TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଫେମସ Actor ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସ୍ତ୍ରୀ ଓ ସୁନ୍ଦରୀ ଶାଳି, ନମ୍ବର 4 ଙ୍କ ଶାଳି ସ୍ତ୍ରୀ ଙ୍କ ଠାରୁ ବି ଅଧିକ ସୁନ୍ଦର

ଟିଭି ଇଣ୍ଡଷ୍ଟ୍ରିରେ କଳାକାର ମାନେ ନିଜର ସୁନ୍ଦର ଅଭିନୟରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଅନେକ ଅଭିନେତା ମାନେ ଭଲ ସ୍ଵାମୀ ଓ ଜିଜା ଭୂମିକାରେ ଅଭିନୟ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ଠିକ ସେହିଭଳି ରିୟଲ ଲାଇଫରେ ମଧ୍ୟ ଅଭିନେତା ମାନେ ଭଲ ସ୍ଵାମୀ ଓ ଜିଜା ହେବାର ଭୂମିକା ବେଶ ଭଲ ଭାବେ ନିଭାଇଥାନ୍ତି ।

ଏମାନେ ରିୟଲ ଲାଇଫରେ ନିଜର ସ୍ତ୍ରୀ ଓ ଶାଳି ମାନଙ୍କ ସହ ସମ୍ପର୍କକୁ ଭଲ ଭାବେ ମେଣ୍ଟେନ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ରିୟଲ ଲାଇଫରେ ନିଜ ସ୍ତ୍ରୀ ଓ ଶାଳିଙ୍କୁ ବହୁତ ଭଲ ପାଇବା ସହ ତାଙ୍କର କେୟାର ମଧ୍ୟ କରନ୍ତି ।

“ଧୀରଜ ଧୂପର” : “କୁମକୁମ ଭାଗ୍ୟ” ସିରିଏଲରେ କାରଣ ଭୂମିକରେ ଧୀରଜ ନିଜ ସ୍ତ୍ରୀ ଓ ଶାଳି ସହ ବେଶ ଭଲ ଭାବେ ସମ୍ପର୍କ ନିଭାଇବାର ନଜର ଆସନ୍ତି । ତାଙ୍କ ରିୟଲ ଲାଇଫ ଦେଖିବାକୁ ଗଲେ ସେ ଅଭିନେତ୍ରୀ ଭିନା ଅରୋରାଙ୍କ ସହ ୨୦୧୬ରେ ମ୍ୟାରେଜ କରି ବେଶ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି । ଧୀରଜଙ୍କର ଶାଳି ହେଉଛନ୍ତି ମିତ ଅରୋରା । ଦୁହିଙ୍କ ମଧ୍ୟରେ ଜିଜା ଓ ଶାଳିର ସମ୍ପର୍କ ବେଶ ନିଆରା ଅଟେ ।

“ରୋହିତ ରାଜ ଗୋୟାଲ” : “ଦିଆ ଅର ବାତି ହମ” ସିରିଏଲରେ ନିର୍ଦ୍ଦେସନା ଦେଇ ରୋହିତ ବହୁତ ଫ୍ୟାମସ ହୋଇଥିଲେ । ରୋହିତ ଏହି ସୋର ଅଭିନେତ୍ରୀ ଦୀପିକା ସିଂଙ୍କୁ ପ୍ରେମ କରି ୨୦୧୪ରେ ଦୁହେଁ ମ୍ୟାରେଜ କରିଥିଲେ । ରୋହିତଙ୍କ ଶାଳି ପୂର୍ବା ସିଂ ଯାହାଙ୍କ ସହ ରୋହିତଙ୍କର ବେଶ ଭଲ ସମ୍ପର୍କ ରହିଛି ।

“ବିବେକ ଧୟା” : “ୟେ ହେ ମହବତେ” ସିରିଏଲରେ ଅଭିନୟ କରିଥିବା ଅଭିନେତା ବିବେକ ଧୟାଙ୍କ ରିୟଲ ଲାଇଫ ଦେଖିବାକୁ ଗଲେ ସେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କୁ ୨୦୧୬ରେ ମାରେଜ କରିଛନ୍ତି । ବିବେକଙ୍କ ଶାଳି ବିଷୟରେ କହିବାକୁ ଗଲେ ତାଙ୍କର ନାଁ ହେଉଛି ପ୍ରିୟଙ୍କା ତିୱାରୀ ଯିଏ ଦିବ୍ୟଙ୍କାଙ୍କ ବଡ ଭଉଣୀ ଅଟନ୍ତି । ବିବେକ ଓ ପ୍ରିୟଙ୍କା ନିଜ ସମ୍ପର୍କକୁ ବେଶ ଭଲ ଭାବେ ନିଭାଇବା ସହ ପରସ୍ପରକୁ ସମାନ ମଧ୍ୟ କରନ୍ତି ।

“ସବିର ଆହଲୁବାଲିୟା” : ଜି ଟିଭିର ସୋ “କୁମକୁମ ଭାଗ୍ୟ”ରେ ଅଭିଷେକ ଭୂମିକାରେ ନଜର ଆସୁଥିବା ଅଭିନେତା ସବିର ଖୁବ ଫ୍ୟାମ୍ସ ହୋଇ ପାରିଛନ୍ତି । ତାଙ୍କ ରିୟଲ ଲାଇଫ ଦେଖିବାକୁ ଗଲେ ସେ କାଞ୍ଚି କୌଲଙ୍କୁ ୨୦୧୧ରେ ପ୍ରେମ ବିବାହ କରିଥିଲେ । କାଞ୍ଚି କୌଲଙ୍କର କେହି ଭଉଣୀ ନାହାନ୍ତି କିନ୍ତୁ ସେ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କର ବନ୍ଧୁ ଅଟନ୍ତି । ସେହି ଦ୍ରୁଷ୍ଟିରୁ ଦେଖିବାକୁ ଗଲେ ସବିର ଅର୍ପିତାଙ୍କୁ ନିଜ ଶାଳି ମାନେ କରନ୍ତି । ଦୁହିଙ୍କ ମଧ୍ୟରେ ଜିଜା ଓ ଶାଳିର ଭଲ ବଣ୍ଡିଙ୍ଗ ରହିଛି ।


“ଅଭିନବ ଶୁକ୍ଲା” : ଛୋଟ ପରଦାର ଅଭିନେୟ କରି ଅଭିନେତା ଅଭିନବ ଶୁକ୍ଲା ଅଭିନେତ୍ରୀ ରୁବାନା ଦିଲାଇକଙ୍କ ସହ ୨୦୧୮ରେ ମାରେଜ କରି ବେଶ ଖୁସିରେ ଅଛନ୍ତି । ଅଭିନବଙ୍କର ରିୟଲ ଶାଳି ଯାହାଙ୍କର ନ ହେଉଛି ଜ୍ୟୋତିକା ଯାହାଙ୍କ ସହ ଅଭିନବଙ୍କର ଭଲ ସମ୍ପର୍କ ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ