୁରା ସୋସିଆଲ ମିଡିଆରେ ହେଉଛି । ଏମାନଙ୍କ ମଧ୍ୟରେ ଏବେ ଆମକୁ ଆଉ ଜଣଙ୍କ ନାମ ଶୁଣିବାକୁ ମିଳୁଛି ।

ଅନ୍ୱେଷୀ ଜୈନ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚିତ ଥିବାର ସୂଚନା ମିଳୁଛି । ତାଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତାଙ୍କ ମୁହଁ ଦେଖିବା ପାଇଁ ଲୋକ ବହୁତ ଆଗ୍ରହର ସହିତ ଅପେକ୍ଷା କରୁଛନ୍ତି ।

ମଡେଲ ଓ ଅଭିନେତ୍ରୀ ରୂପେ ଅନ୍ୱେଷୀ ଜୈନ ପରିଚିତ । ସେ ଅନେକ ଫିଲ୍ମରେ କାମ କରି ନାହାନ୍ତି ସତ କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚିତ ଅଟନ୍ତି । ପୂର୍ବ ବର୍ଷ ତାଙ୍କର ଲୋକପ୍ରିୟତା ବହୁତ ମାତ୍ରାରେ ବଢି ଯାଇଥିଲା । ଲୋକ ଗୁଗଲରେ ତାଙ୍କ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ସମସ୍ତେ ତାଙ୍କ ଫଟୋ ଦେଖିବାକୁ ଅପେକ୍ଷା କରି ରହୁଛନ୍ତି । ଅନ୍ୱେଷୀ ଜୈନ ସୋସିଆଲ ମିଡିଆରେ ଏବେ ଫେମସ ହୋଇସାରିଛନ୍ତି । ତାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଅନ୍ୱେଷୀ ଜୈନଙ୍କ ସୁନ୍ଦରତା

 

ସୋସିଆଲ ମିଡିଆରେ ଅନ୍ୱେଷୀ ଜୈନଙ୍କ ଫଟୋ ଭାଇରାଲ ହେଉଛି । ତାଙ୍କ ଚାହାଣି ବହୁତ ଆକର୍ଷକ ଅଟେ । ସେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି, ଓ ତାଙ୍କର ଫଟୋ ଅଧିକ ମାତ୍ରାରେ ଭାଇରାଲ ହୋଇଥାଏ । ଲୋକମାନେ ତାଙ୍କ ସହ ଦେଖା କରିବାକୁ ଇଛୁକ ଅଟନ୍ତି । ତାଙ୍କର ଅନେକ ଫଲୋୱର୍ସ ମଧ୍ୟ ରହିଛନ୍ତି ।

କିଏ ଅଟନ୍ତି ଅନ୍ୱେଷୀ ଜୈନ ?

ଅନ୍ୱେଷୀ ଜୈନ ସୋସିଆଲ ମିଡିଆରେ ଫେମସ ଥିଲେ ମଧ୍ୟ ଅନେକ ଲୋକ ତାଙ୍କୁ ଜାଣି ନାହାନ୍ତି । ଅନ୍ୱେଷୀ ଜୈନ ପ୍ରଥମ ଥର ଏକତା କପୁରଙ୍କ ୱେବ ସିରିଜ ‘ଗନ୍ଦି ବାତ’ରେ ଦେଖା ଯାଇଥିଲେ । ତାପରେ ସେ ଅଧିକ ଲୋକପ୍ରିୟତା ଲାଭ କରିଥିଲେ । ସେହି ସିରିଜ ପରେ ଲୋକମାନେ ତାଙ୍କୁ ଅଧିକ ଜାଣିବାକୁ ଲାଗିଲେ ।

ଇଂଜୀନିୟର ଅଟନ୍ତି ଅନ୍ୱେଷୀ ଜୈନ

ଅନ୍ୱେଷୀ ଜୈନ ମଧ୍ୟପ୍ରଦେଶର ଅଟନ୍ତି । ସେ ମଧ୍ୟପ୍ରଦେଶର ରାଜୀବ ଗାନ୍ଧୀ ଇଂଜୀନିୟରିଂ କଲେଜରୁ ଇଂଜୀନିୟରିଂ ପଢିଛନ୍ତି । ତାଙ୍କୁ ମଡେଲିଙ୍ଗ କରିବାକୁ ଇଛା ଥିଲା, ସେଥିପାଇଁ ସେ ଏବେ ଏକ ମଡ଼େଲ ଓ ଅଭିନେତ୍ରୀ ଅଟନ୍ତି । ସେ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ତାଙ୍କ ପରିଶ୍ରମ ବଳରେ ସେ ଆଜି ବହୁତ ଲୋକପ୍ରିୟ ଅଟନ୍ତି ।