Bollywood ର ଏହି 8 ଜଣ ଷ୍ଟାର ଫିଲ୍ମରେ ନିଜେ କରିଥାନ୍ତି ଖତରନାକ ଷ୍ଟଣ୍ଟ, 3 ନମ୍ବର ହୀରୋ ଙ୍କ ଆଗରେ ତ ସମସ୍ତେ ଫେଲ

ବଲିଉଡର ଅନେକ ଅଭିନେତା ଯିଏ ସାଂଘାତିକ ଷ୍ଟଣ୍ଟ କରିବାରେ ନଜର ଆସନ୍ତି । ବହୁତ ଏମିତି ଅଭିନେତା ଅଛନ୍ତି ଯିଏ ଆକ୍ସନ ପାଇଁ ଜଣା ଯାଆନ୍ତି । ବଲିଉଡ ଫିଲ୍ମରେ ସବୁଠାରୁ ଅଧିକ ଲଢେଇ ଏବଂ ଆକ୍ସନ ଦେଖାଯାଏ । ଏହି ଆକ୍ସନର ଦିୱାନା କେବଳ ଭାରତରେ ନୁହେଁ ବିଶ୍ଵରେ ମଧ୍ୟ ଏହାର ପ୍ରଶଂସା କରାଯାଏ । ଆଜି ବି ଅନେକ ଲୋକ ଆକ୍ସନ ଫିଲ୍ମକୁ ବହୁତ ପସନ୍ଦ କରନ୍ତି । ଅନେକ ଫିଲ୍ମରେ ତ ବଲିଉଡ ଅଭିନେତା ସାଂଘାତିକ ଷ୍ଟଣ୍ଟ କରିବାରେ ନଜର ଆସନ୍ତି । ଆଜି ଆମେ ସେହି ୮ଟି ଅଭିନେତାଙ୍କ ବିଷୟରେ କହିବୁ ଯିଏ ଫିଲ୍ମରେ ସାଂଘାତିକ ଷ୍ଟଣ୍ଟ କରନ୍ତି ।

୮- ବିଦ୍ୟୁତ ଜାମ୍ୱାଲ : ଦୁନିଆରେ ଟପ୍ ମାର୍ଶାଲ ଭିତରୁ ବିଦ୍ୟୁତ୍ ଙ୍କ ନାଁ ଯୋଡ଼ି ହୋଇ ଯାଇଛି‌ । ବଲିଉଡର ଜବରଦସ୍ତ ଆକ୍ସନ ଅଭିନେତାଙ୍କ ଭିତରୁ ତାଙ୍କ ନାଁ ଆସେ । ବିଦ୍ୟୁତ୍ ନିଜର ସମସ୍ତ ଫିଲ୍ମରେ ଧମାକେଦାର୍ ଷ୍ଟଣ୍ଟ କରିବାର ନଜର ଆସନ୍ତି । ବିଦ୍ୟୁତ୍ ଫୋର୍ସ, କମାଣ୍ଡୋ ଏବଂ କମାଣ୍ଡୋ-୨ ଭଳି ଫିଲ୍ମରେ ଜବରଦସ୍ତ ଆକ୍ସନ ସହିତ ଷ୍ଟଣ୍ଟ କରିଛନ୍ତି ।

୭- ଜନ ଆବ୍ରାହାମ : ଜନ୍ ଆବ୍ରାହାମ୍ ଙ୍କୁ ଆପଣ ଅନେକ ଫିଲ୍ମରେ ଖତରନାକ୍ ଷ୍ଟଣ୍ଟ କରିବାରେ ଦେଖିଥିବେ । ଏହି ବିଷୟରେ ଜନ୍ କୁହନ୍ତି ଫିଲ୍ମରେ ସାଂଘାତିକ ଷ୍ଟଣ୍ଟ କରିବା ତାଙ୍କର ବହୁତ ବଡ଼ ହବି ଅଟେ । ଜନ୍ ଫିଲ୍ମ ଫୋର୍ସର ସୁଟିଂ ସମୟରେ ପୂରା ବାଇକ୍ କାନ୍ଧରେ ଉଠାଇ ଦେଇ ଥିଲେ । ଏଥିରୁ ତାଙ୍କ ଶକ୍ତିର ଅନୁମାନ କରାଯାଇ ପାରେ ।

୬- ହ୍ରିତିକ ରୋଶନ : ନିଜର ପ୍ରଥମ ଫିଲ୍ମ ‘କହୋନା ପ୍ୟାର ହେ’ ରେ ଜବରଦସ୍ତ ଫାଇଟିଙ୍ଗ୍ ସହ ସାଂଘାତିକ ଷ୍ଟଣ୍ଟ ମଧ୍ୟ କରିଥିଲେ । ହ୍ରିତିକ୍ ତାଙ୍କର ଅନେକ ଫିଲ୍ମରେ ନିଜେ ଷ୍ଟଣ୍ଟ କରିବାରେ ନଜର ଆସିଛନ୍ତି । ହ୍ରିତିକ୍ ରୋଶନ୍ ଙ୍କ ଷ୍ଟାଇଲ ଏବଂ ଆକ୍ସନ ପାଇଁ ଅନେକ ଲୋକ ଦିୱାନା ଅଟନ୍ତି ।

୫- ଶାହାରୁଖ ଖାନ : ସେ ରୋମାଣ୍ଟିକ ଫିଲ୍ମ ହିରୋ ହେଲେ ମଧ୍ୟ କିଙ୍ଗ୍ ଖାନ୍ ବେଳେବେଳେ ଖତରନାକ୍ ଷ୍ଟଣ୍ଟ କରିବାରେ ନଜର ଆସନ୍ତି । ଶାହାରୁଖ୍ ନିଜ ଫିଲ୍ମ ‘ରଇଜ୍’ ରେ ଏକ ଖତରନାକ୍ ଷ୍ଟଣ୍ଟ କରିବାରେ ନଜର ଆସନ୍ତି ।

୪-ଅଜୟ ଦେବଗନ : ଅଜୟ ଦେବଗନ୍ ଙ୍କ ପ୍ରଥମ ଫିଲ୍ମ ‘ଫୁଲ୍ ଅର୍ କାଣ୍ଟେ’ ରେ ଖତରନାକ୍ ଷ୍ଟଣ୍ଟ କରି ଦର୍ଶକଙ୍କ ମନ ଜିତିଥିଲେ । ତାପରେ ଏହି ଷ୍ଟଣ୍ଟ ଫିଲ୍ମ ‘ଗୋଲମାଲ୍’ ରେ କାର ସହିତ କରିଥିଲେ । ଏହାଛଡା ସେ ଏହି ଷ୍ଟଣ୍ଟ ‘ସନ୍ ଅଫ୍ ସର୍ଦ୍ଦାର’ ଫିଲ୍ମରେ ଘୋଡ଼ା ଉପରେ ଏହି ଷ୍ଟଣ୍ଟ କରିଥିଲେ । ଫିଲ୍ମ ‘ସିଂହମ୍’ ରେ ଜବରଦସ୍ତ ଆକ୍ସନକୁ କିଏ ଭୁଲି ପାରିବ । ଦର୍ଶକ ଅଜୟଙ୍କ ଆକ୍ସନ ଏବଂ ଫିଲ୍ମକୁ ବହୁତ ପସନ୍ଦ କରନ୍ତି ।

୩- ଟାଇଗର ସ୍ରୋଫ୍ : ଟାଇଗରଙ୍କୁ ସ୍ଵାସ୍ଥ୍ୟ ବନାଇବା ଏବଂ ବ୍ୟାୟାମ ଶାଳାକୁ ଯିବାକୁ ବହୁତ ଭଲ ଲାଗେ । ଟାଇଗର ମଧ୍ୟ ମାର୍ଶାଲ ଆର୍ଟର ତାଲିମ ପ୍ରାପ୍ତ କରିଛନ୍ତି ଏବଂ ଅଧିକ ସମୟ ବ୍ୟାୟାମ ଶାଳାରେ ବିତାନ୍ତି । ଟାଇଗରଙ୍କ ଫିଲ୍ମ ‘ବାଗି’ରେ ଆକ୍ସନ ସିନ୍ ସହିତ ଖତରନାକ୍ ଷ୍ଟଣ୍ଟ କରିଥିଲେ । ଏହାପରେ ‘ବାଗି-୨’ ରେ ଖତରନାକ୍ ଷ୍ଟଣ୍ଟ ସହିତ ଆକ୍ସନରେ ନଜର ଆସିଥିଲେ । ଟାଇଗର ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏମିତି କାରନାମା କରିବାରେ ନଜର ଆସନ୍ତି ।

୨- ଅକ୍ଷୟ କୁମାର : ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡ଼ି କୁମାର ମଧ୍ୟ କୁହନ୍ତି । ୯୦ଦଶକରେ ଅକ୍ଷୟ କୁମାର ଗୋଟିଏ ରୁ ବଳି ଗୋଟିଏ ଆକ୍ସନ ଫିଲ୍ମରେ ଅଭିନୟ କରି ଅନେକ ସୁପରହିଟ ଫିଲ୍ମ ଦେଇଥିଲେ । ଏହା କହିବା ଭୁଲ୍ ହେବନାହିଁ କି ଅକ୍ଷୟ ଷ୍ଟଣ୍ଟ ଏବଂ ଆକ୍ସନରେ ଗୁରୁ ଅଟନ୍ତି । ଫିଲ୍ମ ‘ହଲିଡେ’ ରେ ଅନେକ ଷ୍ଟଣ୍ଟ କରିଛନ୍ତି ।

୧- ସନି ଦେୱଲ : ସନି ଦେୱଲଙ୍ଗ ”ଢାଇକିଲୋକା ହାତ” ଡାଇଲଗ୍ ଅବା କିଏ ଭୁଲି ପାରିବ । ତାଙ୍କ ଡାଇଲଗ ସହ ସ୍ବର ମଧ୍ୟ ବହୁତ ପସନ୍ଦ ଆସେ ଲୋକମାନଙ୍କୁ । ସନି ଦେୱଲ ଅନେକ ଫିଲ୍ମରେ ଆକ୍ସନ ସିନ କରିଛନ୍ତି । ବାସ୍ତବିକ୍ ଜୀବନରେ ମଧ୍ୟ ନିଜ ଶକ୍ତିର ବ୍ୟବହାର କରିବାର ନଜର ଆସିଛନ୍ତି । ଫିଲ୍ମ ‘ଘାୟଲ’ରେ ଖତରନାକ୍ ଷ୍ଟଣ୍ଟ କରିଛନ୍ତି ଯାହାକୁ ଦେଖି ଦର୍ଶକ ତାଙ୍କର ଫ୍ରାନ୍ସ ହୋଇଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।